ଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ଷୀପ୍ର ଗତିରେ ମାଡ଼ି ଚାଲିଛି କରେନା। ଦିନକୁ ଦିନ ସ୍ଥିତି ବିଗିଡ଼ି ଚାଲିଥିବା ବେଳେ ସଂକ୍ରମଣ ନିୟନ୍ତ୍ରଣ ବାହାରକୁ ଗଲାଣି । ସକ୍ରିୟ ରୋଗୀ ସଂଖ୍ୟା ୫ ହଜାର ଉପରେ ରହୁଥିବା ବେଳେ ରୋଗୀଙ୍କୁ ଉନ୍ନତ ଚିକିତ୍ସା…

Continue Readingଜିଲ୍ଲା ପ୍ରଶାସନ ଓ ଲୋକ ପ୍ରତିନିଧିଙ୍କୁ ନେଇ କରୋନା ସମୀକ୍ଷା

ମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସୋମବାର ପୂର୍ବାହ୍ନରେ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଥିଲା । ମେଡିକାଲ୍ ମ୍ୟାନେଜର ଜଣେ ସଫେଇ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ସଫେଇ କର୍ମଚାରୀମାନେ ଏମସିଏଚ୍ ବିଲ୍ଡିଂ ସାମ୍ନାରେ ଧାରଣାରେ ବସିଥିଲେ । ଫଳରେ କେଇ…

Continue Readingମେଡିକାଲ୍ ମ୍ୟାନେଜରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ଅନୁଗୁଳ: ଡାକ୍ତର ଉମେଶ ଚନ୍ଦ୍ର ଦଶ(୭୭) । ବରିଷ୍ଠ ପ୍ରସ୍ତୁତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ ଜିଲ୍ଲାରେ ସ୍ବତନ୍ତ୍ର ପରିଚୟ ରହିଛି ତାଙ୍କର । କରୋନା ଭଳି ବିପତ୍ତି କାଳରେ ଚିକିତ୍ସା ଯୋଗାଇ ଢେର ପ୍ରଶଂସା ସାଉଁଟୁଥିବା କରୋନାର ଏହି…

Continue Readingଡ଼ାକ୍ତରଙ୍କ ବଦାନ୍ୟତା, କରୋନା ମୁକାବିଲା ପାଇଁ ଦାନ କଲେ ୫ ଲକ୍ଷ

ପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଅନୁଗୁଳ: ପାରିବାରିକ କଳହର କରୁଣ ପରିଣତି ସ୍ୱାମୀଙ୍କ ସହ ଝଗଡ଼ା ହେବାରୁ ରାଗି ଯାଇ ପତ୍ନୀ ନିଜ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଲେ ପତ୍ନୀଙ୍କୁ ରକ୍ଷା କରିବାକୁ ଯାଇ ସ୍ଵାମୀ ମଧ୍ୟ ଗୁରୁତର ଭାବେ ପୋଡ଼ି ହୋଇଯାଇଛନ୍ତି ।…

Continue Readingପାରିବାରିକ କଳହର କରୁଣ ପରିଣତି, ନିଆଁ ପୋଡ଼ି ହୋଇ ସ୍ୱାମୀ-ସ୍ତ୍ରୀ ଗୁରୁତର

ଋଣ ଲୋଭ ଦେଖାଇ ଲୁଟିଲେ ୪୦ ହଜାର

ଅନୁଗୁଳ: ଶିଳ୍ପନଗରୀ ଅନୁଗୁଳ ଜିଲ୍ଲାରେ ଲୋକଙ୍କୁ ମିଛ ଜାଲରେ ଫସାଇ ଲୁଟିବାରେ ଲାଗିଛନ୍ତି ସାଇବର ଠକ । ନାଲକୋନଗର ଥାନା ଇଲାକା କୁଲାଡ଼ ଗ୍ରାମର ଜଣେ ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ୨ ଲକ୍ଷ ଟଙ୍କାର ଋଣ ଲୋଭ…

