‘ଗେଟ୍’ ପରୀକ୍ଷାରେ ରୀମାରାଣୀଙ୍କ ସଫଳତା

ଅନୁଗୁଳ: ତାଳଚେରର ରୀମାରାଣୀ ସାହୁ ‘ଗେଟ୍’ ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୯ ନମ୍ବର ସ୍ଥାନ ହାସଲ କରି ତାଳଚେର ପାଇଁ ଗୌରବ ଆଣିଛନ୍ତି । ରୀମାରାଣୀ ବିପିୟୁଟି ଅଧିନସ୍ଥ ଭୁବନେଶ୍ୱର ସ୍ଥିତ କଲେଜ ଅଫ୍‌ ଇଞ୍ଜିନିୟରିଂରେ ଆର୍କିଟେକଚର ବିଭାଗରେ ପଢୁଥିଲେ। ଚଳିତ…

Continue Reading‘ଗେଟ୍’ ପରୀକ୍ଷାରେ ରୀମାରାଣୀଙ୍କ ସଫଳତା

ବନ୍ତଳା କଲେଜର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନଙ୍କ ପରଲୋକ

ଅନୁଗୁଳ: ବନ୍ତଳା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ତଥା ଅନୁଗୁଳ ପଞ୍ଚାୟତ ସମିତିର ପ୍ରାକ୍ତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନ(୭୨)ଙ୍କର ଗୁରୁବାର ରାତିରେ ପରଲୋକ ଘଟିଛି । ଅସୁସ୍ଥ ଥିବାରୁ ଦୁଇ ଦିନ ତଳେ ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ…

Continue Readingବନ୍ତଳା କଲେଜର ପୂର୍ବତନ ଅଧ୍ୟକ୍ଷ ବଂଶୀଧର ପ୍ରଧାନଙ୍କ ପରଲୋକ

ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବେଶ ସମ୍ବର୍ଦ୍ଧିତ

ଅନୁଗୁଳ: ୧୭ ବର୍ଷରୁ କମ୍ ଅନ୍ତର୍ଜାତୀୟ ଫୁଟବଲ୍‌ରେ ସ୍ବର୍ଣ୍ଣପଦକ ଲାଭ କରିଥିବା ପାଳଲହଡ଼ା ସାମିଆଁପାଲିର ଭବେଶ କୁମାର ସାହୁଙ୍କୁ ରବିବାର ସ୍ଥାନୀୟ ପଞ୍ଚାୟତ ଭବନଠାରେ ସମ୍ବର୍ଦ୍ଧିତ କରାଯାଇଛି। ପାଳଲହଡ଼ା ବିଧାୟକ ମୁକେଶ ପାଳ ତାଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଉତ୍ତରୋତ୍ତର…

Continue Readingଅନ୍ତର୍ଜାତୀୟ ଫୁଟବଲ ଖେଳାଳି ଭବେଶ ସମ୍ବର୍ଦ୍ଧିତ

ରକ୍ତଦାତା ରମଣୀ ରଞ୍ଜନଙ୍କ ସାହସକୁ ସାଲ୍ୟୁଟ

ଅନୁଗୁଳ: ରମଣୀ ରଞ୍ଜନ ଗଡନାୟକ। ଜିଲ୍ଲାରେ ରକ୍ତଦାନ କ୍ଷେତ୍ରରେ ଏକ ପରିଚିତ ନାମ। ରକ୍ତଦାତା, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀ ଏବଂ ରୋଗୀଙ୍କ ସମ୍ପର୍କୀୟଙ୍କ ମଧ୍ୟରେ ଚିହ୍ନାମୁହଁଟିଏ। ଅନୁଗୁଳ ରକ୍ତ ଭଣ୍ଡାରର ଜଣେ ସଚ୍ଚୋଟ, କର୍ମଠ ଆଉ ନିଷ୍ଠାବାନ୍ କର୍ମଚାରୀ । ଖାଲି…

Continue Readingରକ୍ତଦାତା ରମଣୀ ରଞ୍ଜନଙ୍କ ସାହସକୁ ସାଲ୍ୟୁଟ

ଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଅନୁଗୁଳ: ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଅନୁଗୁଳ ଜିଲ୍ଲା ଶାଖାର ପ୍ରଥମ ଜିଲ୍ଲା ସଂପାଦକ ପ୍ରହ୍ଲାଦ ଭୂତିଆଙ୍କର ବୁଧବାର ସନ୍ଧ୍ୟାରେ ତାଙ୍କ ରାଜକିଶୋରପଡା ସ୍ଥିତ ବାସଭବନରେ ୬୫ବର୍ଷରେ ପରଲୋକ ଘଟିଅଛି । ଶ୍ରୀ ଭୂତିଆ ୧୯୮୨ ମସିହାରୁ ୨୦୦୬…

