ଡେରଜାଙ୍ଗ ଡ୍ୟାମ୍ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା

You are currently viewing ଡେରଜାଙ୍ଗ ଡ୍ୟାମ୍ ନିକଟରେ ଯୁବକଙ୍କୁ ନିର୍ମମ ହତ୍ୟା

ଅନୁଗୁଳ: ଶନିବାର ରାତି ପ୍ରାୟ ୧୦ଟା ବେଳେ ଅନୁଗୁଳ ସଦର ଥାନା ଇଲାକା ଡେରେଜାଙ୍ଗ ଡ୍ୟାମ୍ ନିକଟରେ ଜଣେ ଯୁବକଙ୍କୁ ଜଘନ୍ୟ ଭାବେ ହତ୍ୟା କରାଯାଇଛି। ତାଙ୍କ ମୁଣ୍ଡ ଛିନ୍ ଛତର ହୋଇଯାଇଥିବା ଦେଖାଯାଇଛି । ମୃତ ଯୁବକ ସ୍ଥାନୀୟ ଅଂଚଳର ଜଗନ ସେନାପତି (୨୬) ବୋଲି ସୂଚନା ମିଳିଛି । ରାତି ୧୧ଟା ବେଳେ ଜଣେ ଯୁବକଙ୍କୁ ଡେରେଜାଙ୍ଗଠାରେ ହତ୍ୟା କରାଯାଇଥିବା ନେଇ ଶନିବାର ସ୍ଥାନୀୟ ଅଂଚଳରେ ଲୋକେ ଟୁପୁରୁଟାପୁରୁ ହେଉଥିଲେ । ବିଳମ୍ବରେ ସୂଚନା ପାଇ ପୁଲିସ୍‌ ପାଟ୍ରୋଲିଂ ଟିମ୍ ଘଟଣାସ୍ଥଳରେ ପହଞ୍ଚିଥିଲା। ଜଗନକୁ ପଥରରେ ଛେଚି ହତ୍ୟା କରାଯାଇଥିବା ପୁଲିସ୍ ଅନୁମାନ କରୁଛି।

Share

Leave a Reply