ମୋବାଇଲ ଛିନତାଇ ଅଭିଯୋଗରେ ନାବାଳକଙ୍କସହ ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ପୁଲିସ ବୁଧବାର ଏକ ମୋବାଇଲ ଛିନତାଇ ଅଭିଯୋଗରେ ଜଣେ ନାବାଳକଙ୍କସହ ଜଣଙ୍କୁ ଗିରଫକରିଛି। ସୂଚନା ମୁତାବକ, ଗତ ୧୫ ତାରିଖରେ ଲେବର ଅଫିସ ସମ୍ମୁଖରେ ଚାଲିଚାଲି ଯାଉଥିବା କାଜଲ ସାହୁ ନାମକ ଜଣେ ଯୁବତିଙ୍କ ମୋବାଇଲକୁ ବାଇକରେ ଆସି…

Continue Readingମୋବାଇଲ ଛିନତାଇ ଅଭିଯୋଗରେ ନାବାଳକଙ୍କସହ ଜଣେ ଗିରଫ

ହାଇୱା ଧକ୍‌କାରେ ବାଇକ୍ ଆରୋହୀ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡ଼ା ଥାନା ଅନ୍ତର୍ଗତ ଓଭର ବ୍ରିଜ ନିକଟରେ ଏକ ହାଇୱା ଧକ୍‌କାରେ ବୁଧବାର ଜଣେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ସୁଚନା ଯେ, ବାଇକ୍‌ଟି ଜରପଡ଼ାରୁ ଛେଣ୍ଡିପଦା ଆଡ଼କୁ ଯାଉଥିବା ବେଳେ ଏକ ହାଇୱା ତାଙ୍କୁ ପଛରୁ…

Continue Readingହାଇୱା ଧକ୍‌କାରେ ବାଇକ୍ ଆରୋହୀ ମୃତ

ସାତକୋଶିଆ ମତ୍ସ୍ୟଜୀବୀଙ୍କ ଜିବୀକା ବିପନ୍ନ

ଅନୁଗୁଳ: ବନ ବିଭାଗର ନାଲି ଆଖି ଯୋଗୁଁ ସାତକୋଶିଆର ମତ୍ସ୍ୟଜୀବି ମାନେ କ୍ଷତିଗ୍ରସ୍ତ ହେଉଥିବା ସେମାନେ ଅଭିଯୋଗ କରିଛନ୍ତି। ରାମଡିହ ଠାରେ ବୁଧବାର ଏକ ବୈଠକରେ ଏକତ୍ରିତ ହୋଇ ସାତକୋଶିଆର ମତ୍ସ୍ୟଜୀବି ମାନେ ଅଭିଯୋଗ କରିଛନ୍ତି କି ସେମାନେ ମହନଦୀରୁ ବାପା…

Continue Readingସାତକୋଶିଆ ମତ୍ସ୍ୟଜୀବୀଙ୍କ ଜିବୀକା ବିପନ୍ନ

ମଳ-ପଙ୍କ ପରିଚାଳନାରେ ଅନୁଗୁଳ ସଫଳ

ଅନୁଗୁଳ: ମଳ-ପଙ୍କ ବା ପାଇଖାନା ଟାଙ୍କିରୁ ନିର୍ଗତ ତରଳ ବର୍ଯ୍ୟ ବସ୍ତୁ ପରିଚାଳନା ରେ ଅନୁଗୁଳକୁ ସଫଳତା ମିଳିଛି। ୨୦୧୫ ରେ ନିର୍ମଳ ଯୋଜନାରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଳାରେ ମଳ-ପଙ୍କ ପରିଚାଳନା ଆରମ୍ଭ କରାଯାଇଥିଲା। ଏହି ଯୋଜନାରେ ସେସ ପୁଲ…

Continue Readingମଳ-ପଙ୍କ ପରିଚାଳନାରେ ଅନୁଗୁଳ ସଫଳ

ତାରିଣୀ ମନ୍ଦିରରୁ ଚୋରି

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଟାଉନ ଫାଷ୍ଟ ଗେଟ୍ ପାଖରେ ଥିବା ରାମଚନ୍ଦ୍ର ବଜାରର ତାରିଣୀ ମନ୍ଦିରରୁ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରିଥିବା ନେଇ ତାଳଚେର ଥାନାରେ ଅଭିଯୋଗ ହୋଇଛି। ପୁଲିସ୍ ସୂଚନା ମୁତାବକ, ସୋମବାର ବିଳମ୍ବିତ…

