୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍
ଅନୁଗୁଳ: ୧୭ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ୍ ପ୍ରତିଯୋଗିତାର ଚତୁର୍ଥ ଦିବସରେ ନକ ଆଉଟ୍ ଭିତ୍ତିରେ ଖେଳ ହୋଇଥିଲା।ଏଥିରେ ବଲାଙ୍ଗୀର ଗଞ୍ଜାମକୁ,ମାଲକାନଗିରି ଢେ଼ଙ୍କାନାଳକୁ,ବଲାଙ୍ଗୀର କେଉଁଝରକୁ, ସୁନ୍ଦରଗଡ଼ ମାଲକାନଗିରିକୁ,ବରଗଡ଼ ମୟୂରଭଞ୍ଜକୁ ହରାଇଥିଲା। ସେହିଭଳି ଭୁବନେଶ୍ବର ଭଦ୍ରକକୁ,ବଲାଙ୍ଗୀର ଭୁବନେଶ୍ବରକୁ, ବଲାଙ୍ଗୀର ଗଞ୍ଜାମକୁ, ମାଲକାନଗିରି ଢେ଼ଙ୍କାନାଳକୁ,ବାଲେଶ୍ବର କେଉଁଝରକୁ,…
