ଅନୁଗୁଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ ଆୟୋଜିତ, କଲେଜ ସ୍ତରରେ ଦଳକୁ ସୁଦୃଢ କରିବା ଉପରେ ଗୁରୁତ୍ୱ

ଅନୁଗୁଳ: ଅନୁଗୁଳ ସହର ଉପକଣ୍ଠରେ ଜିଲ୍ଲା ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ବିଜୁ ଛାତ୍ର ଜନତା ଦଳ ଛାତ୍ରଛାତ୍ରୀଙ୍କ ପାଇଁ ବିଗତ ଦିନରେ ଯେଉଁ ଜନ ମଙ୍ଗଳକାରୀ କାର୍ଯ୍ୟକ୍ରମ କରିଛି, ତାହା…

Continue Readingଅନୁଗୁଳ ଜିଲ୍ଲା ବିଜୁ ଛାତ୍ର ଜନତା ଦଳର ସାଙ୍ଗଠନିକ ବୈଠକ ଆୟୋଜିତ, କଲେଜ ସ୍ତରରେ ଦଳକୁ ସୁଦୃଢ କରିବା ଉପରେ ଗୁରୁତ୍ୱ

ସ୍ୱାଧୀନତା ଦିବସ ପାଇଁ ଅନୁଗୁଳର ଏସ୍‌ଏନ୍‌କେ ରୟାଲର ଧମାକାଦାର ଅଫର: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି

ଅନୁଗୁଳ: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି ଦେଉଛି ଅନୁଗୁଳର ଅଗ୍ରଣୀ ବ୍ୟବସାୟ ସଂସ୍ଥା ଏସ୍‌ଏନ୍‌କେ ରୟାଲ। ସ୍ୱାଧୀନତା ଦିବସ ପାଇଁ ମନଲୋଭା ଅଫର ଆଣିଛି ଏହି ଦୋକାନ। ଏଥରକ ଏସ୍‌ଏନ୍‌କେ ରୟାଲ ଅଗଷ୍ଟ ୧୫ରେ ବ୍ରାଣ୍ଡେଡ୍‌ ପୋଷାକ…

Continue Readingସ୍ୱାଧୀନତା ଦିବସ ପାଇଁ ଅନୁଗୁଳର ଏସ୍‌ଏନ୍‌କେ ରୟାଲର ଧମାକାଦାର ଅଫର: ବ୍ରାଣ୍ଡେଡ ପୋଷାକରେ ୫୦% ଓ ଶାଢି଼ରେ ୬୦% ରିହାତି

ଗଣେଶ ପୂଜାରେ ପ୍ରଦର୍ଶିତ ହେବ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କାନ୍ଦେନା ଲୁହ ସରିଯିବ’

ଅନୁଗୁଳ: ଗଣେଶ ପୂଜା ଉପଲକ୍ଷେ ଅନୁଗୁଳ ଜିଲ୍ଲା ସ୍ଥାନୀୟ ହୁଲୁରିସିଂହା ଠାରେ ଆୟୋଜିତ ହେବ 'କାନ୍ଦେନା ଲୁହ ସରିଯିବ'। ହୁଲୁରିସିଂହା ଆଲମ କ୍ଲବ ଦ୍ୱାରା ଆୟୋଜିତ ହସ କାନ୍ଦ କୋହ ଭରା ଏହି ଅନୁସନ୍ଧାନ ସାମାଜିକ ନାଟକ ସେପ୍ଟେମ୍ବର ୮ ତାରିଖ…

Continue Readingଗଣେଶ ପୂଜାରେ ପ୍ରଦର୍ଶିତ ହେବ ଶ୍ରୀକାନ୍ତ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ‘କାନ୍ଦେନା ଲୁହ ସରିଯିବ’

ତୃତୀୟଲିଙ୍ଗୀ ମାନଙ୍କ ପାଇଁ ଏସ୍‌ସିବି ଓ ଏମ୍‌ସରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

ଅନୁଗୁଳ: ତୃତୀୟଲିଙ୍ଗୀ ମାନେ ଡାକ୍ତରଖାନାକୁ ଆସିଲେ କେଉଁ ୱାର୍ଡରେ ରହିବେ ସେ ନେଇ ନାନା ସମସ୍ୟା ସୃଷ୍ଟି ହେଉଛି ସେମାନେ କେତେବେଳେ ପୁରୁଷ ୱାର୍ଡରେ ତ କେତେବେଳେ ମହିଳା ୱାର୍ଡ ରଖାଯାଉଛି। କିନ୍ତୁ ଏଥିରେ ତୃତୀୟଲିଙ୍ଗୀ ମାନେ ଅସହଜ ଅନୁଭବ କରୁଛନ୍ତି।…

Continue Readingତୃତୀୟଲିଙ୍ଗୀ ମାନଙ୍କ ପାଇଁ ଏସ୍‌ସିବି ଓ ଏମ୍‌ସରେ ଖୋଲିବ ସ୍ୱତନ୍ତ୍ର ୱାର୍ଡ

ରୋଟାରୀ ପବ୍ଲିକ ସ୍କୁଲରେ ଛାତ୍ର ନେତାଙ୍କ ଅଭିଷେକ ଉତ୍ସବ ଆୟୋଜିତ

ଅନୁଗୁଳ : ରୋଟାରୀ ପବ୍ଲିକ ସ୍କୁଲରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ମନୋନୀତ ଛାତ୍ର ନେତାଙ୍କର ଅଭିଷେକ ଉତ୍ସବ ଆଜି ବିଦ୍ୟାଳୟ ପରିସରରେ ଆୟୋଜିତ ହୋଇଛି। ଉତ୍ସବରେ କଳାହାଣ୍ଡିର ନର୍ଲା ଜବାହର ନବୋଦୟ ବିଦ୍ୟାଳୟର ପ୍ରାକ୍ତନ ଉପାଧ୍ୟକ୍ଷ ଜଗଦାନନ୍ଦ ଜେନା ମୁଖ୍ୟ ଅତିଥି…

