ଘରେ ସିସିଟିଭି କ୍ୟାମେରା ଲଗାଉଥିଲେ ଏସବୁ ବିଷୟ ପ୍ରତି ନିହାତି ଧ୍ୟାନ ଦିଅନ୍ତୁ, ନଚେତ୍ ଅସୁବିଧାରେ ପଡ଼ିପାରନ୍ତି
ଭୁବନେଶ୍ୱର: ଆଜି କାଲି ସୁରକ୍ଷା ଦୃଷ୍ଟିରୁ ଅଧିକାଂଶ ଲୋକ ଘରେ ସିସିଟିଭି କ୍ୟାମେରା ଲଗାଉଛନ୍ତି। ଏହା ଘର ମାଲିକଙ୍କ ଅନୁପସ୍ଥିତିରେ ମଧ୍ୟ ଘରକୁ ସୁରକ୍ଷା ଯୋଗାଇଥାଏ। ତେବେ ସିସିଟିଭି କ୍ୟାମେରା ଘରେ ଲଗାଇବା ପୂର୍ବରୁ କେତେକ ଜିନିଷ ଉପରେ ଗୁରୁତ୍ୱ ଦେବା…
