Browsing Category

ସ୍ୱତନ୍ତ୍ର

୭୬ ବର୍ଷରେ କବିତା ଲେଖୁଛନ୍ତି,ଗାଉଛନ୍ତି ସୁବର୍ଣ୍ଣ

ଅନୁଗୁଳ: ୭୬ ବର୍ଷ ବୟସରେ ସେ କବିତା ଲେଖୁଛନ୍ତି,ଆବୃତ୍ତି ବି କରୁଛନ୍ତି,ରାତିରେ ଭାବନ୍ତି ଦିନରେ ଲେଖନ୍ତି। ଦୁଇ ଦୁଇ ଖଣ୍ଡ ବହି ପ୍ରକାଶିତ ହୋଇସାରିଛି। ସେ କେବଳ ଜଣେ କବି ପ୍ରାଣ ମହିଳା ନୁହନ୍ତି ପରିବେଶ ସୁରକ୍ଷା ଦିଗରେ…
Read More...

ରାତିକେ ହାତୀ ନେଲା ଦୁଇ ଜୀବନ କମୁନି ହାତୀ ମଣିଷ ବିବାଦ

ଅନୁଗୁଳ: ଅନୁଗୁଳରେ ଗତ ଗୁରୁବାର ରାତିରେ ହାତୀ ପୁଣି ଆତଙ୍କ ସୃଷ୍ଟି କରିବା ଶହ ଦୁଇ ଜଣଙ୍କୁ ଦଳି ମାରିଦେଇଛନ୍ତି। ଅନୁଗୁଳ ସଦର ଥାନା ଅନ୍ତର୍ଗତ ସରଧାପୂର୍ ଗାଁର ଗୁରୁ ନାଏକ ନାମକ ଯୁବକ କମ୍ପ୍ୟୁଟର କ୍ଲାସ ସାରି ଘରକୁ…
Read More...

ଅନୁଗୁଳ ସମେତ ୯ ଜିଲ୍ଲାରେ ଭୂତଳ ଜଳ କମୁଛି

ଅନୁଗୁଳ: ରାଜ୍ୟରେ ଅନୁଗୁଳ ଜିଲ୍ଲା ସମେତ ନ ଟି ଜିଲ୍ଲାରେ ଭୂତଳ ଜଳ ସ୍ତର ଢେର୍ କମିଛି। ବର୍ଷା ଜଳ ଅମଳ ପ୍ରକଳ୍ପ ଓ ଭୂତଳ ଜଳ ପୁନର୍ଭରଣ କରିବା ପାଇଁ ସରକାରୀ ସ୍ତରରେ ଯେତେ ଉଦ୍ୟମ ହୋଇଥିଲା ତାହା ଫେଲ ମାରିଚି। ଏକ…
Read More...

ଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଅନୁଗୁଳର ବାୟୁ ସେବନ ପାଇଁ ଅନୁପଯୋଗୀ

ଅନୁଗୁଳ: ଅନୁଗୁଳର ବାୟୁମଣ୍ଡଳ ଗତ ଦୁଇ ଦଶନ୍ଧି ଧରି ଆଉ ପୂର୍ବ ଭଳି ସେବନ ଉପଯୋଗୀ ହୋଇ ରହିନାହିଁ। ଧୀରେ ଧୀରେ ଅନୁଗୁଳର ବାୟୁ ମଣ୍ଡଳ ସ୍ବାସ୍ଥ୍ୟ ପାଇଁ ଅହିତକାରୀ ପାଲଟିଛି। ଅନୁଗୁଳ ଜିଲ୍ଲାରେ ଏବେ ବହୁ ଭାରି ଉଦ୍ୟୋଗ…
Read More...

