ଅନୁଗୁଳରୁ ମେମୁ ଚଳାଚଳ ଦାବିରେ ଆନ୍ଦୋଳନ

ଅନୁଗୁଳ: ଅନୁଗୁଳ-ପୁରୀ ‘ମେମୁ’ ଟ୍ରେନ୍ ଅନୁଗୁଳଠାରୁ ଚଳାଚଳ କରିବା ଦାବିରେ ଏସ୍ୟୁସିଆଇ (କମ୍ୟୁନିଷ୍ଟ) ଅନୁଗୁଳ ଜିଲ୍ଲା କମିଟି ପକ୍ଷରୁ ଶୁକ୍ରବାର ଅନୁଗୁଳ ରେଳ ଷ୍ଟେସନଠାରେ ଆନ୍ଦୋଳନ କରାଯାଇଥିଲା। ସମ୍ବଲପୁର-ପୁରୀ ଇଣ୍ଟରସିଟି ଏକ୍ସପ୍ରେସ୍ ଟ୍ରେନ୍‌ ଚଳାଚଳ କରିବା ସହିତ ସମସ୍ତ ପ୍ରକାର ଯାତ୍ରୀବାହୀ…

Continue Readingଅନୁଗୁଳରୁ ମେମୁ ଚଳାଚଳ ଦାବିରେ ଆନ୍ଦୋଳନ

ବିଜେଡିକୁ ଝଟକା:ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଅନୁଗୁଳ: ଶେଷରେ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ଏବଂ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଇନ୍ଦ୍ରମଣି ଗଡନାୟକ। ଅନୁଗୁଳର ଏକ ହୋଟେଲରେ ଏକ ସାମ୍ବାଦିକ ସମ୍ମିଳନୀରେ ବ୍ୟକ୍ତି ଗତ କାରଣରୁ ସେ ଇସ୍ତଫା ଦେଉଛନ୍ତି ବୋଲି ଶ୍ରୀ…

Continue Readingବିଜେଡିକୁ ଝଟକା:ଇସ୍ତଫା ଦେଲେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ

ଏସ୍‌ଟିଏଫ୍ ଦ୍ଵାରା ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଗିରଫ

ଅନୁଗୁଳ: ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଦିଲ୍ଲୀପ କୁମାର ପାଣିଙ୍କୁ ଗିରଫ କରିଛି ଏସ୍‌ଟିଏଫ୍ (ସ୍ଵତନ୍ତ୍ର ଟାସ୍କ୍ ଫୋର୍ସ)। ଗୁରୁବାର ସନ୍ଧ୍ୟାରେ ଶ୍ରୀ ପାଣିଙ୍କୁ କୋର୍ଟଚାଲାଣ କରାଯାଇଛି।ପ୍ରକାଶ ଯେ, ଏସ୍‌ଟିଏଫ୍ ୨୦୧୯ ମସିହାରେ କୋଇଲା ଚୋରି ରୋକିବାକୁ ତାଳଚେର ଖଣି…

Continue Readingଏସ୍‌ଟିଏଫ୍ ଦ୍ଵାରା ତାଳଚେର ଟ୍ରକ୍ ମାଲିକ ସଂଘର ସଭାପତି ଗିରଫ

ପ୍ରସୂତିଙ୍କ ଟଙ୍କା, ସୁନା ମୁଦି ଚୋରି

ଅନୁଗୁଳ: ଚର୍ଚ୍ଚାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ। ରୋଗୀଙ୍କ ମୂଲ୍ୟବାନ ସାମଗ୍ରୀ ଚୋରି ସାଧାରଣ ଘଟଣାରେ ପରିଣତ ହୋଇଛି। ମେଡିକାଲ୍‌ର ଦାମୀ ଉପକରଣ ସବୁ ନିୟମିତ ଚୋରି ହେଉଛି । ସିସିଟିଭି ଓ ମାଳ ମାଳ ସୁରକ୍ଷାକର୍ମୀ ସତ୍ତ୍ବେ ଏଥିରେ ରୋକ୍ ଲାଗୁ…

Continue Readingପ୍ରସୂତିଙ୍କ ଟଙ୍କା, ସୁନା ମୁଦି ଚୋରି

ଅନୁଗୁଳରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ଅନୁଗୁଳ: ଡିସେମ୍ବର ୧୬ ଓ ୧୭ ତାରିଖ ଦୁଇ ଦିନ ଧରି ସର୍ବଭରତୀୟ ସ୍ତରରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ ଆରମ୍ଭ ହୋଇଛି। ଦେଶରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ୧ ଲକ୍ଷ ୫୮ ହଜାର ଏହି ଶାଖା ଧର୍ମଘଟରେ ଅଂଶଗ୍ରହଣ କରୁଛନ୍ତି। କେନ୍ଦ୍ର…

