ଅନୁଗୁଳ: ଦଶହରାର ଆଲୋକମୟ ଓ ଉତ୍ସାହଜନକ ପରିବେଶକୁ ଆହୁରି ରଙ୍ଗୀନ କରିବା ପାଇଁ ଏସଏନ୍କେ ରୟାଲ ଆଣିଛି ଏକ ସ୍ୱତନ୍ତ୍ର ଦଶହରା ଧମାକା ଅଫର। ଅନୁଗୁଳର ଗାନ୍ଧୀ ମାର୍ଗ ଓ ତାଳଚେରର ଶର୍ମା ଛକସ୍ଥିତ ଏସଏନ୍କେ ରୟାଲ ସୋ’ରୁମ୍ରେ ଗ୍ରାହକମାନଙ୍କ ପାଇଁ ଏକ ବିଶେଷ ରିହାତି ଯୋଜନା ଆରମ୍ଭ ହୋଇଛି। ଏହି ଅବସରରେ ଶାଢ଼ି, ଡ୍ରେସ୍ ମ୍ୟାଟେରିଆଲ, ମେନ୍ସ ୱେୟାର, ଲେଡିଜ ୱେୟାର ଏବଂ କିଡସ୍ ୱେୟାର ଉପରେ ୧୨% ପର୍ଯ୍ୟନ୍ତ ଆକର୍ଷଣୀୟ ରିହାତି ଉପଲବ୍ଧ ରହିଛି।
ଅନୁଗୁଳର ଏହି ପୁରାତନ ଓ ଲୋକପ୍ରିୟ ଗାର୍ମେଣ୍ଟ ଦୋକାନ ଏସଏନ୍କେ ରୟାଲ ପ୍ରତିବର୍ଷ ପୂଜା ଅବସରରେ ଗ୍ରାହକଙ୍କ ପାଇଁ ନୂଆ ନୂଆ ଅଫର ଓ ଉପହାର ଆଣି ସମସ୍ତଙ୍କ ମନ ଜିଣିଛି। ତେଣୁ ଏହି ଦଶହରାରେ ଆପଣଙ୍କ ପରିବାର ଓ ନିଜ ପାଇଁ ସଫଳ କିଣାକିଣିର ସୁଯୋଗ ହାତଛଡ଼ା ନ କରନ୍ତୁ। ଏବେ ହିଁ ଏସଏନ୍କେ ରୟାଲର ଶର୍ମା ଛକ, ତାଳଚେର କିମ୍ବା ଗାନ୍ଧୀ ମାର୍ଗ, ଅନୁଗୁଳ ସୋ’ରୁମ୍କୁ ପଦାର୍ପଣ କରନ୍ତୁ ଏବଂ ଆକର୍ଷଣୀୟ ରିହାତିରେ ଆପଣଙ୍କ ପସନ୍ଦର ପୋଷାକ ଓ ଶାଢ଼ି କିଣନ୍ତୁ।
ଏହି ଅଫର ସୀମିତ ସମୟ ପାଇଁ ଉପଲବ୍ଧ। ତେଣୁ ତୁରନ୍ତ ଏସଏନ୍କେ ରୟାଲକୁ ଆସନ୍ତୁ ଓ ଦଶହରାର ଏହି ଖାସ୍ ଅଫରର ଲାଭ ଉଠାନ୍ତୁ!