Continue Readingରୋଟାରୀ ପବ୍ଲିକ ସ୍କୁଲରେ ଛାତ୍ର ନେତାଙ୍କ ଅଭିଷେକ ଉତ୍ସବ ଆୟୋଜିତ

ଲିମ୍ଫାଟିକ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କର୍ମଶାଳା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ ନିରାକରଣ ପାଇଁ ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଅଗଷ୍ଟ ୧୦ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ସାମୁହିକ ଔଷଧ ସେବନ କାର୍ଯ୍ୟକ୍ରମ ରହିଛି। ଏ ସଂକ୍ରାନ୍ତରେ ଏକ କର୍ମଶାଳା…

Continue Readingଲିମ୍ଫାଟିକ ଫାଇଲେରିଆ ନିରାକରଣ ନିମନ୍ତେ ସାମୁହିକ ଔଷଧ ସେବନ କର୍ମଶାଳା

ଲ୍ୟାପଟପର ବ୍ୟବହାର ଓ ଯତ୍ନ ସମ୍ପର୍କିତ ତାଲିମ ନେଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଅନ୍ତର୍ନିବେଶୀ ଶିକ୍ଷା ସାଧନ କେନ୍ଦ୍ର ଠାରେ ଭାରତ ସରକାରଙ୍କ ଷ୍ଟାର୍ସ (STARS) ପ୍ରକଳ୍ପ ଅନ୍ତର୍ଗତ ପ୍ରଦତ୍ତ ଲ୍ଯାପଟପ ଗୁଡିକର ବ୍ୟବହାର ଓ ଯତ୍ନ ସମ୍ପର୍କିତ ଦୃଷ୍ଟିବାଧିତ ଛାତ୍ରଛାତ୍ରୀଙ୍କ ତିନି ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।…

Continue Readingଲ୍ୟାପଟପର ବ୍ୟବହାର ଓ ଯତ୍ନ ସମ୍ପର୍କିତ ତାଲିମ ନେଲେ ଦୃଷ୍ଟିବାଧିତ ଛାତ୍ରଛାତ୍ରୀ

ଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ କାଉଡ଼ିଆଙ୍କୁ ପ୍ରସାଦ ବଣ୍ଟନ

ଅନୁଗୁଳ: ସୋମବାର ଦିନ ସ୍ଥାନୀୟ ଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ ୯ ନମ୍ୱର ୱାର୍ଡ ଏଚ୍‌ବି କ୍ଳବ୍‌ ବଣୀଆ ବାହାଳ ଠାରେ ଶିବ ମନ୍ଦିରକୁ ପାଣି ଢାଳିବା ପାଇଁ ଯାଉଥିବା ବୋଲବମ୍‌ କାଉଡ଼ିଆ ଭକ୍ତ ମାନଙ୍କୁ ଆତିଥ୍ୟ ପ୍ରଦାନ କରିଥିଲେ। ବର୍ତ୍ତନ…

Continue Readingଚକାଡୋଳା ବର୍ତ୍ତନ ଭଣ୍ଡାର ପକ୍ଷରୁ କାଉଡ଼ିଆଙ୍କୁ ପ୍ରସାଦ ବଣ୍ଟନ

ବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

ଅନୁଗୁଳ: ବଅଁରପାଳ ସାମ୍ବାଦିକ ସଂଘ ତରଫରୁ ପଞ୍ଚ ଶ୍ରୀକ୍ଷେତ୍ର ଜଗନ୍ନାଥ ଧାମ ପରିସରରେ ବରିଷ୍ଠ ସାମ୍ବାଦିକ ଅଖିଳ କୁମାର ମହାପାତ୍ରଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ ହୋଇଛି। ପ୍ରଥମେ ସଂଘର ପୂର୍ବତନ ସଭାପତି ସ୍ବର୍ଗତ ରାଜେଶ କୁମାର ନାୟକଙ୍କ ଅକାଳ ବିୟୋଗରେ ତାଙ୍କର…

Continue Readingବଅଁରପାଳ ସାମ୍ବାଦିକ ସଂଘର ନୂତନ କର୍ମକର୍ତ୍ତା ଚୟନ, ନୂଆ ସଭାପତି ହେଲେ ଅଖିଳ କୁମାର ମହାପାତ୍ର

କିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ନୁଁନୁକାପଶି ପଞ୍ଚାୟତ ସଭା ଗୃହ ପରିସରରେ ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଅନୁଷ୍ଠିତ ହୋଇଛି। ସରପଞ୍ଚ ଦୀପ୍ତିମୟୀ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ଗ୍ରାମସଭାରେ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା…

Continue Readingକିଶୋରନଗର ବ୍ଲକ ପ୍ରଶାସନ ପକ୍ଷରୁ ସାମାଜିକ ସମୀକ୍ଷା ଗ୍ରାମ ସଭା ଆୟୋଜିତ