ଟିଟିପିଏସ୍ ଗେଟ୍ ସମ୍ମୁଖରେ ସାଂସଦଙ୍କ ମୌନବ୍ରତ ସହ ଧାରଣା

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ୍ ପାୱାର ପ୍ଲାଣ୍ଟ୍ (ଟିଟିପିଏସ୍) ବନ୍ଦ ପ୍ରତିବାଦରେ ସୋମବାର ଢେଙ୍କାନାଳ ସାଂସଦ ମହେଶ ସାହୁ ପ୍ଳାଣ୍ଟ ସମ୍ମୁଖରେ ମୌନବ୍ରତ ସହ ଧାରଣାରେ ବସିଥିଲେ। କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ଓ ଆନ୍ତରିକତା ଅଭାବ ଯୋଗୁଁ ୫୦…

Continue Readingଟିଟିପିଏସ୍ ଗେଟ୍ ସମ୍ମୁଖରେ ସାଂସଦଙ୍କ ମୌନବ୍ରତ ସହ ଧାରଣା

ସଡକ ସୁରକ୍ଷାକୁ ନେଇ ସଂସଦୀୟ ନିର୍ବାଚନୀ ମଣ୍ଡଳୀ ବୈଠକ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସଡକ ସୁରକ୍ଷାକୁ ନେଇ ସଂସଦୀୟ ନିର୍ବାଚନୀ ମଣ୍ଡଳୀ ବୈଠକ ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସମ୍ମିଳନୀ କକ୍ଷରେ ଢେକାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ବିଭିନ୍ନ ସଡକ ମରାମତି, ପରିଚାଳନା ଓ…

Continue Readingସଡକ ସୁରକ୍ଷାକୁ ନେଇ ସଂସଦୀୟ ନିର୍ବାଚନୀ ମଣ୍ଡଳୀ ବୈଠକ

ବିଜେଡି ବିକ୍ଷୋଭରେ ସାମିଲ ମହିଳାଙ୍କ ମୃତ୍ୟୁ

ଅନୁଗୁଳ : ଅନୁଗୁଳ ନିର୍ବାଚନ ମଣ୍ଡଳୀ ମହିଳା ବିଜେଡି ଦ୍ବାରା ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ସୋମବାର ତୈଳଦର ବୃଦ୍ଧି ପ୍ରତିବାଦରେ ହେଉଥିବା ବିକ୍ଷୋଭରେ ସାମିଲ ହୋଇଥିବା ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଅନୁଗୁଳ ସହରର ରାଧାରମଣପଡ଼ାର ବିନିତା ସାହୁ(୬୦)…

Continue Readingବିଜେଡି ବିକ୍ଷୋଭରେ ସାମିଲ ମହିଳାଙ୍କ ମୃତ୍ୟୁ

ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ମହିଳା ଶାଖା

ଅନୁଗୁଳ: କେନ୍ଦ୍ର ସରକାରଙ୍କ ଅର୍ଥନୈତିକ ପରିଚାଳନା ତୃଟି ଯୋଗୁଁ ପେଟ୍ରୋଲ, ଡିଜେଲ, ରନ୍ଧା ଗ୍ୟାସ, ଖାଇବା ତେଲ ସହିତ ଅତ୍ୟାବଶ୍ୟକ ସାମଗ୍ରୀ ଦରରେ ଅହେତୁକ ବୃଦ୍ଧି ଘଟିଛି। ଏହାର ପ୍ରତିବାଦରେ ସୋମବାର ଅନୁଗୁଳ ନିର୍ବାଚନ ମଣ୍ଡଳୀର ବିଜୁ ମହିଳା ଜନତା ଦଳ…

Continue Readingଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ମହିଳା ଶାଖା

ଆଜିଠୁ ଭୋଟର କାର୍ଡ ସଂଶୋଧନ

ଅନୁଗୁଳ: ଆଗକୁ ପଂଚାୟତ ନିର୍ବାଚନ। ତେଣୁ ରାଜ୍ୟରେ ଆଜିଠୁ ଆରମ୍ଭ ହେବ ସ୍ବତନ୍ତ୍ର ସଂକ୍ଷିପ୍ତ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା । ମାସେ ଧରି ଚାଲିବ ଏହି ଅଭିଯାନ । ଜାନୁଆରୀ ପହିଲା ସୁଦ୍ଧା ୧୮ ବର୍ଷ ହେଉଥିବା ବ୍ୟକ୍ତି ମାନେ ଭୋଟର…

