ଅନୁଗୁଳ: ଆଇସିସି ର ସମସ୍ତ ଅନ୍ତର୍ଜାତୀୟ ପୁରୁଷ ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିବାରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ବିଶ୍ବର ପ୍ରଥମ କ୍ୟାପ୍ଟେନ ହୋଇଛନ୍ତି । ୨୦୨୩ରେ ଆଇସିସି ବିଶ୍ବ ଟେଷ୍ଟ ଚାମ୍ପିୟନସିପ ଓ ଦିନିକିଆ ବିଶ୍ବକପରେ ତାଙ୍କ ନେତୃତ୍ବରେ ଭାରତ ଫାଇନାଲରେ ପହଞ୍ଚିଥିଲା। ସେହିପରି ଗତବର୍ଷ ଟି୨୦ ବିଶ୍ବକପ୍ ଫାଇନାଲରେ ବିଜୟୀ ହେବା ସହ ଏବେ ଦୁବାଇରେ ଚାଲିଥିବା ଚାମ୍ପିୟନ୍ସ ଟ୍ରଫି ଫାଇନାଲରେ ଭାରତ ପହଞ୍ଚିବା ପରେ ରୋହିତ ଏହି ରେକର୍ଡ କରିଛନ୍ତି।ସେ ୪ଟି ଆଇସିସି ଇଭେଣ୍ଟର ଫାଇନାଲ ଖେଳିବେ ।
ଆଇସିସି ର ସମସ୍ତ ୪ଟି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିବାରେ ରୋହିତ ହେଲେ ବିଶ୍ବର ପ୍ରଥମ ଅଧିନାୟକ
- Post published:March 4, 2025
- Post category:କ୍ରୀଡ଼ା / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul