ପ୍ରଭାତ ପ୍ରଧାନ ହେଲେ ଢେଙ୍କାନାଳ ସାଂସଦଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି

ଅନୁଗୁଳ: ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି ଅନୁଗୁଳ ବ୍ଲକ ପ୍ରତିନିଧି ଭାବେ ବିଜେପି ନେତା ତଥା ଜିଲ୍ଲାସମ୍ପାଦକ ପ୍ରଭାତ କୁମାର ପ୍ରଧାନଙ୍କୁ ମନୋନୀତ କରିଛନ୍ତି। ସାଂସଦ ଶ୍ରୀପାଣି ଲିଖିତ ଭାବେ ଏ ମର୍ମରେ ବିଭାଗୀୟ ଅଧିକାରୀଙ୍କୁ ଜଣାଇଛନ୍ତି। ପ୍ରଭାତ କୁମାର…

Continue Readingପ୍ରଭାତ ପ୍ରଧାନ ହେଲେ ଢେଙ୍କାନାଳ ସାଂସଦଙ୍କ ଅନୁଗୁଳ ବ୍ଲକ ପ୍ରତିନିଧି

ଇଚ୍ଛାପୁରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ, ୨୪ ହଜାର ୨୦୦ ଟଙ୍କାରେ କିଣିଲେ ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ କଣ୍ଟେଇକୋଳିଆ ପଞ୍ଚାୟତର ଇଚ୍ଛାପୁରର ରାମପୁରପଡ଼ା ଅଞ୍ଚଳରେ ଚାଲିଥିବା ଗଣେଶ ପୂଜା ଅବସରରେ ଶନିବାର ଦିନ ଆଜ୍ଞା ଲଡ଼ୁ ନିଲାମ କରାଯାଇଛି। ଏଥିରେ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ ୨୪ ହଜାର ୨୦୦ ଟଙ୍କାରେ ନିଲାମ…

Continue Readingଇଚ୍ଛାପୁରରେ ଗଣେଶଙ୍କ ଆଜ୍ଞା ଲଡ଼ୁ ନିଲାମ, ୨୪ ହଜାର ୨୦୦ ଟଙ୍କାରେ କିଣିଲେ ପୂର୍ଣ୍ଣ ଚନ୍ଦ୍ର ଦ୍ୱାରୀ

ମା’ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲେ ଲକ୍ଷ୍ମୀ

ମୁମ୍ବାଇ: ଦୀପିକାଙ୍କ ଘରକୁ ଆସିଲେ ଲକ୍ଷ୍ମୀ। ମା' ହେଲେ ବଲିଉଡ ନାୟିକା ଦୀପିକା ପାଦୁକୋନ। ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ରଣବୀର ସିଂ ରବିବାର ଦିନ ଏକ ଶିଶୁ କନ୍ୟାକୁ ସ୍ୱାଗତ କରିଛନ୍ତି। ଏ ନେଇ ଏପର୍ଯ୍ୟନ୍ତ ସିଂ ଦମ୍ପତି ଅଫିସିଆଲ୍…

Continue Readingମା’ ହେଲେ ଦୀପିକା ପାଦୁକୋନ, ଘରକୁ ଆସିଲେ ଲକ୍ଷ୍ମୀ

ସମର୍ପଣ ଏକାଡେମୀରେ ଗୁରୁଦିବସ ପାଳିତ

ଅନୁଗୁଳ: ସମର୍ପଣ ଏକାଡେମୀର ପ୍ରଗତିନଗର କ୍ୟାମ୍ପସ୍‌ରେ ମହାଆଡ଼ମ୍ବର ସହ ପବିତ୍ର ଗୁରୁ ଦିବସ ପାଳିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ଯକ୍ଷା ବୈଷ୍ଣବୀ ଦେଓ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ସେ ଗୁରୁ ଦିବସର…

Continue Readingସମର୍ପଣ ଏକାଡେମୀରେ ଗୁରୁଦିବସ ପାଳିତ

ସ୍କୁବା ଡାଇଭିଙ୍ଗ ପ୍ରଶିକ୍ଷଣ ଆୟୋଜିତ: ସ୍କୁବା କୋଚ୍ ସବିର ବକ୍ସ ଦେଲେ ଟ୍ରେନିଂ

ଅନୁଗୁଳ: ଆଜି ପୂର୍ବାହ୍ନରେ ସ୍ଥାନୀୟ ଅନୁଗୁଳ ଷ୍ଟାଡିୟମ ନିକଟରେ ଥ‌ିବା ସନ୍ତରଣଗାର ଠାରେ ସ୍କୁବା ଡାଇଭିଙ୍ଗ (ଗଭୀର ସମୁଦ୍ର ବୁଡାଳି) ପ୍ରଶିକ୍ଷଣ ଅନୁଷ୍ଠିତ ହୋଇଛି। ଏହି ପ୍ରଶିକ୍ଷଣରେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଅନ୍ତର୍ଜାତୀୟ ଲିମ୍‌ବୁକ୍ ରେକଡଧାରୀ ସ୍କୁବା କୋଚ୍ ସବିର ବକ୍ସଙ୍କ…

