ଓସିଏର ସ୍ଵତନ୍ତ୍ର ବୈଠକରେ ବିଧାୟକ ପ୍ରତାପ ପ୍ରଧାନ

You are currently viewing ଓସିଏର ସ୍ଵତନ୍ତ୍ର ବୈଠକରେ ବିଧାୟକ ପ୍ରତାପ ପ୍ରଧାନ

ଅନୁଗୁଳ: ଓଡିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ରବିବାର ଏକ ସ୍ବତନ୍ତ୍ର ବୈଠକ ଆୟୋଜିତ ହୋଇଥିଲା। ଫେବୃୟାରୀ ୯ ତାରିଖ ୨୦୨୫ରେ କଟକ ବାରବାଟି ଷ୍ଟାଡିୟମରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ନେଇ ଏକ ପ୍ରସ୍ତୁତି ବୈଠକ ଆୟୋଜିତ ହୋଇଥିଲା।

ଓସିଏ ର ଉପସଭାପତି ପଙ୍କଜ ଲୋଚନ ମହାନ୍ତି,ସମ୍ପାଦକ ସଞ୍ଜୟ ବେହେରା, ଆପେକ୍ସ କାଉନସିଲ ମେମ୍ବର ତଥା ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଭିନ୍ନ ଦିଗ ଉପରେ ବିଶେଷ କରି ଦର୍ଶକଙ୍କ ନିରାପତ୍ତା,ଖେଳାଳୀଙ୍କ ନିରାପତ୍ତା,ଗ୍ରାଉଣ୍ଡ ଅବସ୍ଥା,ଟିକେଟ ବିକ୍ରି ଆଦି ନେଇ ବୈଠକରେ ଆଲୋଚନା ହୋଇଥିଲା।

Share

Leave a Reply