‘ଆମାଜନ୍‌ ପ୍ରାଇମ୍‌ ଡେ’ ସେଲ୍‌’ ଆରମ୍ଭ : ଶସ୍ତାରେ କିଣନ୍ତୁ ସ୍ମାର୍ଟଫୋନ୍‌, ସ୍ମାର୍ଟ ଟିଭି, ସ୍ମାର୍ଟ ୱାଚ୍‌ ଓ ଲାପ୍‌ଟପ୍‌

ମୁମ୍ବାଇ: ଆମାଜନ୍‌ରେ ଆରମ୍ଭ ହୋଇଛି ‘ପ୍ରାଇମ୍‌ ଡେ’ ସେଲ୍‌’। ନୂଆ ସ୍ମାର୍ଟ ଫୋନ୍‌ କିମ୍ବା ସ୍ମାର୍ଟ ଟିଭି କିଣିବାକୁ ଇଛୁକ ଗ୍ରାହକ ଏହି ସେଲ୍‌ର ଲାଭ ଉଠାଇ ପାରିବେ। ଆମାଜନରେ ସ୍ମାର୍ଟ ଫୋନ୍‌, ସ୍ମାର୍ଟ ଟିଭିରୁ ନେଇ ଲାପ୍‌ଟପ୍‌ ଓ ଆହୁରି…

Continue Reading‘ଆମାଜନ୍‌ ପ୍ରାଇମ୍‌ ଡେ’ ସେଲ୍‌’ ଆରମ୍ଭ : ଶସ୍ତାରେ କିଣନ୍ତୁ ସ୍ମାର୍ଟଫୋନ୍‌, ସ୍ମାର୍ଟ ଟିଭି, ସ୍ମାର୍ଟ ୱାଚ୍‌ ଓ ଲାପ୍‌ଟପ୍‌

ବଇଣ୍ଡାରେ ରେଳ ବୋର୍ଡର ବୈଠକ, ଷ୍ଟେସନର ଉନ୍ନତିକରଣ ଓ ଏକ୍ସପ୍ରେସ ରହଣି ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବଇଣ୍ଡା ରେଳ ଷ୍ଟେସନ ଠାରେ ଶୁକ୍ରବାର ଦିନ ରେଳ ବୋର୍ଡ ପକ୍ଷରୁ ବାର୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ରେଳ ବିଭାଗର ଏପି ରାୟଗୁରୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ କମିଟିର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।…

Continue Readingବଇଣ୍ଡାରେ ରେଳ ବୋର୍ଡର ବୈଠକ, ଷ୍ଟେସନର ଉନ୍ନତିକରଣ ଓ ଏକ୍ସପ୍ରେସ ରହଣି ଦାବି

ହୁଲୁରୀସିଂହା ୭ ନମ୍ବର ୱାର୍ଡ ଗୋପୀନାଥ ଜିଉ କ୍ଲବର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଶିବାଶିଷ କର

ଅନୁଗୁଳ: ଆଜି ହୁଲୁରୀସିଂହା ୭ ନମ୍ବର ୱାର୍ଡ ଗୋପୀନାଥ ଜିଉ କ୍ଲବର ନୂତନ କର୍ମକର୍ତ୍ତା ଚୟନ ହୋଇଛି। କ୍ଲବର ସଭାପତି ଭାବେ ଶିବାଶିଷ କର, ସମ୍ପାଦକ ଭାବେ ସତ୍ୟବ୍ରତ କର୍ଣ୍ଣ, ଉପସଭାପତି ଭାବେ ରାକେଶ ଜେନା, ସହ ସମ୍ପାଦକ ଭାବେ ରାହୁଲ…

Continue Readingହୁଲୁରୀସିଂହା ୭ ନମ୍ବର ୱାର୍ଡ ଗୋପୀନାଥ ଜିଉ କ୍ଲବର ନୂତନ କର୍ମକର୍ତ୍ତା ଚୟନ, ସଭାପତି ହେଲେ ଶିବାଶିଷ କର

ପରା ଗ୍ରାମରେ ନୂତନ ମହିମା ମଠ ‘ଗୁରୁସ୍ୱାମୀ ମହିମା ମଠ’ ସ୍ଥାପିତ

ଅନୁଗୁଳ: ଛେଣ୍ଡିପଦା ବ୍ଲକ ସୀମାନ୍ତ ବୁଢ଼ାପାଳ ନିକଟସ୍ଥ ପରା ଗ୍ରାମରେ ଏକ ଅଲେଖ ମହିମା ଧର୍ମର ମଠ ସ୍ଥାପନ କରାଯାଇଛି। ବ୍ରହ୍ମର୍ଷି ଶ୍ରୀମତ୍ ବାବା ପ୍ରଭାକର ଦାସଙ୍କ ଆଦର୍ଶ ଓ ନୀତିନିୟମକୁ ପାଥେୟ କରି ପୋଲିସ ଅଧିକାରୀ ତପନ କୁମାର ନାୟକ…

