ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ
ଅନୁଗୁଳ: ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଏ ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ୍ । ସେ କହିଛନ୍ତି, ” ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ଏବଂ…
ଅନୁଗୁଳ: ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ପରୀକ୍ଷା ଫଳ । ଏ ସଂପର୍କରେ ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ୍ । ସେ କହିଛନ୍ତି, ” ମାଟ୍ରିକ୍ ମୂଲ୍ୟାୟନ ପ୍ରକ୍ରିୟା ସଠିକ୍ ଭାବେ ଚାଲିଛି ଏବଂ…
ଅନୁଗୁଳ: ଗତ ଦୁଇ ଦିନ ଧରି ଅନୁଗୁଳ ପୌରପାଳିକା ପରିମଳ ବିଭାଗରେ ଲାଗି ରହିଥିବା ଅଚଳ ଅଵସ୍ଥା ଶେଷରେ ଦୂର ହୋଇଛି। ବିଳମ୍ବରେ ହେଉ ପଛେ ସଫେଇ କର୍ମଚାରୀମାନେ ଧାରଣାରୁ ଓହରିଛନ୍ତି।ମିଳିଥିବା ସୂଚନା ଅନୁଯାୟୀ କିଛି ଦିନ ତଳେ ସଫେଇ କର୍ମଚାରୀ…
ଅନୁଗୁଳ: ବଅଁରପାଳ ଥାନା ଇଲାକାରେ ବେଧଡକ ଭାବେ ଚାଲିଛି ମଦ ବିକ୍ରି। ଏହି ଚୋରା କାରବାରରେ ରୋକ୍ ଲଗାଇବା ପାଇଁ ବଅଁରପାଳ ପୁଲିସ୍ ପକ୍ଷରୁ ଜୋରଦାର ଚଢ଼ାଉ ଚାଲିଥିବା ବେଳେ ମଙ୍ଗଳବାର ପୂର୍ବାହ୍ନରେ ନୂଆହତା ଗ୍ରାମର ଏକ ଦୋକାନରେ ଚଢ଼ାଉ କରି…
ଅନୁଗୁଳ: ପବିତ୍ର ଶୀତଳ ଷଷ୍ଠୀରେ ଅନୁଗୁଳ ଜିଲ୍ଲାର ସମସ୍ତ ଶୈବପୀଠରେ ଦେବଦେବ ମହାଦେବ ଓ ଜଗତଜନନୀ ମାତା ପାର୍ବତୀଙ୍କ ବିବାହ ସମ୍ପନ୍ନ ହୋଇଛି। କରୋନା କଟକଣା ପାଇଁ ନିରାଡମ୍ବର ଭାବେ ଶିବ-ପାର୍ବତୀଙ୍କ ବିବାହ ହୋଇଥିଲା। ସରକାରଙ୍କ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ…
ଅନୁଗୁଳ: କରୋନା କାଳରେ ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଲୁଟପାଟ୍ ବୃଦ୍ଧି ପାଇବାରେ ଲାଗିଛି । କୋଲିୟରୀ ଥାନା ଇଲାକା ବାଘୁଆବୋଲ ଗାଁ’ର ତ୍ରିନାଥ ନାୟକଙ୍କ ଘରୁ ଗତ ଶନିବାର ରାତିରେ ଚୋରି ହୋଇଛି। ସପରିବାର ଶୋଇଥିବା ବେଳେ ଦୁର୍ବୃତ୍ତ ତାଙ୍କ ଘରେ…
ଅନୁଗୁଳ: ସାରା ରାଜ୍ୟରେ କରୋନା ମହାମାରୀ ମୃତ୍ୟୁର ତାଣ୍ଡବ ରଚି ଚାଲିଛି । ଏହା ମଧ୍ୟରେ ସତର୍କତା ଅବଲମ୍ବନ କରିବା ପାଇଁ ସମସ୍ତ ପର୍ଯ୍ୟଟନ ସ୍ଥଳ ଓ ଜନସମାଗମ ଉପରେ ସରକାର କଟକଣା ଜାରି କରିଥିବା ବେଳେ ଅନୁଗୁଳ ଜିଲ୍ଲାର ସାତକୋଶିଆ…
ଅନୁଗୁଳ: ଆଠମଲ୍ଲିକ ଉପଖଣ୍ଡ ଚିକିତ୍ସାଳୟକୁ ସାଂସଦ ପାଣ୍ଠିରୁ ଉପଲବ୍ଧ ଏକ ଅତ୍ୟାଧୁନିକ ଆମ୍ବୁଲାନ୍ସ ସୋମବାର ଉଦ୍ଘାଟିତ ହୋଇଛି। ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆମ୍ବୁଲାନ୍ସକୁ ଜନତାଙ୍କ ସେବାରେ ଲୋକାର୍ପଣ କରିଥିଲେ । ଭାରପ୍ରାପ୍ତ ଏସଡିଏମ୍ଓ…
ଅନୁଗୁଳ: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଅନୁଗୁଳର ‘ହମ୍’ ଗ୍ରୁପ୍ ପକ୍ଷରୁ ସିଡିଏମ୍ଓ ଡା. ତ୍ରିଲୋଚନ ପ୍ରଧାନଙ୍କୁ କୋଭିଡ଼୍ ଉପକରଣ ପ୍ରଦାନ କରାଯାଇଛି । ଏହି ସାମଗ୍ରୀ ମଧ୍ୟରେ ରହିଛି ମାସ୍କ, ସର୍ଜିକାଲ୍ ଗ୍ଲୋଭସ୍ ଏବଂ ସାନିଟାଇଜର୍ । କୋଭିଡ୍ ସଂକ୍ରମିତଙ୍କ…
ଅନୁଗୁଳ : କଣିହାଁ ବନାଞ୍ଚଳରୁ କେନ୍ଦୁପତ୍ର ଚୋରା କାରବାର ବୃଦ୍ଧି ପାଇବା ବନ ବିଭାଗର ଚିନ୍ତା ବଢ଼ାଇଛି। ରବିବାର ବିଳମ୍ବିତ ରାତିରେ କଂସମୁଣ୍ଡା-କଣିହାଁ ରାସ୍ତାରେ କଣିହାଁ ବନବିଭାଗ ପକ୍ଷରୁ ପାଟ୍ରୋଲିଂ ବେଳେ ଏକ କାର (ଜେଏଚ୍ ୦୫ ଏଲ୍ -୮୪୦୦)କୁ ସନ୍ଦେହଜନକ…
ଅନୁଗୁଳ : ଟିପିସିଓଡିଏଲ୍ (ଟାଟା ପାଓ୍ବାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍) କର୍ମକର୍ତାଙ୍କୁ ଚାନ୍ଦା ମାଗି ବିଦ୍ୟୁତ୍ କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି କରିବା ଅଭିଯୋଗରେ ସମଲ ଥାନା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ସମଲ ଥାନା କୁଲେଇ…