ଯୋଗାଣ ବିଭାଗର ଚଢ଼ଉ: ବେଆଇନ ଗଚ୍ଛିତ ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ
ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳ ନାକିଚି ବଜାର ଉପରେ ଆଜି ଯୋଗାଣ ବିଭାଗ ଚଢ଼ଉ କରି ବେଆଇନ ଭାବେ ଗଚ୍ଛିତ ଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ଆଜି ପୂର୍ବାହ୍ନରେ ଖବର ପାଇ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ହଣ୍ଡପା ଥାନା ଅଞ୍ଚଳ ନାକିଚି ବଜାର ଉପରେ ଆଜି ଯୋଗାଣ ବିଭାଗ ଚଢ଼ଉ କରି ବେଆଇନ ଭାବେ ଗଚ୍ଛିତ ଥିବା ଘରୋଇ ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ଆଜି ପୂର୍ବାହ୍ନରେ ଖବର ପାଇ…
ଅନୁଗୁଳ: ଅନୁଗୁଳ ଛେଳିଆପଡା ସ୍ଥିତ ସରଂକ୍ଷିତ ଆରକ୍ଷୀ କାର୍ଯ୍ୟାଳୟ ପରିସରରେ ଶୁକ୍ରବାର ସାମାଜିକ ଅନୁଷ୍ଠାନ "ଉତ୍କର୍ଷ ପରିବାର",ଓଡିଶା ପୋଲିସ ଓ ଜେଏସପି ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ବନ ମହୋତ୍ସବ ତଥା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଉତ୍କର୍ଷ ପରିବାରର ସଭାପତି ଭୀଷ୍ମ…
ପାଳଲହଡ଼ା : ଅନଗୁଳ ଜିଲ୍ଲା ପାଳଲହଡ଼ା ଉପଖଣ୍ଡର ବିଶିଷ୍ଟ ବ୍ୟବସାୟୀ ବାବାଜୀ ସାହୁଙ୍କ ଗୁରୁବାର ସନ୍ଧ୍ୟାରେ ପରଲୋକ ଘଟିଛି। ସେ ଦୀର୍ଘ ଦୁଇ ମାସ ଧରି ଗୁରୁତର ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ। ତାଙ୍କର…
ଅନୁଗୁଳ: ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ୍ ଅର୍ଗାନାଇଜେସନ୍ (ଏ.ଆଇ.ଡି.ଏସ୍.ଓ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଗୁରୁବାର ନିଟ୍-ୟୁଜି ଏବଂ ୟୁଜିସି ନେଟ୍ ପ୍ରବେଶିକା ପରୀକ୍ଷାରେ ଘଟିଥିବା ମହାଦୁର୍ନୀତିର ପ୍ରତିବାଦରେ ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ସମ୍ମୁଖରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୁଶପୁତ୍ତଳିକା…
ଅନୁଗୁଳ: ଅନୁଗୁଳ ଆଦିତ୍ୟ ବାହିନୀ ଓ ଆନନ୍ଦ ବାହିନୀ ପକ୍ଷରୁ ଗୁରୁବାର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ବତୀ ମହାଭାଗଙ୍କ ୮୨ ତମ ପ୍ରାକଟ୍ଯ ଦିବସ ତଥା ଜନ୍ମ ମହୋତ୍ସବ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ପାଳିତ ହୋଇଯାଇଅଛି । ପୂର୍ବାହ୍ନରେ କାଶୀ ବିଶ୍ଵନାଥଙ୍କ…
ଅନୁଗୁଳ: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ବନ ମହୋତ୍ସବ ଅବସରରେ ଏନ୍ଏସଏସ ଆନୁକୁଲ୍ୟରେ ଆୟୋଜିତ ସମାରୋହକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଥିଲେ। ସେ କିଛି ଗଛ ଲଗାଇ ପାଣି ଦେଇଥିଲେ। ଏ ଅବସରରେ ମୁଖ୍ୟ ଅତିଥି…
ଅନୁଗୁଳ: ଅନୁଗୁଳ ଓକିଲ ସଂଘର ସଭ୍ୟ ତଥା ବରିଷ୍ଠ ଆଇନଜୀବୀ ପ୍ରଦୀପ୍ତ କୁମାର ସାହୁଙ୍କ ବିୟୋଗରେ ଶୋକ ସଭା ଆୟୋଜିତ ହୋଇଛି। ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଗୁଳ ଜିଲ୍ଲା ଜଜ କୋର୍ଟ ଚାମ୍ବରରେ ଆୟୋଜିତ ଶୋକ…
ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ହେବାକୁ ଦୁଇ ମାସରୁ ଅଧିକ ସମୟ ବାକି ଅଛି। ଚଳିତ ବର୍ଷ କାରିଗରପଡା ଯୁବକ ସଂଘ ଗଣେଶ ପୂଜା କମିଟି ତାର ରୋପ୍ୟ ଜୟନ୍ତୀ ପାଳନ କରିବାକୁ ଯାଉଛି। ଏହି ଅବସରରେ ଆଜି ସ୍ଥାନୀୟ…
ଅନୁଗୁଳ: ଘରୋଇ ଟେଲିକମ୍ କମ୍ପାନୀ ପକ୍ଷରୁ ଜୁଲାଇ ୩ ରୁ ବର୍ଦ୍ଧିତ ମୋବାଇଲ୍ ରିଚାର୍ଜ ଓ ଡାଟାପ୍ୟାକ୍ କାର୍ଯ୍ୟକାରୀ କରିବାକୁ ଘୋଷଣା କରାଯାଇଛି। ଏହାକୁ ବିରୋଧ କରି ଡି.ଓ୍ବାଇ.ଓ. ପକ୍ଷରୁ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ କରାଯାଉଛି। ମଙ୍ଗଳବାର ପୂର୍ବାହ୍ନରେ ସଂଗଠନ ପକ୍ଷରୁ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଧିର ସଂଘର ସାଧାରଣ ସଭା ଓ ଆଗାମୀ ୪ ବର୍ଷ ପାଇଁ କାର୍ଯ୍ୟକାରୀ କମିଟିର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ସଂଘର ସଭାପତି ଭାବେ ପର୍ଶୁରାମ ଦାଶ, ସମ୍ପାଦକ ଭାବେ ବିଶ୍ୱଜିତ୍ ହୋତା ନିର୍ବାଚିତ…