ୟୁ-ଟ୍ୟୁବ୍‌ ଯୋଗାଇଛି ନିଯୁକ୍ତି ଓ ରୋଜଗାର

ଅନୁଗୁଳ: ସାମାଜିକ ଗଣମାଧ୍ୟମର ୟୁ-ଟ୍ୟୁବ୍‌ ପ୍ଲାଟଫର୍ମ ଏବେ ଭାରତୀୟଙ୍କ ପାଇଁ ରୋଜଗାରର ପ୍ରମୁଖ ପନ୍ଥା ପାଲଟିଛି । ଘରେ ବସି ନୂଆ ନୂଆ ବିଷୟ, ପ୍ରସଙ୍ଗ ଓ ଘଟଣା ପ୍ରସ୍ତୁତ କରି ଭାରତୀୟ ଯୁବକ ଯୁବତୀ ବେଶ୍‌ ରୋଜଗାରକ୍ଷମ ହୋଇପାରୁଛନ୍ତି। ଅନେକ…

Continue Readingୟୁ-ଟ୍ୟୁବ୍‌ ଯୋଗାଇଛି ନିଯୁକ୍ତି ଓ ରୋଜଗାର

ବିପଦରେ ଗଜରାଜ: ବନ ବିଭାଗ ସୁରକ୍ଷା ଯୋଗାଇପାରୁନଥିବାରୁ ହାତୀଙ୍କୁ ମାରୁଛନ୍ତି ଲୋକେ

ଅନୁଗୁଳ: ଅନୁଗୁଳ ବନଖଣ୍ଡରେ ହାତୀପଲ ଏବେ ଗାଁ ମୁହାଁ, ଯାହାକୁ ନେଇ ବନ ବିଭାଗର ଚିନ୍ତା ବଢ଼ିଯାଇଛି। ଏହି ବନଖଣ୍ଡରେ ବନ୍ତଳା, ଅନୁଗୁଳ, ଛେଣ୍ଡିପଦା, କଣିହାଁ ଏବଂ ଜରପଡା ବନାଞ୍ଚଳ ରହିଛି। ଏହି ସବୁ ବନାଞ୍ଚଳରେ ପ୍ରାୟ ୧୧୦ଟି ଗାଁ ରହିଛି।…

Continue Readingବିପଦରେ ଗଜରାଜ: ବନ ବିଭାଗ ସୁରକ୍ଷା ଯୋଗାଇପାରୁନଥିବାରୁ ହାତୀଙ୍କୁ ମାରୁଛନ୍ତି ଲୋକେ

ବଜାରରେ ମିଳୁଥିବା ‘ରେଡି ଟୁ ଇଟ୍ ଫୁଡ୍’ ଖାଉଛନ୍ତି କି! ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟ

ଅନୁଗୁଳ: ଏବେର ବ୍ୟସ୍ତ ବହୁଳ ଜୀବନରେ ଲୋକମାନେ ସ୍ୱାଦିଷ୍ଟ ଖାଦ୍ୟ ଖାଇବାକୁ ତ ଚାହୁଁଛନ୍ତି। କିନ୍ତୁ ପ୍ରସ୍ତୁତ କରିବାକୁ ସେମାନଙ୍କ ପାଖରେ ସମୟ ନାହିଁ। ଏଣୁ ଅଧିକାଂଶ ଲୋକ ବଜାରରେ ମିଳୁଥିବା ‘ରେଡି ଟୁ ଇଟ ଫୁଡ’ କିମ୍ବା ପ୍ୟାକେଜ୍ ଖାଦ୍ୟ…

Continue Readingବଜାରରେ ମିଳୁଥିବା ‘ରେଡି ଟୁ ଇଟ୍ ଫୁଡ୍’ ଖାଉଛନ୍ତି କି! ଜାଣନ୍ତୁ ଏହାର ସାଇଡ୍ ଇଫେକ୍ଟ

କମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ଅନୁଗୁଳ: କମୁଛି ଅନୁଗୁଳବାସୀଙ୍କ ଆୟୁଷ। କୋଇଲା ଧୂଆଁ ଶୋଷି ନେଉଛି ବୟସ। ଜିଲ୍ଲାରେ ବଢୁଥିବା ପ୍ରଦୂଷଣ ଏବେ ଅଞ୍ଚଳବାସୀଙ୍କୁ ମରଣ ମୁହଁକୁ ଠେଲିଦେଉଛି। ବିପଦରେ ଏବେ ସହରବାସୀଙ୍କ ଜୀବନ। ଦେଶର ୧୨% କୋଇଲା ଅନୁଗୁଳ ଜିଲ୍ଲାରୁ ଉତ୍ପାଦିତ ହେଉଛି। ରାଜ୍ୟର ୫୬%…

Continue Readingକମୁଛି ଅନୁଗୁଳବାସୀଙ୍କ ଆୟୁଷ, କୋଇଲା ଧୂଆଁ ଶୋଷି ନେଉଛି ବୟସ

ଅନୁଗୁଳରେ ମାଂସ ବେପାର: ପଇସା ଦେଇ ରୋଗ କିଣୁଛନ୍ତି ଗ୍ରାହକ

ଅନୁଗୁଳ: ଅନୁଗୁଳ ସହର ଭିତରେ ଏବେ ପ୍ରତି ଗଳି କନ୍ଦିରେ ମାଛ-ମାଂସ ଦୋକାନ। ନନ୍‌ଭେଜ ମାର୍କେଟରେ କେବଳ‌ ୫୦ ପାଖାପାଖି ଦୋକାନ ଥିବା ବେଳେ ୨୩ଟି ଯାକ ୱାର୍ଡରେ ପ୍ରାୟ ଶହେରୁ ଅଧିକ ଦୋକାନ ରହିଛି। ତେବେ ଛେଳି ଓ କୁକୁଡ଼ା…

Continue Readingଅନୁଗୁଳରେ ମାଂସ ବେପାର: ପଇସା ଦେଇ ରୋଗ କିଣୁଛନ୍ତି ଗ୍ରାହକ

ଅନୁଗୁଳ ଜିଲ୍ଲାରେ ଫଳଚାଷ: ବଜାରକୁ ଆସିବ ଆପଲ ବରକୋଳି, ସିଦ୍ଦୁ-ଶଙ୍କର ପଣସ

ଅନୁଗୁଳ: ଏକଦା କମଳା ଚାଷରେ ନାଁ କମାଇଥିବା ଅନୁଗୁଳ ଜିଲ୍ଲା ଫଳ ଚାଷରେ ସମ୍ପୂର୍ଣ ପଛୁଆ ହୋଇଯାଇଥିଲା। ଉଦ୍ୟାନ କୃଷି ପ୍ରତି ପ୍ରଶାସନର ଅବହେଳା ଯୋଗୁଁ ଫଳ ଚାଷ ପାଇଁ ଆମକୁ ଆନ୍ଧ୍ର, ନାଗପୁର, ରାୟପୁର, ହିମାଚଳ ପ୍ରଦେଶ ଉପରେ ନିର୍ଭର…

Continue Readingଅନୁଗୁଳ ଜିଲ୍ଲାରେ ଫଳଚାଷ: ବଜାରକୁ ଆସିବ ଆପଲ ବରକୋଳି, ସିଦ୍ଦୁ-ଶଙ୍କର ପଣସ

ଆଜି ‘ବିଶ୍ୱ ହୃଦୟ ଦିବସ’, ହାର୍ଟକୁ ସୁସ୍ଥ ରଖିବାକୁ ନିୟମିତ କରନ୍ତୁ ବ୍ୟାୟାମ

ଭୁବନେଶ୍ୱର/ଅନୁଗୁଳ: ଆଜି ‘ବିଶ୍ୱ ହୃଦୟ ଦିବସ’। ପ୍ରତିବର୍ଷ ସେପ୍ଟେମ୍ବର ୨୯ ଡିସେମ୍ବରକୁ ‘ୱାର୍ଲ୍ଡ ହାର୍ଟ ଡେ’ ଭାବେ ପାଳନ କରାଯାଏ। ହୃଦୟକୁ ସୁସ୍ଥ ରଖିବା ତଥା ଲୋକଙ୍କୁ ହୃଦରୋଗ ବିଷୟରେ ଅବଗତ କରାଇବା ଉଦ୍ଦେଶ୍ୟରେ ସାରା ବିଶ୍ୱରେ ଏହି ଦିବସ ପାଳନ…

