ଗହଣା ଦୋକାନରେ ବହୁମୁଖୀ ଶୃଙ୍ଖଳା ଟିମ୍ର ଚଢ଼ାଉ
ଅନୁଗୁଳ: ବୁଧବାର ବହୁମୁଖୀ ଶୃଙ୍ଖଳା ଟିମ୍ ଅନୁଗୁଳ ସହର ବିଭିନ୍ନ ଗହଣା ଦୋକାନରେ ଚଢ଼ାଉ କରିଥିଲା। ବିଶେଷ କରି ଗହଣା ଦୋକାନରେ ଥିବା ଓଜନ ମେସିନ୍ ଯାଞ୍ଚ କରାଯାଇଥିଲା। ଟିମ୍ ସହରର ପ୍ରାୟ ୬ଟି ଦୋକାନରେ ଯାଞ୍ଚ କରିଥିବା ବେଳେ ଡେଲିମାର୍କେଟ୍…
ଅନୁଗୁଳ: ବୁଧବାର ବହୁମୁଖୀ ଶୃଙ୍ଖଳା ଟିମ୍ ଅନୁଗୁଳ ସହର ବିଭିନ୍ନ ଗହଣା ଦୋକାନରେ ଚଢ଼ାଉ କରିଥିଲା। ବିଶେଷ କରି ଗହଣା ଦୋକାନରେ ଥିବା ଓଜନ ମେସିନ୍ ଯାଞ୍ଚ କରାଯାଇଥିଲା। ଟିମ୍ ସହରର ପ୍ରାୟ ୬ଟି ଦୋକାନରେ ଯାଞ୍ଚ କରିଥିବା ବେଳେ ଡେଲିମାର୍କେଟ୍…
ଅନୁଗୁଳ: ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିର ବିରୋଧ । ଦର ବୃଦ୍ଧିକୁ ବିରୋଧ କରି ଆସନ୍ତାକାଲି ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ । ସକାଳ ୬ଟାରୁ ଦିନ ୧୨ଟା…
ଅନୁଗୁଳ: ତାଳଚେର ହାଟତୋଟା ସ୍ଥିତ ଶିଳ୍ପାଞ୍ଚଳ ମହିଳା ମହାବିଦ୍ୟାଳୟରେ ସୋମବାର ୧୦୦ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ଢେଙ୍କାନାଳ ସାଂସଦ ମହେଶ ସାହୁ ମୁଖ୍ୟଅତିଥ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ପୁଲିସ୍ ଚୋରି ଅଭିଯୋଗରେ ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ ସୋମବାର କୁଶପଙ୍ଗି ଗାଁର ଖୁକେନ୍ଦ୍ର ସାମଲଙ୍କ ଘରୁ କିଛି ଗୃହ ନିର୍ମାଣ ସାମଗ୍ରୀ ଚୋରି ହୋଇଥିଲା। ଏ ନେଇ…
ଅନୁଗୁଳ: ପୂର୍ବ ଶତ୍ରୁତାରୁ ଜଘନ୍ୟ ହତ୍ୟା । ଜଣେ ଯୁବକଙ୍କୁ ଗୋଡ଼େଇ ଗୋଡ଼େଇ ହତ୍ୟା ଅଭିଯୋଗ। ଛେଣ୍ଡିପଦା ଥାନା ପାତ୍ରପଡା ଗାଁରେ ମଙ୍ଗଳବାର ବିଳମ୍ବିତ ରାତିରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ସେହି ଗାଁର ଜିତେନ୍ଦ୍ର ଧଳ । ଅଭିଯୁକ୍ତ…
ଅନୁଗୁଳ: ଗାଁ’ ଗାଁ’ରେ ଖେଳ ପଡ଼ିଆର ଉନ୍ନତିକରଣ କରାଯାଉଛି। ମାତ୍ର ଅନୁଗୁଳ ବ୍ଲକ ଅନ୍ତର୍ଗତ ବସଲା ଗ୍ରାମ ପଞ୍ଚାୟତର ଏକମାତ୍ର ଖେଳପଡ଼ିଆ ଅବହେଳିତ ହୋଇପଡ଼ିଛି। ପଞ୍ଚାୟତ କର୍ତ୍ତୃପକ୍ଷ ଏଥିପ୍ରତି ଗୁରୁତ୍ବ ଦେଉନଥିବା ପ୍ରତିବାଦରେ ସୋମବାର ଗ୍ରାମର ମା’ ଦକ୍ଷିଣକାଳୀ କ୍ଲବ୍ର ସଦସ୍ୟମାନେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରା ବନ୍ଧ ଗ୍ରାମର ଲକ୍ଷ୍ମି ଠାକୁରାଣିଙ୍କ ଘରେ ଚାଲିଥିଲା ଜୁଆ ଆଡ୍ଡା ଉପରେ ସୋମବାର ରାତିରେ ଚଢାଉ କରାଯାଇଥିଲା। ସୂଚନା ମୁତାବକ ବିଶ୍ବସ୍ତ ସୂତ୍ରରୁ ଖବରପାଇ ପୁଲିସ୍ ଏହି ଚଢ଼ାଉ କରିଥିଲା। ଚଢ଼ାଉ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଭିଡ଼ିଓ କନଫରେନସିଂ ମାଧ୍ୟମରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ, ବିଜେପି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସକୁ ବଢ଼ାଇବା ତଥା ଦଳର ସଙ୍ଗଠନକୁ ସଶକ୍ତ…
ଅନୁଗୁଳ: ରବିବାର ରାତି କଲେଜ ଛକରେ ଲୁଟେରା ଆତଙ୍କ ଖେଳାଇଛନ୍ତି। ଦୁର୍ବୃତ୍ତ ଏକ ଷ୍ଟୁଡିଓର ତାଲା ଭାଙ୍ଗି ଚୋରି ଉଦ୍ୟମ କରିଥିଲେ। ଦୋକାନର ମୁଖ୍ୟ ତାଲା ଭାଙ୍ଗିବା ପରେ ଭିତର ତାଲା କିନ୍ତୁ ଭାଙ୍ଗିବାରେ ବିଫଳ ହୋଇଥିଲେ। ଏନେଇ ଥାନାରେ ଅଭିଯୋଗ…
ଅନୁଗୁଳ: ପବିତ୍ର ରଥଯାତ୍ରାରେ ଲୋକାର୍ପିତ ହୋଇଛି ଅନୁଗୁଳ ପୌରପାଳିକାର ନୂଆ ଅଳିଆ ଗାଡ଼ି। ଉପ-ବାଚସ୍ପତି ରଜନୀକାନ୍ତ ସିଂହ ଗାଡ଼ିଗୁଡ଼ିକୁ ଲୋକାର୍ପିତ କରିଛନ୍ତି | ମ୍ୟୁନିସିପାଲିଟିରେ ବର୍ତମାନ ସଫେଇ ସମସ୍ୟା ଲାଗି ରହିଥିବା ବେଳେ ଘରକୁ ଘର ବୁଲି ଓଦା ଏବଂ ଶୁଖିଲା…