ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଆୟୋଜିତ
ତାଳଚେର: ଅନୁଗୁଳ ଜିଲ୍ଲା ଗୁରୁଜାଙ୍ଗୁଲି ପଞ୍ଚାୟତ ପଡିଆଭଙ୍ଗା ଉଚ୍ଚ ବିଦ୍ୟାଳୟରେ ୪୩ ତମ ବାର୍ଷିକ କ୍ରୀଡ଼ା ଅନୁଷ୍ଠିତ ହୋଇଛି। ଏହି ଉତ୍ସବ ଦୁଇଦିନ ଧରି ମହାସମାରୋହରେ ପାଳିତ ହୋଇଛି। ଉଦଘାଟନୀ ଦିବସରେ ମୁଖ୍ୟ ଅତିଥି ଭାବେ ଗୁରୁଜାଙ୍ଗ ଉଚ୍ଚ ବିଦ୍ୟାଳୟର ପ୍ରଧାନ…



