ଅନୁଗୁଳରେ ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର “ଅବିକା କ୍ୟାଲେଣ୍ଡର”ର ସିଜିନ-୫ ଅଡିସନ ଆୟୋଜିତ

ଅନୁଗୁଳ : ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର "ଅବିକା କ୍ୟାଲେଣ୍ଡର" ର ଅଡିସନ ସିଜିନ-୫ ଅନୁଗୁଳ ଜିଲ୍ଲା ବୋଷ ଡାନ୍ସ ଏକାଡେମୀ ପରିସରରେ ଗତ ରବିବାର ଆୟୋଜିତ ହୋଇଛି। ଅନୁଗୁଳ ଅଡିସନରେ ଅବିକା ୨୦୨୧ କ୍ୟାଲେଣ୍ଡରର "ଫେସ୍ ଅଫ୍ ଦି…

Continue Readingଅନୁଗୁଳରେ ରାଜ୍ୟର ଏକମାତ୍ର ହସ୍ତତନ୍ତ ଆଧାରିତ କ୍ୟାଲେଣ୍ଡର “ଅବିକା କ୍ୟାଲେଣ୍ଡର”ର ସିଜିନ-୫ ଅଡିସନ ଆୟୋଜିତ

ପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ପାଳଲହଡ଼ାର ଛାତ୍ରୀ ତନିଷ୍କାପ୍ରଭା ସାହୁ ପ୍ରଥମ

ଅନୁଗୁଳ: ଭୁବନେଶ୍ୱର ଶିକ୍ଷା ବିକାଶ ସମିତି ପକ୍ଷରୁ ଆୟୋଜିତ ପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ଶିଶୁ ବିଭାଗର କଥାକଥନ ପ୍ରତିଯୋଗିତାରେ ଅନୁଗୁଳ ଛାତ୍ରୀଙ୍କ ସଫଳତା। ସ୍ଥାନୀୟ ପାଳଲହଡ଼ା ସଦର ମହକୁମାସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିରର ପଞ୍ଚମ ଶ୍ରେଣୀ ଛାତ୍ରୀ ତନିଷ୍କାପ୍ରଭା ସାହୁ ଏହି…

Continue Readingପ୍ରାଦେଶିକ ସଂସ୍କୃତି ମହୋତ୍ସବରେ ପାଳଲହଡ଼ାର ଛାତ୍ରୀ ତନିଷ୍କାପ୍ରଭା ସାହୁ ପ୍ରଥମ

ତାଳଚେର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

ଅନୁଗୁଳ: ତାଳଚେର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଛି। ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଏ ଅବସରରେ ସେ ତାଳଚେର ପୌର…

Continue Readingତାଳଚେର ପୌର ପରିଷଦ ପକ୍ଷରୁ ସ୍ୱାୟତ୍ତ ଶାସନ ଦିବସ ପାଳିତ

କିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

ଅନୁଗୁଳ: କିଶୋରନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କିଶୋରନଗର ଉଚ୍ଚ ବିଦ୍ୟାଳୟରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ ହୋଇଛି। ଏଥିରେ ବ୍ଲକର ୨୪ ଟି ଉଚ୍ଚ ବିଦ୍ୟାଳୟର ୭୧ ଜଣ…

Continue Readingକିଶୋରନଗର ବ୍ଲକସ୍ତରୀୟ ମାଧ୍ୟମିକ ବିଦ୍ୟାଳୟ କୁଇଜ୍ ପ୍ରତିଯୋଗିତା ଆୟୋଜିତ, ଅଂଶଗ୍ରହଣ କଲେ ୭୧ ପ୍ରତିଯୋଗୀ

ବଜାର ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟିର କର୍ମକର୍ତ୍ତା ଚୟନ, ପୁଣି ସଭାପତି ହେଲେ ସୁଧୀର ରଞ୍ଜନ ସାହୁ

ଅନୁଗୁଳ: ସ୍ଥାନୀୟ ଶଙ୍କର ସିନେମା ରୋଡ଼ ସ୍ଥିତ ରାଣୀ ସତୀ ମନ୍ଦିର ପ୍ରାଙ୍ଗଣରେ ବଜାର ଛକ ଶ୍ରୀ ଶ୍ରୀ ଲକ୍ଷ୍ମୀ ନାରାୟଣ ପୂଜା କମିଟିର ପ୍ରସ୍ତୁତି ବୈଠକ ଶୁକ୍ରବାର ଆୟୋଜିତ ହୋଇଛି। କମିଟିର ବରିଷ୍ଠ ସଦସ୍ୟ ସୁମିତ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

Continue Readingବଜାର ଛକ ଲକ୍ଷ୍ମୀ ନାରାୟଣ ପୂଜା କମିଟିର କର୍ମକର୍ତ୍ତା ଚୟନ, ପୁଣି ସଭାପତି ହେଲେ ସୁଧୀର ରଞ୍ଜନ ସାହୁ

ଶାଶୁ ବୋହୂ ସମ୍ମିଳନୀ ଆୟୋଜିତ: ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ନେଇ ସଚେତନତା