Continue Readingଆଜି ‘ବିଶ୍ୱ ହୃଦୟ ଦିବସ’, ହାର୍ଟକୁ ସୁସ୍ଥ ରଖିବାକୁ ନିୟମିତ କରନ୍ତୁ ବ୍ୟାୟାମ

ଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଉପଖଣ୍ଡ ଡାକ୍ତରଖାନାରେ ଜରୁରୀକାଳୀନ ସେବା ଗାଡ଼ିଗୁଡିକ ଅବହେଳିତ ଅବସ୍ଥାରେ ଖୋଲା ଆକାଶ ତଳେ ପଡ଼ି ରହିଛି। ଏଠାରେ ଗାଡ଼ି ରଖିବାକୁ ସ୍ୱତନ୍ତ୍ର ଘର ନ ଥିବାରୁ ଏହା ବାହାରେ ଖୋଲାମେଲାରେ ପଡ଼ି ଖରା ବର୍ଷା ଖାଉଛି।…

Continue Readingଡାକ୍ତରଖାନାରେ ଖୋଲା ଆକାଶ ତଳେ ଅବହେଳିତ ଅବସ୍ଥାରେ ପଡ଼ିଛି ଜରୁରୀକାଳୀନ ସେବା ଗାଡ଼ି, ରକ୍ଷଣାବେକ୍ଷଣ ପାଇଁ ଦାବି

ଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

ଅନୁଗୁଳ: ତାଳଚେରସ୍ଥିତ ମହାନଦୀ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ମିମସାର)ରେ ନାମଲେଖାକୁ ନେଇ ଉପୁଜିଥିବା ଦ୍ବନ୍ଦ୍ବ ଏବେ ଯାଏଁ ସରିନି। ୨୦୨୩ ଶିକ୍ଷାବର୍ଷରୁ ଏଠାରେ ପାଠପଢ଼ା ଆରମ୍ଭ ହେବ ବୋଲି କୁହାଯାଉଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ବିଧିବଦ୍ଧ…

Continue Readingଏ ବର୍ଷ ବି ଚାଲୁ ହେବନି ତାଳଚେର ମେଡିକାଲ କଲେଜ ! ଏବେ ଯାଏଁ ଏନଏମସିର ଅନୁମୋଦନ ପାଇଁ କରାଯାଇନି ଆବେଦନ

ମୌଳିକ ସୁବିଧାରୁ ବଞ୍ଚିତ କରାବିରାଖୋଲ, ପିଇବା ପାଣିର ସୁବିଧା ନ ଥିବାରୁ କିଡନୀ ରୋଗରେ ଯୁଝୁଛନ୍ତି ୧୮ ପରିବାର

ଅନୁଗୁଳ: ସ୍ୱାଧୀନତାକୁ ୭୫ ବର୍ଷ ବିତିଥିଲେ ମଧ୍ୟ ଆଜି ବି ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି କରାବିରାଖୋଲ ଗାଁ ଲୋକ। ଗାଁରେ ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ, ପାନୀୟ ଜଳ ବ୍ୟବସ୍ଥା ଭଳି କୌଣସି ସୁବିଧା ନାହିଁ। ଫଳରେ ଲୋକମାନେ ଏବେ ଦାରିଦ୍ର୍ୟତା…

Continue Readingମୌଳିକ ସୁବିଧାରୁ ବଞ୍ଚିତ କରାବିରାଖୋଲ, ପିଇବା ପାଣିର ସୁବିଧା ନ ଥିବାରୁ କିଡନୀ ରୋଗରେ ଯୁଝୁଛନ୍ତି ୧୮ ପରିବାର