Continue Readingପରା ଗ୍ରାମରେ ନୂତନ ମହିମା ମଠ ‘ଗୁରୁସ୍ୱାମୀ ମହିମା ମଠ’ ସ୍ଥାପିତ

ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ ପଲସର NS 400Z

ଅନୁଗୁଳ: ଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ ପଲସର NS 400Z। ଏହି ପଲସର NS 400Z ର ମୁଖ୍ୟ ବୈଶିଷ୍ଟ ଗୁଡ଼ିକ ହେଲା ମସକୁଳାର ଷ୍ଟ୍ରିଟ ଫାଇଟର ଡିଜାଇନ ସହ 40 PS ଶକ୍ତି କାର୍ଯ୍ୟଦକ୍ଷତା ରହିଛି। ଏହା ସହ…

Continue Readingଅନୁଗୁଳରେ ବଜାର ପ୍ରବେଶ କଲା ବଜାଜ ପଲସର NS 400Z

ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ତାଳଚେର: ତାଳଚେରସ୍ଥିତ ପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜ୍ ରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବା ନେଇ ସରକାରୀ ମେଡିକାଲ୍ କଲେଜ୍ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ଏବଂ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର…

Continue Readingପବିତ୍ର ମୋହନ ପ୍ରଧାନ ମେଡିକାଲ୍ କଲେଜରେ ଚଳିତ ବର୍ଷ ଠାରୁ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀରେ ରକ୍ତଦାନ ଶିବିର, ୪୯ ୟୁନିଟ ରକ୍ତ ସଂଗୃହୀତ

ଅନୁଗୁଳ: ଦିବ୍ୟଦର୍ଶନ ସଂଘ ପକ୍ଷରୁ ସଂଘର ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀ ବେଶ ଧୁମଧାମରେ ପାଳିତ ହୋଇଛି। ଏ ଅବସରରେ ସ୍ଥାନୀୟ ଦିବ୍ୟଦର୍ଶନ ଶିଶୁ ମନ୍ଦିରରେ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶିବିରରେ ମୋଟ…

Continue Readingଦିବ୍ୟଦର୍ଶନ ସଂଘ ପ୍ରତିଷ୍ଠାତା ସଦଗୁରୁ ଶ୍ରୀ ଶ୍ରୀ ଅର୍ଜୁନଙ୍କ ୯୨ ତମ ଜୟନ୍ତୀରେ ରକ୍ତଦାନ ଶିବିର, ୪୯ ୟୁନିଟ ରକ୍ତ ସଂଗୃହୀତ

ବିଜୁ ଜନତା ଦଳ ପକ୍ଷରୁ ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରପୁତ୍ର, ପୂର୍ବତନ ମନ୍ତ୍ରୀ, ସମବାୟବିତ ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀ ଦିବସ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି। ଏ ଅବସରରେ ଅମର ଆତ୍ମାର ସଦ୍ଗତି…

Continue Readingବିଜୁ ଜନତା ଦଳ ପକ୍ଷରୁ ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀ ପାଳିତ

୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିଲ୍ଲାର ୬୬୨ ବର୍ଗ କଲେଜ ସଂଘ ତରଫରୁ ବିଭିନ୍ନ ସମୟରେ ଅବସର ଗ୍ରହଣ କରିଥିବା ଅଧ୍ୟକ୍ଷ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନଙ୍କ ପାଇଁ ଏକ ବିଦୟ କାଳିନ ସମ୍ବର୍ଦ୍ଧନା…

Continue Reading୬୬୨ ବର୍ଗ ଅଧ୍ୟାପକ ଓ କର୍ମଚାରୀ ସଂଘ ତରଫରୁ ଅବସର କାଳିନ ସମ୍ବର୍ଦ୍ଧନା

ପ୍ରୟାସ ଫାଉଣ୍ଡେସନର ନିଆରା ପ୍ରୟାସ: ଶ୍ରୀରାମ ବେଦ ପାଠଶାଳାର ୧୧ ଜଣଙ୍କର୍ କରାଇଲା ବ୍ରତୋପନୟନ

ଅନୁଗୁଳ: ପ୍ରୟାସ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ବନ୍ତଳା ସ୍ଥିତ ଶ୍ରୀରାମ ମନ୍ଦିରର ଶ୍ରୀରାମଚନ୍ଦ୍ର ବେଦ ପାଠଶାଳାରେ ଅଧ୍ୟାୟନରତ ୧୧ ଜଣ ବିଦ୍ୟାର୍ଥୀଙ୍କ ସାମୂହିକ ବ୍ରତୋପନୟନ କରାଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ତଥା ଜଗନ୍ନାଥ ମନ୍ଦିର ପରିଚାଳନା ସମିତିର ଉପ ସଭାପତି ପରମାନନ୍ଦ…

Continue Readingପ୍ରୟାସ ଫାଉଣ୍ଡେସନର ନିଆରା ପ୍ରୟାସ: ଶ୍ରୀରାମ ବେଦ ପାଠଶାଳାର ୧୧ ଜଣଙ୍କର୍ କରାଇଲା ବ୍ରତୋପନୟନ