Continue Readingଅନୁଗୁଳରେ ଦୁଇ ଦିନିଆ ବ୍ୟାଙ୍କ ଧର୍ମଘଟ

ନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଜନ ଅସନ୍ତୋଷ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ବ୍ଲକ୍‌ରେ ଲକ୍ଷାଧ୍ୟକ ଟଙ୍କାର ଗ୍ରାମ୍ୟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ନେଇ ଜନଅସନ୍ତୋଷ ବୃଦ୍ଧି ପାଇଛି। ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ମନରେଗା) ରେ ୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗୁରୁଜାଙ୍ଗ ପଞ୍ଚାୟତ…

Continue Readingନିମ୍ନମାନର ରାସ୍ତା କାର୍ଯ୍ୟ ନେଇ ଜନ ଅସନ୍ତୋଷ

ହାତୀଛୁଆ ଉଦ୍ଧାର

ଅନୁଗୁଳ: ଦେବଗଡ଼ ବନଖଣ୍ଡ ତଥା ଅନୁଗୁଳ ଜିଲ୍ଲା ପାଳଲହଡ଼ା - ଖମାର ବନାଞ୍ଚଳର ରେଙ୍ଗାଳିମୁଣ୍ଡା ଜଙ୍ଗଲରୁ ବୁଧବାର ଏକ ହାତୀଛୁଆ ଉଦ୍ଧାର ହୋଇଛି। ହାତୀ ଛୁଆ ର ବୟସ ୭/୮ ମାସ ବୋଲି ଅନୁମାନ କରାଯାଇଛି। ତା’ର ଗୋଡ଼ରେ ଗୁରୁତର କ୍ଷତ…

Continue Readingହାତୀଛୁଆ ଉଦ୍ଧାର

ଚର୍ଚ୍ଚାରେ ଅନୁଗୁଳ ମେଡିକାଲ: ୪ମହଲାରୁ ପଡି ରୋଗୀ ମୃତ

ଅନୁଗୁଳ: ଗତ କିଛି ମାସ ଧରି ବଦନାମର ଶୀର୍ଷରେ ଥିବା ଅନୁଗୁଳ ମେଡିକାଲରେ ଗୁରୁବାର ବଡିଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ୪ ମହଲା ବିଶିଷ୍ଟ ଅନ୍ତର୍ବାସି ରୋଗୀ କୋଠାରୁ ପଡ଼ି ଜଣେ ରୋଗୀଙ୍କ ମୃତ୍ୟୁ ଘଟିଛି। ମିଳିଥିବା ସୂଚନା…

Continue Readingଚର୍ଚ୍ଚାରେ ଅନୁଗୁଳ ମେଡିକାଲ: ୪ମହଲାରୁ ପଡି ରୋଗୀ ମୃତ

ଭୂଜାଲୀ ଆକ୍ରମଣ ଘଟଣାରେ ୨ ଗିରଫ

ଅନୁଗୁଳ : ଅନୁଗୁଳ ବସଷ୍ଟାଣ୍ଡରେ ଗତ ୧୦ ତାରିଖରେ ଜଣେ ଜଳଖିଆ ଦୋକାନୀଙ୍କୁ ଆକ୍ରମଣ ଘଟଣାରେ ପୁଲିସ ବୁଧବାର ୨ ଜଣଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ବସଷ୍ଟାଣ୍ଡରେ ଥିବା ବିମଳ ବିଶ୍ବାଳଙ୍କ ଜଳଖିଆ ଦୋକାନରେ ୧୦ ତାରିଖ…

Continue Readingଭୂଜାଲୀ ଆକ୍ରମଣ ଘଟଣାରେ ୨ ଗିରଫ

ରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ପୁରୁଷ ବିଭାଗରେ ବାଲେଶ୍ବର ଏବଂ ମହିଳା ବିଭାଗରେ କିଟ୍ ବିଜେତା ହୋଇଛି। ବୁଧବାର ଏହି ୩ ଦିନିଆ ପ୍ରତିଯୋଗିତାର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍…

Continue Readingରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦ୍‌ଯାପିତ