ଅନୁଗୁଳ: ଆଜି ଆଠ ମଲ୍ଲିକ ଓ କିଆକଟ ଥାନା ଅଧୀନରେ ଆଠ ମଲ୍ଲିକ ରେଞ୍ଜ ଓ ଆଠ ମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ କରାଯାଇ ୨୯ କେଜି ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ବିଭାଗ ପକ୍ଷରୁ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଯୁବକ ହେଲେ ବୌଦ୍ଧ ତାଳପଡ଼ାର ସିରି ସିଂହ ଓ ନୟାଗଡ଼ ଓଡ଼ଗାଁର କୈଳାସ ଚନ୍ଦ୍ର ସାହୁ। ପୋଲିସ ମାମଲା ରୁଜୁ କରି ଉଭୟଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ: ୨୯ କେଜି ଗଞ୍ଜେଇ ଜବତ, ୨ ଗିରଫ
- Post published:December 10, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
