ମୁଣ୍ଡାସାହିରେ ରାସ୍ତା ଅଭାବ: ଜନଜାତି ବାସିନ୍ଦାଙ୍କ ଦୁର୍ଦଶା

You are currently viewing ମୁଣ୍ଡାସାହିରେ ରାସ୍ତା ଅଭାବ: ଜନଜାତି ବାସିନ୍ଦାଙ୍କ ଦୁର୍ଦଶା

କନ୍ଧକୋଇଲି: ମାଣିକଯୋଡ଼ି ଗ୍ରାମପଞ୍ଚାୟତ ଅନ୍ତର୍ଗତ କନ୍ଧକୋଇଲି ଗାଁରୁ ୧ କି.ମି. ଦୂରରେ ଅବସ୍ଥିତ ମୁଣ୍ଡାସାହିରେ ୨୦ଟି ଜନଜାତି ପରିବାର ବାସ କରୁଛନ୍ତି। ଲଗାଣ ବର୍ଷାରେ ତଳଘାଟ ନାଳ ଯୋଗୁଁ ଯାତାୟାତ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଉଛି। ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଯିବା, ଚାଷୀଙ୍କ ଚାଷ କାର୍ଯ୍ୟ କିମ୍ବା ଜରୁରୀ ସ୍ଥିତିରେ ପ୍ରଶାସନ ପହଞ୍ଚିବା ଅସମ୍ଭବ ହେଉଛି। ବାସିନ୍ଦାମାନେ ଜିଲ୍ଲା ପ୍ରଶାସନକୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ଅନୁରୋଧ କରିଛନ୍ତି।

Share

Leave a Reply