ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର: ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ଚକାଚକ ନୂଆ ବାଇକ, ସାଙ୍ଗରେ ମିଳିବ ହେଲମେଟ୍ ସହ ଥାଇଲାଣ୍ଡ ବୁଲିବା ମଉକାଉପହାର

You are currently viewing ଲକ୍ଷ୍ମୀ ହୋଣ୍ଡାର ଆକର୍ଷଣୀୟ ଅଫର: ମାତ୍ର ୧୧୦୦ ଟଙ୍କା ଦେଇ ଘରକୁ ନେଇ ଆସନ୍ତୁ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ଚକାଚକ ନୂଆ ବାଇକ, ସାଙ୍ଗରେ ମିଳିବ ହେଲମେଟ୍ ସହ ଥାଇଲାଣ୍ଡ ବୁଲିବା ମଉକାଉପହାର

ଅନୁଗୁଳ: ଆଜି ଅନୁଗୁଳ ସ୍ଥିତ ଲକ୍ଷ୍ମୀ ହୋଣ୍ଡାରେ ହୋଣ୍ଡାର ବହୁ ପ୍ରତୀକ୍ଷିତ ହୋଣ୍ଡା ଡିଓ ସ୍ପୋର୍ଟସ ଏଡିସନର ବଜାର ପ୍ରବେଶ ହୋଇଛି। ଗ୍ରାହକମାନଙ୍କ ହାତରେ ଏହି ବଜାର ପ୍ରବେଶ କରାଯାଇଥିଲା।

କମ୍ପାନୀ ସୂଚନା ମୁତାବକ, ଡିଓ ସ୍ପୋର୍ଟସ ଏଡିସନ ଏକ ଅତି ଆକର୍ଷଣୀୟ ବାଇକ। ଏହା ଭଲ ମାଇଲେଜ ଦେଇଥାଏ। ଏହି ବାଇକ ଏବେ ସ୍ପୋର୍ଟସ ରେଡ୍ ଓ ଷ୍ଟୋନଟିୟମ୍ ସିଲଭର ମେଟାଲିକ ରେଡ କଲରରେ ଆସୁଛି। ବାଇକର ଏକ୍ସ ଶୋରୁମ୍ ଦାମ୍ ୭୩,୯୩୩ରୁ ଆରମ୍ଭ ହେଉଛି। ଏହି ବାଇକ ଉପରେ ସ୍ୱତନ୍ତ୍ର ଏକ୍ସଚେଞ୍ଜ ଓ ଫାଇନାନ୍ସ ବ୍ୟବସ୍ଥା ରହିଛି। ଗ୍ରାହକ ମାତ୍ର ୧୧୦୦ ଟଙ୍କା ଡାଉନ ପେମେଣ୍ଟ କରି ଘରକୁ ହୋଣ୍ଡା ଗାଡ଼ି ନେଇପାରିବେ।

ଦଶହରା ପାଇଁ ଏବେ ଗ୍ରାହକଙ୍କୁ ଗାଡ଼ି ସହ ମାଗଣା ହେଲମେଟ୍ ଓ ପୂଜା ଉପହାର ବାବଦରେ ସ୍ୱତନ୍ତ୍ର ଉପହାର ଦିଆଯାଉଛି। ଏହି ଉପହାର ମଧ୍ୟରେ ଥାଇଲାଣ୍ଡ ଟ୍ରିପ, ସ୍ମାର୍ଟ ଟିଭି, ସ୍ମାର୍ଟ ୱାଚ୍, ବ୍ୟାଗ୍ ପ୍ୟାକ୍, ଡିନର ସେଟ୍, ଫ୍ରାଏ ପ୍ୟାନ୍ ଆଦି ରହିଛି ବୋଲି ଲକ୍ଷ୍ମୀ ହୋଣ୍ଡାର ସ୍ଵତ୍ତାଧିକାରୀ ବିକ୍ରମ ଅଗ୍ରୱାଲ କହିଛନ୍ତି।

Share

Leave a Reply