ଜମି ଅଧିଗ୍ରହଣ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କୁ ଦାବି

You are currently viewing ଜମି ଅଧିଗ୍ରହଣ ସ୍ଥଗିତ ରଖିବାକୁ ଜିଲ୍ଲାପାଳଙ୍କୁ ଦାବି

ଅନୁଗୁଳ: ସ୍ଥାନୀୟ ବଅଁରପାଳ ବ୍ଲକ ମଝିକା ଦେଇ ବାଇପାସ୍ ରାସ୍ତା ନିର୍ମାଣ ନିମନ୍ତେ ଜମି ଅଧିଗ୍ରହଣ ବିଜ୍ଞାପନ ଜାରି କରାଯାଇଛି। ଏହି ଅଧିଗ୍ରହଣ ହେଲେ ପ୍ରକୃତ ଜମି ମାଲିକ କ୍ଷତି ପୂରଣ ପ୍ରାପ୍ୟରୁ ବଞ୍ଚିତ ହେବେ। ଏଣୁ ମଝିକା ଗାଁରେ ଜମି ଅଧିଗ୍ରହଣ ପ୍ରକ୍ରିୟା ସ୍ଥଗିତ କରାଯାଉ ଦାବି କରି ଚାଷୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।

Share

Leave a Reply