Continue Readingଆଜିଠୁ ଭୋଟର କାର୍ଡ ସଂଶୋଧନ

ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ୍ ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଷ୍ଟାଡିୟମରେ ୭ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଛି।ଫାଇନାଲ ମ୍ୟାଚର ଏକ ସଂଘର୍ଷପୂର୍ଣ୍ଣ ଖେଳରେ ଅନୁଗୁଳ ଜିଲ୍ଲାର ବାଗେଡ଼ିଆ ସମ୍ବଲପୁର ଫୁଟବଲ୍‌ କ୍ଲବକୁ ୧-୦ ଗୋଲରେ ପରାସ୍ତ…

Continue Readingରାଜ୍ୟସ୍ତରୀୟ ପାଳଲହଡ଼ା କପ୍ ଫୁଟବଲ୍ ଉଦ୍‌ଯାପିତ

ନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳର ଜଣେ ୧୬ ବର୍ଷର ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ଅଭିଯୋଗରେ ପୁଲିସ ଅଭିଯୁକ୍ତଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଅନୁଯାୟୀ, ୧୦ମ ଶ୍ରେଣୀରେ ପଢ଼ୁଥିବା ୧୬ ବର୍ଷର ଜଣେ ନାବାଳିକାଙ୍କୁ…

Continue Readingନାବାଳିକା ଅପହରଣ ଓ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସାର କାରଖାନା (ଏଫ୍‌ସିଆଇ)ରେ ରାଷ୍ଟ୍ରୀୟ ଏକତା ଦିବସ ଅବସରରେ ଗଣଦୌଡ଼ ଅନୁଷ୍ଠିତ ହୋଇଛି। ଲୌହମାନବ ସର୍ଦାର ବଲ୍ଲଭଭାଇ ପଟେଲଙ୍କ ଜନ୍ମ ଦିବସ ଅବସରରେ କେନ୍ଦ୍ରୀୟ ଶିଳ୍ପ ନିରାପତ୍ତା ବାହିନୀ (ସିଆଇଏସ୍ଏଫ) ପକ୍ଷରୁ ଅନୁଷ୍ଠିତ ରାଷ୍ଟ୍ରୀୟ ଏକତା…

Continue Readingରାଷ୍ଟ୍ରୀୟ ଏକତା ଦିବସ ପାଳିତ

ଜମି ଦେବାନାଁରେ ଠକେଇ, ବାପ ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ଶୁଶୁଡ଼ା ଗାଁରେ ଜମି ଦେବାକୁ କହି ଠକେଇ କରିଥିବା ଅଭିଯୋଗରେ ପୁଲିସ ବାପ ପୁଅଙ୍କୁ ଗିରଫକରିଛି। ସୂଚନା ଯେ, ଗାଁର ପ୍ରକାଶ ଚନ୍ଦ୍ର ରଥ ଓ ତାଙ୍କ ପୁଅ ଶୁଭ୍ରଜିତ ରଥ ତାଙ୍କର ପ୍ରାୟ…

Continue Readingଜମି ଦେବାନାଁରେ ଠକେଇ, ବାପ ପୁଅ ଗିରଫ

ଅବକାରୀ ଚଢ଼ାଉ, ୨ ଗିରଫ

ଅନୁଗୁଳ : ଅନୁଗୁଳ ଜିଲ୍ଲା ଅବକାରୀ ବିଭାଗ ଦ୍ଵାରା ଜରପଡ଼ା ଥାନା ଅଞ୍ଚଳରେ ରବିବାର ଚଢ଼ାଉ କରାଯାଇଛି। ସୂଚନା ମୁତାବକ, ବିଶ୍ବସ୍ତ ସୂତ୍ରରୁ ଖବରପାଇ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀମାନେ କଞ୍ଜରା ଗାଁର ପ୍ରଦୀପ ମହାରଣା(୪୦)ଙ୍କ ଘରେ ଚଢ଼ାଉକରି…

Continue Readingଅବକାରୀ ଚଢ଼ାଉ, ୨ ଗିରଫ