ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମିଫାଇନାଲ, ୪-୦ ଗୋଲରେ ଝାରସୁଗୁଡ଼ା ବିଜୟୀ
ଅନୁଗୁଳ: ଓପି ଜିନ୍ଦଲ ଅନୁଗୁଳ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟର ପ୍ରଥମ ସେମି ଫାଇନା ମ୍ୟାଚ୍ ଆଠମଲ୍ଲିକ ଫୁଟବଲ କ୍ଲବ୍ ଏବଂ ଝାରସୁଗୁଡ଼ା ଫୁଟବଲ କ୍ଲବ୍ ମଧ୍ୟରେ ଗୁରୁବାର ଅନୁଷ୍ଠିତ ହୋଇଥିଲା। ଏହି ମ୍ୟାଚରେ ଝାରସୁଗୁଡ଼ା ଫୁଟବଲ କ୍ଲବ୍ ଦମଦାର ଖେଳ ପ୍ରଦର୍ଶନକରି…
