ଶିକ୍ଷା ସପ୍ତାହରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମା’ ପାଇଁ ଗଛ ଟିଏ
ଅନୁଗୁଳ: ଜିଲ୍ଲା ଶିକ୍ଷା ବିଭାଗ ଆନୁକୂଲ୍ୟରେ ପ୍ରତ୍ୟେକ ସ୍କୁଲ ଗୁଡିକରେ ଶିକ୍ଷା ସପ୍ତାହ ପାଳନ ଅବସରରେ ମା' ପାଇଁ ଗଛ ଟିଏ କାର୍ଯ୍ୟକ୍ରମ ଆୟୋଜିତ ହେଉଛି। ଏ ଅବସରରେ ସ୍ଥାନୀୟ ଏନ୍.ଏ.ସି ହାଇସ୍କୁଲରେ ଡିଇଓ ସୁସ୍ମିତା ସାହୁଙ୍କ ତତ୍ତ୍ଵାବଧାନରେ ସ୍କୁଲ ପରିସରରେ…



