ବଜ୍ରପାତରେ ନେଲା ମହିଳା ଚାଷୀଙ୍କ ଜୀବନ

You are currently viewing ବଜ୍ରପାତରେ ନେଲା ମହିଳା ଚାଷୀଙ୍କ ଜୀବନ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବାଗଡିଆ ଥାନା ସାପୋଇନାଳି  ଇଗିନୋ କଲେଜ ନିକଟ ବିଲରେ ବଜ୍ରାଘାତରେ ମହିଳା ଚାଷୀ ମୃତ , ଜଣେ ଗୁରୁତର ଆହତ ହୋଇଛନ୍ତି  । ମୃତକ ମହିଳା ଜଣଙ୍କ ହେଲେ ମାଝୀମୁଣ୍ତା ସାହିର ସୁମତୀ ବେହେରା ଓ ଗୁରୁତର ଆହତ ହେଲେ ହୀନ ବେହେରା ।

Share

Leave a Reply