ଉତ୍କର୍ଷ ପରିବାର ଓ ୟୁଥ୍ କ୍ଲବ୍ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ, ବୁଢ଼ୀ ଠାକୁରାଣୀ ମନ୍ଦିର ସଫା କରିବା ସହ ଲଗାଇଲେ ଗଛ

ଅନୁଗୁଳ: କେନ୍ଦ୍ର ସରକାରଙ୍କ ୟୁଥ୍ ଆଣ୍ଡ ସ୍ପୋର୍ଟସ, ମାଇ ଭାରତ ୟୁଭା ଭାରତ ବିଭାଗ ମିଳିତ ଆନୁକୂଲ୍ୟରେ ଅନୁଗୁଳସ୍ଥିତ ବୁଢ଼ୀ ଠାକୁରାଣୀ ମନ୍ଦିର ପରିସରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନୁଗୁଳ ଲାଇଟ୍ ହାଉସର ମୁଖ୍ୟ…

Continue Readingଉତ୍କର୍ଷ ପରିବାର ଓ ୟୁଥ୍ କ୍ଲବ୍ ପକ୍ଷରୁ ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ, ବୁଢ଼ୀ ଠାକୁରାଣୀ ମନ୍ଦିର ସଫା କରିବା ସହ ଲଗାଇଲେ ଗଛ

ପିତାମହଙ୍କ ପାଇଁ ଦିନଟିଏ: ଡି.ଏ.ଭି ଜଗନ୍ନାଥ କ୍ଷେତ୍ରରେ ଧୁମଧାମରେ ପିତାମହ ଦିବସ ପାଳିତ

ଅନୁଗୁଳ: ତାଳଚେର ଜଗନ୍ନାଥ କ୍ଷେତ୍ର ଡି.ଏ.ଭି ପବ୍ଲିକ ସ୍କୁଲରେ ପିତାମହ ଦିବସ ବେଶ୍ ଧୁମଧାମରେ ପାଳିତ ହୋଇଛି। କାର୍ଯ୍ୟକ୍ରମରେ ଜଗନ୍ନାଥ କ୍ଷେତ୍ରର ଏ.ପି.ଏମ୍ ମହେଶ ରଞ୍ଜନ ଜେନା ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ନର୍ସରୀ ,ଏଲ୍.କେ.ଜି ଏବଂ ୟୁ.କେ.ଜି…

Continue Readingପିତାମହଙ୍କ ପାଇଁ ଦିନଟିଏ: ଡି.ଏ.ଭି ଜଗନ୍ନାଥ କ୍ଷେତ୍ରରେ ଧୁମଧାମରେ ପିତାମହ ଦିବସ ପାଳିତ

ନାଲକୋ ବିଶ୍ୱକର୍ମା ପୂଜାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ, ମାନ ଯାଞ୍ଚ କରିବା ସହ ଜଣକୁ ଫାଇନ୍ ଲାଗୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖାଦ୍ୟ ସୁରକ୍ଷା ବିଭାଗ ପକ୍ଷରୁ ବିଶ୍ୱ ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ଅଞ୍ଚଳରେ ଖାଦ୍ୟର ମାନ ଯାଞ୍ଚ କରାଯାଇଛି। ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରିଣୀ ହରିପ୍ରିୟ ବେହେରା ଓ ସହକାରୀ ଖାଦ୍ୟ ସୁରକ୍ଷା ଅଧିକାରୀ ନୀଳାମ୍ବର ପ୍ରଧାନ ପ୍ରତ୍ୟେକ…

Continue Readingନାଲକୋ ବିଶ୍ୱକର୍ମା ପୂଜାରେ ଖାଦ୍ୟ ସୁରକ୍ଷା ବିଭାଗର ଚଢ଼ଉ, ମାନ ଯାଞ୍ଚ କରିବା ସହ ଜଣକୁ ଫାଇନ୍ ଲାଗୁ

ଭାରତ ବିକାଶ ପରିଷଦ ପକ୍ଷରୁ ଜଣା ଅଜଣା ଓ ସମୂହ ଗାନ ପ୍ରତିଯୋଗିତା

ଅନୁଗୁଳ: ଅନୁଗୁଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରରେ ଭାରତ ବିକାଶ ପରିଷଦ ଅନୁଗୁଳ ଶାଖା ପକ୍ଷରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜଣା ଅଜଣା ଓ ସମୂହ ରାଷ୍ଟ୍ରୀୟ ଗାନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଅନୁଗୁଳ ସ୍ଵୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ନୀଳାଞ୍ଚଳ ପଟେଲ ମୁଖ୍ୟ ଅତିଥି…

Continue Readingଭାରତ ବିକାଶ ପରିଷଦ ପକ୍ଷରୁ ଜଣା ଅଜଣା ଓ ସମୂହ ଗାନ ପ୍ରତିଯୋଗିତା

ସ୍ୱଚ୍ଛତା ଦିବସ: ନିଜ କାର୍ଯ୍ୟାଳୟ ସମେତ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ସଫା କଲେ ଉପଜିଲ୍ଲାପାଳ