Continue Readingସ୍କୁବା ଡାଇଭିଙ୍ଗ ପ୍ରଶିକ୍ଷଣ ଆୟୋଜିତ: ସ୍କୁବା କୋଚ୍ ସବିର ବକ୍ସ ଦେଲେ ଟ୍ରେନିଂ

ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ମହାସମାରୋହରେ ପାଳିତ ହୋଇଛି ଗୁରୁ ଦିବସ। ପ୍ରଥମେ ଛାତ୍ରଛାତ୍ରୀ ନବକୃଷ୍ଣ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ, ଗୁରୁ ପୂଜନ ଓ ଗୁରୁ ବନ୍ଦନ କରିଥିଲେ। ସଭାପତି ଭାବରେ…

Continue Readingନବକୃଷ୍ଣ ଚୌଧୁରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟରେ ଗୁରୁ ଦିବସ ପାଳିତ

ବୋଇତ ବନ୍ଦାଣ ଉତ୍ସବ ପାଇଁ ‘କଳାକାର’ର ପ୍ରସ୍ତୁତି ବୈଠକ, ଚୟନ ହେଲେ ନୂତନ କର୍ମକର୍ତ୍ତା

ଅନୁଗୁଳ: ଅନୁଗୁଳର ସର୍ବ ପୁରାତନ ସେବା ଓ ସାଂସ୍କୃତିକ ଅନୁଷ୍ଠାନ କଳାକାରର ଏକ ସାଧାରଣ ବୈଠକ ସ୍ଥାନୀୟ ବାସନ୍ତି ଦୁର୍ଗା ମଣ୍ଡପରେ ଅନୁଷ୍ଠିତ ହୋଇଛି। ସଂଗଠନର ସଭାପତି ଭୂପେଶ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଗତ ବର୍ଷର ଆୟ ବ୍ୟୟର…

Continue Readingବୋଇତ ବନ୍ଦାଣ ଉତ୍ସବ ପାଇଁ ‘କଳାକାର’ର ପ୍ରସ୍ତୁତି ବୈଠକ, ଚୟନ ହେଲେ ନୂତନ କର୍ମକର୍ତ୍ତା

ସ୍କଏ ବିଜେତା ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟିଲେ

ଅନୁଗୁଳ: ନିକଟରେ ସମ୍ପନ୍ନ ହୋଇଥିବା ୧୯ ତମ ରାଜ୍ୟ ସ୍ତରୀୟ ସ୍କଏ ପ୍ରତିଯୋଗିତାର ଦଳଗତ ବିଭାଗ ଉଭୟ ବାଳକ ଓ ବାଳିକା ବିଭାଗରେ ଅନୁଗୁଳ ରନରସ୍ ଅପ୍ ହୋଇଥିଲା। ଖେଳାଳୀ ମାନଙ୍କ ଏହି ଉତ୍କର୍ଷତା ପାଇଁ ଅନୁଗୁଳରେ ଆନନ୍ଦ ପ୍ରକାଶ ପାଇଥିଲା।…

Continue Readingସ୍କଏ ବିଜେତା ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟିଲେ

ଆଧାର ଅଧା ଅଧୁରା ସଂଶୋଧନ ପାଇଁ ଭିଡ଼

ଅନୁଗୁଳ: ଓଡ଼ିଶାରେ ବିଜେପି ସରକାର ପକ୍ଷରୁ ସୁଭଦ୍ରା ଯୋଜନାରେ ବର୍ଷକୁ ଦଶ ହଜାର ଟଙ୍କା ହିସାବରେ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ମହିଳାଙ୍କୁ ଦେବା ପାଇଁ ଘୋଷଣା ପରେ ମହିଳାଙ୍କ ଆଧାର ଖୋଜା ଆରମ୍ଭ ହୋଇଛି। ମହିଳାଙ୍କ ଆଧାରକୁ ଯାଞ୍ଚ…

Continue Readingଆଧାର ଅଧା ଅଧୁରା ସଂଶୋଧନ ପାଇଁ ଭିଡ଼

ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ, ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ହାତେଇଲେ ସ୍ବର୍ଣ୍ଣ-ରୌପ୍ୟ-ବ୍ରୋଞ୍ଜ ପଦକ

ଅନୁଗୁଳ: ରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ। ରାଉରକେଲାରେ ଆୟୋଜିତ ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ଅନୁଗୁଳ ପ୍ରତିଯୋଗୀ କୃତିତ୍ୱ ହାସଲ କରିଛନ୍ତି। ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ଆୟୋଜିତ ଏହି ଚାମ୍ପିଅନସିପରେ ଅନୁଗୁଳ ଜିଲ୍ଲା…

Continue Readingରାଉରକେଲାରେ ଦମ୍ ଦେଖାଇଲେ ଅନୁଗୁଳ ଛାତ୍ରଛାତ୍ରୀ, ୭ମ ଓଡ଼ିଶା ଜୁନିଅର ପେଞ୍ଚକ ସିଲଟ ଚାମ୍ପିଅନସିପରେ ହାତେଇଲେ ସ୍ବର୍ଣ୍ଣ-ରୌପ୍ୟ-ବ୍ରୋଞ୍ଜ ପଦକ