ଅନୁଗୁଳ କପ କ୍ରିକେଟ: ୟୁନିଅନ ସ୍ପୋର୍ଟିଂ ଓ ଏସିସି ବିଜୟୀ

ଅନୁଗୁଳ: ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଦ୍ଵିତୀୟ ଦିବସରେ ଦୁଇଟି ମ୍ୟାଚ ଖେଳାଯଇଥିଲା। ପ୍ରଥମ ମ୍ୟାଚ କଟକର ୟୁନିଅନ ସ୍ପୋର୍ଟିଂ ଓ।ଜାମସେଦପୁର ମଧ୍ୟରେ ହୋଇଥିଲା। ୟୁନିଅନ ସ୍ପୋର୍ଟିଂ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୨୧୩ ରନ୍ କରିଥିଲେ। ଏହାର ଜବାବରେ…

Continue Readingଅନୁଗୁଳ କପ କ୍ରିକେଟ: ୟୁନିଅନ ସ୍ପୋର୍ଟିଂ ଓ ଏସିସି ବିଜୟୀ

ପାନ୍ଥର୍ କ୍ରିକଫେଷ୍ଟ ୨୦୨୨: ୱାର୍ଡାନ୍ସଙ୍କୁ ଧୂଳି ଚଟାଇ ଟ୍ରଫି ହାତେଇଲା ଟିମ୍ ଡେୟାର ଡେଭିଲ୍

ଅନୁଗୁଳ: ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ପକ୍ଷରୁ ଆୟୋଜିତ ଆନ୍ତଃ-ବିଭାଗୀୟ ମେଗା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ବୁଧବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଫାଇନାଲ୍ ମ୍ୟାଚ୍ ସୁରକ୍ଷା ବିଭାଗର ଖେଳାଳିଙ୍କୁ ନେଇ ଗଠିତ ଟିମ୍ ଡେୟାରଡେଭିଲ୍…

Continue Readingପାନ୍ଥର୍ କ୍ରିକଫେଷ୍ଟ ୨୦୨୨: ୱାର୍ଡାନ୍ସଙ୍କୁ ଧୂଳି ଚଟାଇ ଟ୍ରଫି ହାତେଇଲା ଟିମ୍ ଡେୟାର ଡେଭିଲ୍

ଅନୁଗୁଳ କପ କ୍ରିକେଟ ଉଦଘାଟିତ: ପ୍ରଥମ ମ୍ୟାଚରେ ଓଡିଶା ପୋଷ୍ଟାଲ ବିଜୟୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କ୍ରିକେଟ ସଂଘର ରୌପ୍ୟ ଜୟନ୍ତୀ ଅବସରରେ ଅନୁଗୁଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଛି। ଆଜିର ଉଦଘାଟନୀ ମ୍ୟାଚ ଓଡିଶା ପୋଷ୍ଟାଲ ଓ ସୋଲାର ପାୱାର କ୍ଲବ କଟକ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ପୋଷ୍ଟାଲ ଦଳ ପ୍ରଥମେ…

Continue Readingଅନୁଗୁଳ କପ କ୍ରିକେଟ ଉଦଘାଟିତ: ପ୍ରଥମ ମ୍ୟାଚରେ ଓଡିଶା ପୋଷ୍ଟାଲ ବିଜୟୀ

ଜିନ୍ଦଲ ପାନ୍ଥର୍ କପ୍ ୨୦୨୨ : ଜେଏମ୍ଏସକୁ ହରାଇ ମହିଳା ବର୍ଗରେ ଡେୟାର ଡେଭିଲ୍ ଚାମ୍ପିୟନ୍

ଅନୁଗୁଳ : ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି) ର ଜିନ୍ଦଲ ଅଫିସର୍ସ କ୍ଲବ (ଜେଓସି) ଦ୍ୱାରା ଆୟୋଜିତ ଆନ୍ତଃ ବିଭାଗୀୟ ମହିଳା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ 'ଜିନ୍ଦଲ ପାନ୍ଥର୍ କପ୍ ୨୦୨୨' ରବିବାର ସନ୍ଧ୍ୟାରେ ଉଦଯାପିତ ହୋଇଛି। ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ…

Continue Readingଜିନ୍ଦଲ ପାନ୍ଥର୍ କପ୍ ୨୦୨୨ : ଜେଏମ୍ଏସକୁ ହରାଇ ମହିଳା ବର୍ଗରେ ଡେୟାର ଡେଭିଲ୍ ଚାମ୍ପିୟନ୍

ଏଡିସିଏ ରୌପ୍ୟ ଜୟନ୍ତୀ କ୍ରିକେଟ: ୮ଟି ଟିମ ୭ଟି ମ୍ୟାଚର ମୁକାବିଲା

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆରେ ଅନୁଗୁଳ କ୍ରିକେଟ ସଂଘ(ଏଡିସିଏ)ର ୨୫ ବର୍ଷ ପୁର୍ତ୍ତି ଉପଲକ୍ଷେ ଏକ ଜାତୀୟ ସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେଉଛି।ଆସନ୍ତା ୨୧ ତାରିଖ ଦିନ ୧୦:୩୦ ରୁ ଏହି ୨୦-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଶୁଭାରମ୍ଭ ହେବ। ୨୫…