ଅନୁଗୁଳ: ସ୍ୱଚ୍ଛତା ଦିବସ ଉପଲକ୍ଷେ ନୂତନ ଭାବେ ଦାୟିତ୍ୱ ନେଇଥିବା ଉପଜିଲ୍ଲାପାଳ ସମୀର କୁମାର ଜେନା (IAS) ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମେତ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ଏବଂ ଚତୁଃପାର୍ଶ୍ୱ ସଫା କରିଛନ୍ତି। ଏହା ସହିତ କିପରି ପରିବେଶ ପରିଷ୍କାର ରହିବ ସେ…

Continue Readingସ୍ୱଚ୍ଛତା ଦିବସ: ନିଜ କାର୍ଯ୍ୟାଳୟ ସମେତ ଉପଖଣ୍ଡସ୍ଥ ସମସ୍ତ କାର୍ଯ୍ୟାଳୟ ସଫା କଲେ ଉପଜିଲ୍ଲାପାଳ

ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଳିତ

ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ଆଜି ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଏ ଅବସରରେ ସମସ୍ତ କର୍ମଚାରୀ ଝାଡ଼ୁ ଧରି ଅଫିସ ପରିସର ସଫେଇ କରିଥିଲେ। କାର୍ଯ୍ୟକ୍ରମରେ ସ୍ଵଭାବରେ ସ୍ୱଚ୍ଛତା, ସଂସ୍କାରରେ ସ୍ୱଚ୍ଛତା ଆଣିବାକୁ ଆହ୍ୱାନ କରାଯିବା ସହ…

Continue Readingଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ କାର୍ଯ୍ୟକ୍ରମ ପାଳିତ

ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଉତ୍ସବ ପାଳିତ

ଅନୁଗୁଳ: ଆଜି ଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଅନୁଗୁଳ ସତସଙ୍ଗ ବିହାର ପରିସରରେ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦ ଓ ମାଙ୍ଗଳିକ ନହବତ, ଉଷା କୀର୍ତନ, ସମବେତ ପ୍ରାତଃ ବିନତି, ଶୁଭ…

Continue Readingଶ୍ରୀ ଶ୍ରୀ ଠାକୁର ଅନୁକୁଳ ଚନ୍ଦ୍ରଙ୍କ ୧୩୭ତମ ଜନ୍ମ ମହାମହୋତ୍ସବ ଉତ୍ସବ ପାଳିତ

ବହୁ ଭାଷୀ ପ୍ରଶିକ୍ଷଣ ଶିବିର ଊଦଘାଟିତ

  ଅନୁଗୁଳ: ଆଦିବାସୀ ଭାଷା ଓ ସଂସ୍କୃତି ଏକାଡେମୀ,ଅନୁସୂଚିତ ଜାତି ଓ ଜନଜାତି ଊନ୍ନୟନ ଏବଂ ସଂଖ୍ୟାଲଘୁ ସଂପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ମିଳିତ ଆନୁକୁଲ୍ୟରେ ଏକ ବହୁ ଭାଷୀ ପ୍ରଶିକ୍ଷଣ ଶିବିର ବଅଁରପାଳ ସେବାଶ୍ରମ ଠାରେ ଊଦଘାଟିତ…

Continue Readingବହୁ ଭାଷୀ ପ୍ରଶିକ୍ଷଣ ଶିବିର ଊଦଘାଟିତ

ଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଜିଲ୍ଲା ବିଜେପି ସଭାପତି ଦିଲେଶ୍ଵର ପ୍ରଧାନଙ୍କ ପୌରୋହିତ୍ୟରେ ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ ଆୟୋଜିତ ହୋଇଛି। ବୈଠକରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ଅଧିକରୁ ଅଧିକ ସଦସ୍ୟ ଆମ ସଙ୍ଗଠନ…

Continue Readingଅନୁଗୁଳ ବିଜେପିର ସଦସ୍ୟତା ଅଭିଯାନ ସମୀକ୍ଷା ବୈଠକ: ସମସ୍ତଙ୍କୁ ଦଳରେ ସାମିଲ କରିବାକୁ ଆହ୍ୱାନ

୧୫ ରୁ ୨୩ ଯାଏଁ ନାଲ୍‌କୋ ନଗରରେ ବସୁଛି ପଲ୍ଲିଶ୍ରୀ ମେଳା, ପଡ଼ିବ ୨୨୦ ଟି ଷ୍ଟଲ

ଅନୁଗୁଳ: ଚଳିତ ମାସ ୧୫ ତାରିଖରୁ ୨୩ ତାରିଖ ପର୍ଯ୍ୟନ୍ତ ନାଲ୍‌କୋନଗର ଠାରେ ଆୟୋଜିତ ହେବାକୁ ଯାଉଛି ଜାତୀୟ ସ୍ତରୀୟ ପଲ୍ଲିଶ୍ରୀ ମେଳା। ଆଜି ଏ ନେଇ ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି…

Continue Reading୧୫ ରୁ ୨୩ ଯାଏଁ ନାଲ୍‌କୋ ନଗରରେ ବସୁଛି ପଲ୍ଲିଶ୍ରୀ ମେଳା, ପଡ଼ିବ ୨୨୦ ଟି ଷ୍ଟଲ