କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେଲେ ଅଫ୍ ସ୍ପିନର ଆର ଅଶ୍ୱିନ
ନୂଆଦିଲ୍ଲୀ: କ୍ରିକେଟକୁ ଅଲବିଦା କହିଛନ୍ତି ଅଫ୍ ସ୍ପିନର ଆର ଅଶ୍ୱିନ। ସମସ୍ତ ଫର୍ମାଟରୁ ଘୋଷଣା କରିଛନ୍ତି ଅବସର। ବର୍ଡର-ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ଡ୍ର ହେବା ପରେ ଅଶ୍ବିନଙ୍କ ଏହି ଘୋଷଣା ସାମ୍ନାକୁ ଆସିଛି। ଏନେଇ ଭାରତୀୟ କ୍ରିକେଟ୍ ଟିମ୍ର ଅଧିନାୟକ…
