କରଡାଖମଣରେ ଅଗ୍ନିକାଣ୍ଡ: ଦୋକାନୀଙ୍କ ମୃତ୍ୟୁ

You are currently viewing କରଡାଖମଣରେ ଅଗ୍ନିକାଣ୍ଡ: ଦୋକାନୀଙ୍କ ମୃତ୍ୟୁ

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଥାନା ଅନ୍ତର୍ଗତ କରଡାଖମଣ ଗ୍ରାମରେ ଶନିବାର ଏକ ଦୋକାନ ଘରେ ଅଗ୍ନିକାଣ୍ଡ ଘଟି ସମ୍ପୂର୍ଣ୍ଣ ଦୋକାନ ଓ ସାମଗ୍ରୀ ଜଳି ନଷ୍ଟ ହୋଇଯାଇଥିଲା। ଏହି ଘଟଣାରେ ଦୋକାନୀ ବନୋଜ ସାହୁ ଗୁରୁତର ଭାବେ ଜଳି ଆହତ ହୋଇଥିଲେ। ତାଙ୍କୁ ପ୍ରଥମେ ଖମାର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଶେଷରେ କଟକ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ଶରୀରର ୬୦ ପ୍ରତିଶତରୁ ଅଧିକ ଜଳିଯିବା ଯୋଗୁଁ ରବିବାର ଭୋରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି।

Share

Leave a Reply