ତାଳଚେର ଅନୁଗୁଳ ରାଜପଥରେ ଇ-ସର୍ଭେଲାନସ ବଢିବ

0

ଅନୁଗୁଳ: ରାଜ୍ୟର ୭ଟି ସହରରେ ଟ୍ରାଫିକ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଆଧୁନିକୀକରଣ କରାଯିବ।କେନ୍ଦ୍ର ରାଜପଥ ମନ୍ତ୍ରଣାଳୟ ପକ୍ଷରୁ ଏଥିନେଇ ସୂଚନା ଦିଆଯିବା ସହ ବିଭିନ୍ନ ରାଜ୍ୟ ଓ ଜାତୀୟ ରାଜପଥରେ ଇ-ସର୍ଭେଲାନ୍ସକୁ ବଢ଼ାଇ ଦିଆଯିବ। ରାଜ୍ୟର ତାଳଚେର, ଅନୁଗୁଳ, କଟକ, ଭୁବନେଶ୍ୱର, ରାଉରକେଲା, ବାଲେଶ୍ୱର ଏବଂ କଳିଙ୍ଗନଗରରେ ଏହି ଅତ୍ୟାଧୁନିକ ଇ-ଟ୍ରାଫିକ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ସ୍ପିଡ଼ଗନ, ସ୍ପିଡ଼ କ୍ୟାମେରା, ସିସିଟିଭି, ଏଏନପିଆର ଆଦି ଯନ୍ତ୍ରପାତି ମାଧ୍ୟମରେ ଟ୍ରାଫିକ ବ୍ୟବସ୍ଥା କଡାକଡି କରାଯିବ। ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ଇ ଚାଲାଣ କଟି ଘରେ ପହଂଚିଯିବ।

Leave A Reply

Your email address will not be published.

error: Content is protected !!