ଅନ୍ତର୍ଜାତୀୟ ତାଇକୋଣ୍ଡୋରେ ଭାଗନେବେ ଅନୁଗୁଳର ଶ୍ରେୟାଂଶ ସାହୁ
ଅନୁଗୁଳ: ଚଲିତ ମାସ ତା ୨୮ତାରିଖରୁ ଆସନ୍ତା ମାସ ୦୨.୦୨.୨୦୨୫ ରିଖ ପର୍ଯ୍ୟନ୍ତ ଅନ୍ତର୍ଜାତୀୟ ସ୍ତରୀୟ ତାଇକୋଣ୍ଡୋ ପ୍ରତିଯୋଗିତା ନେପାଳର ପୋଖରା ଠାରେ ଅନୁଷ୍ଠିତ ହେବାକୁ ଯାଉଅଛି। ଏହି ପ୍ରତିଯୋଗିତାରେ ଅଂଶ୍ରହଣ କରିବା ପାଇଁ ଅନୁଗୁଳ ଜିଲ୍ଲାର ହାତୀଶାଳପଡାର ବିଶ୍ବରଂଜନ ସାହୁ…