ଅନୁଗୁଳ: ଶାଶୁ- ବୋହୂଙ୍କ ମଧ୍ୟରେ ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଜଗନ୍ନାଥପୁର ଆୟୁଷ୍ମାନ୍ ଆରୋଗ୍ୟ ମନ୍ଦିର ଠାରେ ଆୟୋଜିତ ହୋଇଛି। ଏ ଅବସରରେ ଗର୍ଭାବସ୍ଥାର ଯତ୍ନ, ପ୍ରସବ ସମୟରେ ଦାୟିତ୍ଵ, ପ୍ରସବ ପରବର୍ତ୍ତୀ ଯତ୍ନ…

Continue Readingଶାଶୁ ବୋହୂ ସମ୍ମିଳନୀ ଆୟୋଜିତ: ପରିବାର ନିୟନ୍ତ୍ରଣ ସହ ସୁରକ୍ଷିତ ମାତୃତ୍ବ ନେଇ ସଚେତନତା

ବିଜେଡି ଛାତ୍ର ନେତା ସୌମ୍ୟରଞ୍ଜନ ନବୀନଙ୍କୁ ଭେଟିଲେ

ଅନୁଗୁଳ: ଭୁବନେଶ୍ୱର ଶଙ୍ଖ ଭବନ ଠାରେ ଶୁକ୍ରବାର ଆୟୋଜିତ ରାଜ୍ୟସ୍ତରୀୟ ଛାତ୍ର ବିଜେଡି ସମ୍ମିଳନୀରେ ଅନୁଗୁଳରୁ ଯୋଗଦାନ କରିଥିଲେ ବିଶିଷ୍ଟ ଛାତ୍ର ନେତା ତଥା ସମାଜସେବୀ ସୌମ୍ୟ ରଞ୍ଜନ ସାହୁ। ଏହି ସମ୍ମିଳନୀରେ ବିଜେଡି ଛାତ୍ର ସଂଗଠନ ର ଆଭିମୁଖ୍ୟ, ଲକ୍ଷ୍ୟ,…

Continue Readingବିଜେଡି ଛାତ୍ର ନେତା ସୌମ୍ୟରଞ୍ଜନ ନବୀନଙ୍କୁ ଭେଟିଲେ

ବଡ଼ଯୋରଡା ଶିଶୁ ମନ୍ଦିରରେ ଜାତୀୟ କ୍ରୀଡା ଦିବସ

ତାଳଚେର: ତାଳଚେର ବ୍ଲକ ସ୍ଥିତ ବଡ଼ଯୋରଡା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଗୌରଚନ୍ଦ୍ର ନନ୍ଦ, ଶାରୀରିକ ପ୍ରମୁଖ ଲଳିତ କୁମାର ବେହେରା ଓ ବିଶିଷ୍ଟ ଫୁଟବଲ ଖେଳାଳୀ…

Continue Readingବଡ଼ଯୋରଡା ଶିଶୁ ମନ୍ଦିରରେ ଜାତୀୟ କ୍ରୀଡା ଦିବସ

ଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏବିଭିପି ପକ୍ଷରୁ ବାପୁଜୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ଛେଣ୍ଡିପଦା: ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ନଗର ତରଫରୁ ବାପୁଜୀ ମହାବିଦ୍ୟାଳୟ କଲେଜ ସମ୍ମୁଖରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନ ହେଉ ବୋଲି ଏକ ବିକ୍ଷୋଭ ପ୍ରଦର୍ଶନ ଏବଂ ଦସ୍ତଖତ ଅଭିଯାନ କରିଛନ୍ତି। ବିକ୍ଷୋଭ…

Continue Readingଛାତ୍ର ସଂସଦ ନିର୍ବାଚନ କରିବା ପାଇଁ ଏବିଭିପି ପକ୍ଷରୁ ବାପୁଜୀ ମହାବିଦ୍ୟାଳୟ ସମ୍ମୁଖରେ ବିକ୍ଷୋଭ

ନାଲକୋର ବୃହତ ଶ୍ରମିକ ସଂଗଠନ ‘ନେସ୍’ର ୨୪ ତମ ପ୍ରତିଷ୍ଠା ଦିବସ: ସମୂହ ସ୍ବାର୍ଥକୁ ଗୁରୁତ୍ଵ ଦେବାକୁ ପରାମର୍ଶ

ଅନୁଗୁଳ: ନବରତ୍ନ କାରଖାନା ନାଲକୋର ବୃହତ ଶ୍ରମିକ ସଂଗଠନ ନେସ୍ ୨୪ ବର୍ଷରେ ପାଦ ଦେଇଛି। ନେସ୍ ସଭାପତି ନିର୍ମଳ କୁମାର୍ ସାମଲଙ୍କ ସଭାପତିତ୍ବରେ ଗୁରୁବାର ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭାରପ୍ରାପ୍ତ ନିର୍ବାହୀ ନିର୍ଦ୍ଦେଶକ ଏନ.ଏସ୍ ସୁବ୍ରମଣ୍ୟମ୍ ନରେଲା…

Continue Readingନାଲକୋର ବୃହତ ଶ୍ରମିକ ସଂଗଠନ ‘ନେସ୍’ର ୨୪ ତମ ପ୍ରତିଷ୍ଠା ଦିବସ: ସମୂହ ସ୍ବାର୍ଥକୁ ଗୁରୁତ୍ଵ ଦେବାକୁ ପରାମର୍ଶ