Continue Readingତାରିଣୀ ମନ୍ଦିରରୁ ଚୋରି

ହାତୀଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ, ଚାଷୀ ମୁଣ୍ଡରେ ଚଡ଼କ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗହମ ଗ୍ରାମରେ ବୁଧବାର ଭୋର ସମୟରେ ହାତୀପଲ ଗାଁ ମୁହାଁ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳର ବ୍ୟାପକ ଫସଲ ନଷ୍ଟ କରିଛନ୍ତି ହାତୀପଲ। ଏହି ହାତୀପଲ ସକାଳୁ ଲୋକଙ୍କୁ ଦେଖି ବରୁଆଁ ଜଙ୍ଗଲକୁ ପଳେଇ ଯାଇଥିବା…

Continue Readingହାତୀଙ୍କୁ ଘଉଡାଇବାରେ ବିଫଳ ବନ ବିଭାଗ, ଚାଷୀ ମୁଣ୍ଡରେ ଚଡ଼କ

ଓମିକ୍ରନ ୩ଗୁଣ ଅଧିକ ସଂକ୍ରାମକ, ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

ଅନୁଗୁଳ: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସମସ୍ତ ରାଜ୍ୟକୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ।କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ରାଜେଶ ଭୁଷଣ ରାଜ୍ୟ ମୁଖ୍ୟ ସଚିବମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ଯେ ଡେଲଟା ତୁଳନାରେ ଓମିକ୍ରନ ୩ଗୁଣ ଅଧିକ ସଂକ୍ରାମକ । ଏଣୁ…

Continue Readingଓମିକ୍ରନ ୩ଗୁଣ ଅଧିକ ସଂକ୍ରାମକ, ସତର୍କ ରହିବାକୁ କେନ୍ଦ୍ରର ନିର୍ଦ୍ଦେଶ

କ୍ରେନ୍‌ ସହ ୩ ଟ୍ରକ୍ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚର ଖଣି ଡମ୍ପୟାର୍ଡ଼ ଇଲାକାରୁ ଗାଡ଼ି ଚୋରି ଗ୍ୟାଙ୍ଗ୍‌କୁ ଠାବ କରିବାରେ ସଫଳ ହୋଇଛି ତାଳଚେର ପୁଲିସ। ଏହି ଘଟଣାରେ ଜଣକୁ ଗିରଫ କରାଯାଇଥିବା ବେଳେ ଗୋଟିଏ କ୍ରେନ୍ ସମେତ ୩ଟି ଟ୍ରକ୍ ପୁଲିସ ଜବତ କରିଛି।…

Continue Readingକ୍ରେନ୍‌ ସହ ୩ ଟ୍ରକ୍ ଜବତ, ଜଣେ ଗିରଫ

ମର୍ଣ୍ଣିଂଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଅନୁଗୁଳ: ମର୍ଣ୍ଣିଂଷ୍ଟାର୍ କ୍ରିକେଟ କ୍ଳବ ତରଫରୁ ଷଷ୍ଠ ମର୍ଣ୍ଣିଂଷ୍ଟାର୍ କ୍ରିକେଟ ପ୍ରତିଯୋଗିତା ସ୍ଥାନୀୟ କଦମ ପଡ଼ିଆଠାରେ ଆଜି ଉଦ୍‌ଘାଟିତ ହୋଇଛି । ଜିଲ୍ଲା କ୍ରିକେଟ ସଂଘର ସଭାପତି ତଥା ବିଜେପି ନେତା ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ…

Continue Readingମର୍ଣ୍ଣିଂଷ୍ଟାର୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଅନୁଗୁଳ: ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅଞ୍ଚଳର ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ମଙ୍ଗଳବାର ଅନୁଗୁଳ ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ତାଥା ପକସୋ ସ୍ବତନ୍ତ୍ର ଅଦାଲତ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସୂଚନା ଯେ, ୨୦୧୮ ମସିହା ଅପ୍ରେଲ…

Continue Readingଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