ଏସ୍ଏନ୍କେ ରୟାଲ ପକ୍ଷରୁ ରଜ ଅଫର, କିଣାକିଣି କଲେ ମିଳୁଛି ୩ ହଜାର ଟଙ୍କାର ଫ୍ରି ସପିଙ୍ଗର ସୁବିଧା
ଅନୁଗୁଳ: ଅନୁଗୁଳ ଓ ତାଳଚେରର ପ୍ରସିଦ୍ଧ ଗାର୍ମେଣ୍ଟସ୍ ବିକ୍ରେତା ଏସ୍ଏନ୍କେ ରୟାଲ ପକ୍ଷରୁ ରଜ ଅଫର ଘୋଷଣା କରାଯାଇଛି। ଏହି ଅଫର ମୁତାବକ ରଜ ପର୍ବ ପାଇଁ ୧୫ ହଜାର ଟଙ୍କାର ପୋଷାକ ବା ଶାଢ଼ି ଆଦି କିଣିଲେ ୩ ହଜାର…