ମା ଆସୁଛନ୍ତି ଧରାକୁ: ଭାଇଚାରା ଓ ରଙ୍ଗାରଙ୍ଗ ଭସାଣି ହେମସୁରପଡ଼ା ଦୁର୍ଗା ପୂଜା ସମିତିର ବିଶେଷତ୍ଵ

ଅନୁଗୁଳ: ଇତିମଧ୍ୟରେ ୬୮ ବର୍ଷରେ ପହଞ୍ଚିଛି ହେମସୁରପଡ଼ା ଦୁର୍ଗା ପୂଜା ସମିତି।ଦେବୀଙ୍କ ଆବାହନ ପାଇଁ ତୋରଣ ଓ ମୂର୍ତ୍ତି ତିଆରି ଚାଲିଛି। ଖୁବ୍ ଶୀଘ୍ର ମଣ୍ଡପ ସାଜସଜ୍ଜା କାମ ସରିଯିବ ବୋଲି କର୍ମକର୍ତ୍ତା ପ୍ରକାଶ କରିଛନ୍ତି।…
Read More...

ମା’ ଆସୁଛନ୍ତି ଧରାକୁ: ୯୭ ବର୍ଷରେ ଅନୁଗୁଳ ଦୁର୍ଗାପୂଜା ସମିତି ଅନୁଗୁଳ

ଅନୁଗୁଳ: ମା' ଦୁର୍ଗତିନାଶିନୀ ସିଂହବାହିନୀ ଦେବୀ ଦୁର୍ଗାଙ୍କ ଆବାହନ ପାଇଁ ଅନୁଗୁଳର ବିଭିନ୍ନ ପୂଜା କମିଟି ପକ୍ଷରୁ ଜୋର୍ ଶୋର୍ ରେ ପ୍ରସ୍ତୁତି ଚାଲିଛି।ଅନୁଗୁଳରେ ସବୁଠାରୁ ପୁରୁଣା ଦୁର୍ଗା ମଣ୍ଡପ ହେଲା ଅନୁଗୁଳ ଦୁର୍ଗା…
Read More...

ପୁସ୍ତକ ସମୀକ୍ଷା: ପଥ ଓ ପଥିକ

ଅନୁଗୁଳ: କବି ଶଶାଙ୍କ ଶେଖର ବାରିକଙ୍କ କବିତା ପୁସ୍ତକ ପଥ ଓ ପଥିକ ଏକ ଅନବଦ୍ୟ କବିତା ପୁସ୍ତକ। ୧୪୦ ଟି କବିତାକୁ ନେଇ ଗୁନ୍ଥା ଯାଇଥିବା ଏହି କବିତାରେ କବିଙ୍କ ସମସାମୟିକ ସ୍ଥିତିର ପ୍ରଭାବ ଦେଖିବାକୁ ମିଳିଛି। ଶ୍ରୀ…
Read More...

ଥମୁନି ହାତୀ-ମଣିଷ ବିବାଦ: ୧୦ ବର୍ଷରେ ୯୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଯାଇଛି ୭୯୪ ହାତୀଙ୍କ ଜୀବନ

ଅନୁଗୁଳ: ହାତୀ -ମଣିଷ ବିବାଦ ଏବେ ଚରମରେ ପହଞ୍ଚିଛି। ପ୍ରତିଦିନ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଏଥିସହ ମଣିଷଙ୍କ ଲାଗି ହାତୀଙ୍କ ଜୀବନ ଯାଉଥିବା ମାମଲା ବି ଖବର ଶିରୋନାମାରେ ରହୁଛି। ଲୋକଙ୍କ…
Read More...

ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଏ। କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ…
Read More...

ବୟସ୍କଙ୍କ ତୁଳନାରେ କିଶୋରଙ୍କୁ ଅଧିକ ପ୍ରଭାବିତ କରେ ଧୂମପାନ, ବଦଳାଇଦିଏ ମସ୍ତିଷ୍କର ଆକାର

ଭୁବନେଶ୍ୱର: ଶରୀର ପାଇଁ ଧୂମପାନ ହାନିକାରକ ବୋଲି ଯେତେ ସଚେତନ କଲେ ବି କିଛି ଲୋକ ଏହି ବଦଭ୍ୟାସରୁ ନିବୃତ ରହିପାରୁନାହାଁନ୍ତି। ଆଜିକାଲି କଲେଜ ପଢ଼ୁଆ ପିଲାଙ୍କଠାରେ ଏହି ଅଭ୍ୟାସ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି। ତେବେ…
Read More...
error: Content is protected !!