ହେମସୁରପଡା କପ୍ ଫୁଟବଲ: କୁଚିଣ୍ଡା, କନ୍ଧମାଳକୁ ୩-୦ ଗୋଲରେ ହରାଇଲା
ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ଖେଳରେ କୁଚିଣ୍ଡା, କନ୍ଧମାଳ ଏକାଦଶ କୁ ୩-୦ ଗୋଲରେ ହରାଇଥିଲା। ଆଲୋକ ଦେହୁରୀଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳୀ ଭାବେ ପୁରସ୍କୃତ କରାଯାଇଥିଲା। ବିଜେଡି ଯୁବନେତା ଅରୁଣାଭ ସିଂହ,ତପନ ତ୍ରିପାଠୀ, ଶ୍ରମିକନେତା ଉପେନ୍ଦ୍ର ଶର୍ମା, କାଉନ୍ସିଲର…



