ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

You are currently viewing ସାପ କାମୁଡ଼ାରେ ଝିଅ ମୃତ ମା ଗୁରୁତର

ଅନୁଗୁଳ: ତାଳଚେର ହାଣ୍ଡିଧୁଆ ଅଞ୍ଚଳରେ ରହୁଥିବା ଜଣେ ଅଟୋ ଚାଳକଙ୍କ ମା ଝିଅ ଗୋଟିଏ ବଖରାରେ ଶୋଇ ଥିବାବେଳେ ଶନିବାର ରାତିରେ ବିଷାକ୍ତ ସାପ ଉଭୟଙ୍କୁ କାମୁଡି ଦେଇଥିଲା ସକାଳେ ପରିବାର ଲୋକେ ଉଭୟଙ୍କୁ ପ୍ରଥମେ ମଣ୍ଡାପାଳ ଓ ପରେ ଅବସ୍ଥା ଗୁରୁରର ହେବାରୁ ଅନୁଗୁଳ ଡାକ୍ତର ଖାନା ନିଆ ଯାଇଥିଲା। ସେଠାରେ ତେର ବର୍ଷର ଝିଅ ସୋନାଲି ବେହେରାକୁ ଡାକ୍ତର ମୃତ ଘୋଷଣା କରିଥିବା ବେଳେ ମା ଚୁମକୀ ବେହେରାକୁ କଟକ ସ୍ଥାନାନ୍ତର କରିଥିଲେ। ଗତ କିଛି ଦିନ ଧରି ଅନୁଗୁଳ ଜିଲ୍ଲାରେ ସର୍ପାଘାତ ଘଟଣା ବୃଦ୍ଧି ପାଇବାରେ ଲାଗିଛି।

Share

Leave a Reply