ନିଃସ୍ୱାର୍ଥପର ସେବାର ଅନନ୍ୟ ଉଦାହରଣ: ଅସହାୟ ବୃଦ୍ଧଙ୍କ ଶବକୁ କାନ୍ଧ ଦେବାଠୁ ଦଶାହ ଯାଏଁ ନିଜ ଖର୍ଚ୍ଚରେ ସବୁ କାମ କଲେ ଗାଁ ଲୋକ
ଅନୁଗୁଳ: ବର୍ତ୍ତମାନ ଲୋକମାନେ ସ୍ୱାର୍ଥକୁ ଗୁରୁତ୍ୱ ଦେଉଥିବା ବେଳେ ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ହମାମିରା ଗ୍ରାମବାସୀ ନିଃସ୍ୱାର୍ଥପର ଭାବେ ଗାଁର ଜଣେ ଅସହାୟ ବୃଦ୍ଧଙ୍କ ଶେଷକୃତ୍ୟ କରିଛନ୍ତି। ଖାଲି ସେତିକି ନୁହେଁ, ଗ୍ରାମବାସୀ ଚାନ୍ଦା କରି ତାଙ୍କର ଦଶାହ ଓ…
