ଜୁନ୍ ସୁଦ୍ଧା ଜାତୀୟ ରାଜପଥ କାମ ସାରିବାକୁ ତାଗିଦ୍
ଅନୁଗୁଳ: ରାଜ୍ୟ ପୂର୍ଭମନ୍ତ୍ରୀ ଶ୍ରୀ ମଲ୍ଲିକ ବୁଧବାର ଅନୁଗୁଳ ଗସ୍ତରେ ଆସି ଅନୁଗୁଳ ସର୍କିଟ୍ ହାଉସ ଠାରେ ଆୟୋଜିତ ଏକ ଗୁରୁତ୍ଵପୂର୍ଣ୍ଣ ବୈଠକରେ ଯୋଗ ଦେଇ ଜିଲ୍ଲାର ବିଭିନ୍ନ ରାସ୍ତାକୁ ନେଇ ସମୀକ୍ଷା କରିଛନ୍ତି। ମହୀଧରପୁର ଛକରୁ ନୂଆହତା ଛକ ପର୍ଯ୍ୟନ୍ତ…