Continue Readingଅବସରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ପରଲୋକ

ଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ତାଳଚେର: ଦିଲ୍ଲୀର ଗ୍ରେଟର ନୋଏଡାରେ କ୍ରାଉନ୍‌ ପ୍ଲାଜାଠାରେ ଏମ୍‌ଆଇକ୍ୟୁଏଚ୍‌ ଦ୍ବାରା ଆୟୋଜିତ ମିସ୍ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫେସନ୍‌ ସୋ-୨୦୨୦ରେ ତାଳଚେର ଝିଅ ଶୁଭାଲିନ୍‌ ସାହୁ ସର୍ବଭାରତୀୟ ସ୍ତରରେ ଦ୍ବିତୀୟ ସ୍ଥାନ ଅଧିକାର କରିଛନ୍ତି। ଗତ ୨୧ରୁ ଡିସେମ୍ବର…

Continue Readingଦିଲ୍ଲୀର ମିସ୍‌ ଏଣ୍ତ ମିସେସ୍‌ କ୍ବିନ୍‌ ଅଫ୍‌ ହାର୍ଟସ୍‌ ଫ୍ୟାସନ୍‌ ସୋ-୨୦୨୦ର ପୁରସ୍କୃତ ହେଲେ ତାଳଚେର ଝିଅ ଶୁଭାଲିନ୍‌

ଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞ: ନରସି˚ହ

ଅନୁଗୁଳ: ବଦଳି ଆଦେଶ ପରେ ତାଳଚେର ଉତ୍ତର କେନ୍ଦ୍ରାଞ୍ଚଳ ପୁଲିସ୍ ଆଇଜି ନରସି˚ହ ଭୋଳ ଶୁକ୍ରବାର ସମ୍ବଲପୁର ଉତ୍ତରାଞ୍ଚଳ ଆଇଜି ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ଉତ୍ତର କେନ୍ଦ୍ରାଞ୍ଚଳରେ ଅବସ୍ଥାପିତ ହୋଇ ଅନୁଗୁଳ, ଢେଙ୍କାନାଳ ଓ ଦେବଗଡ଼ ଜିଲ୍ଲାବାସୀଙ୍କଠାରୁ ଅକୁଣ୍ଠ ସାହାଯ୍ୟ,…

Continue Readingଅକୁଣ୍ଠ ସହଯୋଗ ପାଇଁ କୃତଜ୍ଞ: ନରସି˚ହ

ଡାକ୍ତର ନବକିଶୋର ସାମନ୍ତଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ ଲଣ୍ତନ ପଢ଼ୁଆ ଡାକ୍ତର ନବକିଶୋର ସାମନ୍ତ ଆଉ ନାହାନ୍ତି। ରବିବାର ସନ୍ଧ୍ୟାରେ ଅନୁଗୁଳ ବିକାଶନଗରସ୍ଥିତ ବାସଭବନରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କୁ ୮୧ ବର୍ଷ ହୋଇଥିଲା। ଅନୁଗୁଳ ଜିଲ୍ଲାରେ ସର୍ଜରୀ ବିଭାଗରେ ପ୍ରଥମ ବ୍ୟକ୍ତି…

Continue Readingଡାକ୍ତର ନବକିଶୋର ସାମନ୍ତଙ୍କ ପରଲୋକ

ପରଲୋକରେ ବରିଷ୍ଠ କଳାକାର ସୁବାସ ବିଶ୍ୱାଳ

ଅନୁଗୁଳ : ଅନୁଗୁଳର ବରିଷ୍ଠ କଳାକାର ତଥା ଷ୍ଟେଟବ୍ୟାଙ୍କ ଅଫ ଇଣ୍ଡିଆର ପୂର୍ବତନ ପରିଚାଳକ ସୁବାସ ବିଶ୍ବାଳଙ୍କ ମଙ୍ଗଳବାର ଅନୁଗୁଳ ଡାକ୍ତରଖାନାରେ ପରଲୋକ ଘଟିଛି। ଜଣେ ମଞ୍ଚ କଳାକାର ରୂପେ ତାଙ୍କ ବେଶ ଖ୍ୟାତି ରହିଥିଲା। ନାଟ୍ୟମ ଏବଂ କଳାକାର ନାଟ୍ୟ…

Continue Readingପରଲୋକରେ ବରିଷ୍ଠ କଳାକାର ସୁବାସ ବିଶ୍ୱାଳ

କୋବି ବଗିଚାରେ ବିଧାୟକ

ଅନୁଗୁଳ: କଳ ଲଙ୍ଗଳରେ ବିଲରେ ଚାଷ କରି ଚର୍ଚ୍ଚାକୁ ଆସିଥିବା ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏଙ୍କୁ ଏବେ ଭିନ୍ନ ଅନ୍ଦାଜରେ ଦେଖିବାକୁ ମିଳିଛି। ଫୁରସତ ପାଇବା ମାତ୍ରେ ବାଡି ବଗିଚାରେ ସମୟ କାଟୁଛନ୍ତି। ବାଡ଼ିରେ ୧୫ ଶହରୁ ଅଧିକ କୋବି…

Continue Readingକୋବି ବଗିଚାରେ ବିଧାୟକ