ଉଡ଼ିବାର ନିଶାରେ ବିମାନ କିଣିଦେଲେ, ବାଟ କଢ଼ାଇଥିଲା ଅଦମ୍ୟ ଇଚ୍ଛାଶକ୍ତି
ଅନୁଗୁଳ: ବାପା ଟ୍ରାନ୍ସ୍ପୋର୍ଟିଂ ବ୍ୟବସାୟ କରୁଥିଲେ। ସେ ପଢ଼ୁଥିଲେ ସରକାରୀ ସ୍କୁଲରେ। ସେମିତି କ୍ଲାସ୍ରେ ଟପ୍ କରୁ ନଥିଲେ କି ପଛରେ ବି ପଡ଼ି ନଥିଲେ। ହେଲେ କେବଳ ଉଚ୍ଚ ଆକାଂକ୍ଷା ରଖିଥିଲେ। ସ୍ବପ୍ନ ଥିଲା, ବଡ଼ ହେଲେ ଉଡ଼ାଜାହାଜ ଉଡ଼ାଇବେ।…