Continue Readingଋଣ ଲୋଭ ଦେଖାଇ ଲୁଟିଲେ ୪୦ ହଜାର

ଖୁବ୍‌ଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି କରୋନା ସଂକ୍ରମଣ | ଦୃତ ସଂକ୍ରମଣ ସହ କରୋନା ରୋଗୀକୁ ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଜିଲ୍ଲା ପ୍ରଶାସନ ନୂଆ ନୂଆ ପଦକ୍ଷେପ ନେଉଛି। ଜିଲ୍ଲାରେ ଖୁବଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା…

Continue Readingଖୁବ୍‌ଶୀଘ୍ର ଜରୁରିକାଳୀନ ଆମ୍ବୁଲାନ୍ସ ସେବା

ପହଞ୍ଚିଲା ଆଉ ୫ ହଜାର ଟିକା

ଅନୁଗୁଳ: ଅନୁଗୁଳରେ କରୋନା ସଂକ୍ରମଣ ନିଦ ହଜାଇ ଦେଇଛି । ଏ ଭୟଙ୍କର ଭୂତାଣୁ କବଳରୁ ବର୍ତିବା ପାଇଁ ଲୋକ ତ୍ରାହି ତ୍ରାହି ଡାକୁଥିବା ବେଳେ କରୋନା ସଞ୍ଜିବନୀ ପ୍ରଦାନରେ ଅହେତୁକ ବିଳମ୍ବ ହେଉଛି । ଟିକା ଠିକ୍‌ରେ ପହଞ୍ଚିନଥିବାରୁ ଧିମେଇ…

Continue Readingପହଞ୍ଚିଲା ଆଉ ୫ ହଜାର ଟିକା

ଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

ଅନୁଗୁଳ: କରୋନା ସଂକ୍ରମଣ ଶୃଙ୍ଖଳକୁ ଭାଙ୍ଗିବାକୁ ରାଜ୍ୟରେ ଲକଡାଉନ୍ ଜାରି ହୋଇଛି । ଲୋକ କାମଧନ୍ଦା ହରାଇ ଘରେ ବସି ରହିଛନ୍ତି। ଗରିବ ଶ୍ରେଣୀର ଲୋକ ଜୀବିକା ହରାଇ ଦୁଇ ଓଳି ଦୁଇ ମୁଠା ଖାଦ୍ୟ ସଂଗ୍ରହ ପାଇଁ ସଂଘର୍ଷ କରୁଛନ୍ତି।…

Continue Readingଶୁଖିଲା ଖାଦ୍ୟ ବାଣ୍ଟିଲେ ସରପଞ୍ଚ

ପ୍ରଗତିନଗରରୁ ଚୋରି, ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

ଅନୁଗୁଳ: କରୋନା କାଳରେ ସକ୍ରିୟ ହୋଇଛନ୍ତି ଚୋର। ଅନୁଗୁଳ ସହର ଓ ଏହାର ଉପକଣ୍ଠରେ ବଢ଼ିଛି ଦୁର୍ବୃତ୍ତଙ୍କ ଦୌରାତ୍ମ୍ୟ । ଗତ ଗୁରୁବାର ରାତିରେ ଅନୁଗୁଳ ସହର ଉପକଣ୍ଠ ପ୍ରଗତି ନଗରରେ ଏକ ବଡ଼ ଧରଣର ଚୋରି ହୋଇଛି । ପରିବାର…

Continue Readingପ୍ରଗତିନଗରରୁ ଚୋରି, ଗ୍ରୀଲ୍ ଭାଙ୍ଗି ଲୁଟିନେଲେ ଟଙ୍କା, ସୁନା

ଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ

ଅନୁଗୁଳ: ଛେଣ୍ଡିପଦା ଥାନା ପାଟକମୁଣ୍ଡା ଗାଁରେ ଜମିବାଡ଼ି ଯୋଗୁଁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ହୋଇଛି। ଘରେ ପଶି ଆକ୍ରମଣ କରିବାରୁ ଗୋଟିଏ ପରିବାରର ୪ଜଣ ଆହତ ହୋଇଛନ୍ତି। ତାଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ପୁଲିସ ସୂତ୍ରରୁ ପ୍ରକାଶ,…

Continue Readingଜମିବାଡ଼ି ବିବାଦରୁ ଆକ୍ରମଣ, ୪ ଆହତ