ସେବା କାର୍ଯ୍ୟ ନିମନ୍ତେ ଛାତ୍ର ବିଶ୍ୱଜିତ ମହାନ୍ତି ସମ୍ବର୍ଦ୍ଧିତ, ରଥ ଚକ ପାଖରୁ ଜଣେ ମହିଳାଙ୍କୁ କରିଥିଲେ ଉଦ୍ଧାର
ତାଳଚେର: ଆଜି କାରଗିଲ ବିଜୟ ଦିବସ ପାଳନ ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ତାଳଚେର ଥର୍ମାଲ ଡିଏଭି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ସୂଚନା ମୁତାବକ, ବିଶ୍ୱଜିତ ତାଳଚେରସ୍ଥିତ ଶାରୀରିକ…