Continue Readingଏଡିସିଏ ରୌପ୍ୟ ଜୟନ୍ତୀ କ୍ରିକେଟ: ୮ଟି ଟିମ ୭ଟି ମ୍ୟାଚର ମୁକାବିଲା

ଜିଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ଓ ଜିଲା ପ୍ରଶାସନ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଶନିବାର ସକାଳେ ଅନୁଷ୍ଠିତ ହୋଇଥିଲା। ଏହି ବନ୍ଧୁତ୍ୱ ପୂର୍ଣ୍ଣମ୍ୟାଚରେ ସାମ୍ବାଦିକ, ପ୍ରଶାସନ ଓ ସାଧାରଣ ଜନତା ଭରପୁର ମଜାଉଠାଇଥିଲେ। ୧୫ ଓଭରର ଏହି ମ୍ୟାଚରେ…

Continue Readingଜିଲା ପ୍ରଶାସନ ଓ ଜିଲ୍ଲା ସାମ୍ବାଦିକଙ୍କ ମଧ୍ୟରେ ବନ୍ଧୁତ୍ବପୂର୍ଣ୍ଣ କ୍ରିକେଟ ମ୍ୟାଚ

୨୮ ତମ ଆନ୍ତଃ ଜିଲ୍ଲା ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା ଆସନ୍ତା ୧୪ରୁ

ଅନୁଗୁଳ: ଆସନ୍ତା ୧୪ ତାରିଖରୁ ୧୭ ତାରିଖ ଯାଏ ଅନୁଗୁଳ ଟିଟି ଇଣ୍ଡୋର ହଲରେ ଆୟୋଜିତ ହେବ ୨୮ ତମ ରାଜ୍ୟ ସ୍ତରୀୟ ଆନ୍ତଃ ଜିଲ୍ଲା ଟେବୁଲ ଟେନିସ ପ୍ରତିଯୋଗୀତା। ଏହି ପ୍ରଗିଯୋଗୀତରେ ୧୧,୧୩,୧୫,୧୭ ଓ ୧୯ ବର୍ଷରୁ କମ ବର୍ଗରେ…

Continue Reading୨୮ ତମ ଆନ୍ତଃ ଜିଲ୍ଲା ରାଜ୍ୟ ସ୍ତରୀୟ ଟେବୁଲ ଟେନିସ ପ୍ରତିଯୋଗିତା ଆସନ୍ତା ୧୪ରୁ

ହେମସୁରପଡା କପ ଫୁଟବଲ: କୁଚିଣ୍ଡା ଝାରସୁଗୁଡାକୁ ହରାଇ ଚମ୍ପିୟାନ

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ରବିବାର ଅନୁଷ୍ଠିତ ଫାଇନାଲରେ କୁଚିଣ୍ଡା ଝାରସୁଗୁଡାକୁ ୧-୦ ଗୋଲରେ ହରାଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଏହି ସମାରୋହରେ ଅନୁଗୁଳ କ୍ରିକେଟ ଆସୋସିଏସନର ସଭାପତି ପ୍ରତାପ ପ୍ରଧାନ,ବିଜେପି ନେତା ଅଗସ୍ତି ବେହେରା, ସମାଜସେବୀ ଶଶାଙ୍କ…

Continue Readingହେମସୁରପଡା କପ ଫୁଟବଲ: କୁଚିଣ୍ଡା ଝାରସୁଗୁଡାକୁ ହରାଇ ଚମ୍ପିୟାନ

ହେମସୁରପଡା କପ ଫୁଟବଲ: ବଡମ୍ବାକୁ ହରାଇ ଝାରସୁଗୁଡା ଫାଇନାଲରେ

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ସେମିଫାଇନାଲ ମ୍ୟାଚରେ ଝାରସୁଗୁଡା ୪-୦ ଗୋଲରେ ବଡମ୍ବାକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଆଜିର ଖେଳକୁ ପରିଚାଳନା କରିଥିଲେ ସୁରେଶ ଦାସ। ବିଜେଡି ଯୁବନେତା ଦିନେଶ ପ୍ରଧାନ, ଟ୍ରକ ମାଲିକ ସଂଘ ସଭାପତି…

Continue Readingହେମସୁରପଡା କପ ଫୁଟବଲ: ବଡମ୍ବାକୁ ହରାଇ ଝାରସୁଗୁଡା ଫାଇନାଲରେ

ହେମସୁରପଡା କପ ଫୁଟବଲ: ଝାରସୁଗୁଡା ବିଜୟୀ

ଅନୁଗୁଳ: ହେମସୁରପଡା କପ ଫୁଟବଲ ଟୁର୍ଣ୍ଣାମେଣ୍ଟର ଆଜିର ମ୍ୟାଚରେ ଝାଡେଶ୍ୱର ଫୁଟବଲ କ୍ଲବ ଝାରସୁଗୁଡା ଆଇଏଫ୍‌ସି ରାଉରକେଲାକୁ ୨-୦ ଗୋଲ‌ରେ ପରାସ୍ତ କରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଝାରସୁଗୁଡା ଟିମର ବିଜୟ ଓରାମଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା। ଖେଳ…

Continue Readingହେମସୁରପଡା କପ ଫୁଟବଲ: ଝାରସୁଗୁଡା ବିଜୟୀ