ଅନୁଗୁଳ: ଚଳିତ ମାସ ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ଉତ୍ତର ପ୍ରଦେଶର କାନପୁର ଠାରେ ଆୟୋଜିତ ଜାତୀୟ ସେଭେନ୍ ବ୍ଲକ ଖୋଖୋ ପ୍ରତିଯୋଗିତାର ମହିଳା ବିଭାଗରେ ଓଡ଼ିଶା ଉତ୍ତର ପ୍ରଦେଶକୁ ୧୨-୮ ପଏଣ୍ଟରେ ପରାସ୍ତ କରି ଚାମ୍ପିଅନ ହୋଇଚି।ବିଜେତା ଦଳକୁ ଟିଟିଲାଗଡ ଠାରେ ବଲାଙ୍ଗୀର ଡିପିଇଓ ଜ୍ୟୋତି ପ୍ରକାଶ ପରିଡା,ପଦ୍ମ ଚରଣ ଦାସ ଓ ଅନ୍ୟ କର୍ମକର୍ତ୍ତା ମାନେ ଖେଳାଳି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ବୋଲି ସଂଘର ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ବିଶ୍ବାଳ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି।
1
f600b249-5c54-442c-a949-d6bc81000fab