ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ

You are currently viewing ଡେଙ୍ଗୁ ସଚେତନତା ଶିବିର ଅନୁଷ୍ଠିତ

 

ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ ସନ୍ଥପଡା ଗ୍ରାମପଞ୍ଚାୟତ କାର୍ଯ୍ୟଳୟରେ ଡେଙ୍ଗୁ ଓ ମ୍ୟାଲେରିଆ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ସନ୍ଥପଡା ସରପଞ୍ଚ ସହଦେଵ ସାହୁଙ୍କ ଆବାହକତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ତାଳଚେର ବିଡ଼ିଓ ଚିନ୍ମୟୀ ଚେତନା ଦାସ ଯୋଗଦେଇ ଡେଙ୍ଗୁ ପାଇଁ ପରିବେଶ କୁ ପରିଷ୍କାର ପରିଚ୍ଛନ କରିବାକୁ ପରାମର୍ଶ ଦେଇଥିଲେ। ମେଡିକାଲ କର୍ମଚାରୀ, ୱାର୍ଡ ମେମ୍ବର, ଏମ.ବି.କେ, ସି.ଆର.ପି, ଆଶା, ଇସି ମେମ୍ବରଙ୍କ ସମେତ ଶତାଧିକ ଜନସାଧାରଣ ଯୋଗ ଦେଇଥିଲେ।

Share

Leave a Reply