ସରକାରୀ ବେତନ ଦାବି: କାର୍ଯ୍ୟ ବନ୍ଦ ଆନ୍ଦୋଳନରେ ମାଲ୍ୟଗିରି ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ
ଅନୁଗୁଳ: ରାଜ୍ୟ ସଂଘର ଆହ୍ୱାନ କ୍ରମେ ସରକାରୀ ବେତନ ଦାବିରେ ଅନୁଗୁଳ ଜିଲ୍ଲା ପାଳଲହଡା ମାଲ୍ୟଗିରି ମହାବିଦ୍ୟାଳୟର ପରିଚାଳନା କମିଟି ଦ୍ଵାରା ନିଯୁକ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। ଅଧ୍ୟାପକ ମନୋଜ କୁମାର ବିଶ୍ୱାଳଙ୍କ କହିବାନୁଯାୟୀ, ୨୦୦୮ରୁ…