ବନ୍ୟାରେ ଭାସିଯାଇଥିବା ବ୍ୟକ୍ତିଙ୍କ କଙ୍କାଳ ଠାବ
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ବାଘୁଅକଟା ଠାରେ ନନ୍ଦିରା ନାଳରେ ଜଣେ ବ୍ୟକ୍ତଙ୍କ କଙ୍କାଳ ଶନିବାର ଠାବ କରାଯାଇଛି। ଏହି କଙ୍କାଳ ଗତ ୧୩ ତାରିଖରେ ବନ୍ୟା ଜଳରେ ଭାସି ଯାଇଥିବା ପାତେଳି ଗାଁର ରହୁଥିବା…
ଅନୁଗୁଳ : ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୋକତୁଙ୍ଗା ବାଘୁଅକଟା ଠାରେ ନନ୍ଦିରା ନାଳରେ ଜଣେ ବ୍ୟକ୍ତଙ୍କ କଙ୍କାଳ ଶନିବାର ଠାବ କରାଯାଇଛି। ଏହି କଙ୍କାଳ ଗତ ୧୩ ତାରିଖରେ ବନ୍ୟା ଜଳରେ ଭାସି ଯାଇଥିବା ପାତେଳି ଗାଁର ରହୁଥିବା…
ଅନୁଗୁଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିନ ଓ ପଣ୍ଡିତ ଦୀନଦୟାଲ ଉପଧ୍ୟାୟଙ୍କ ଜନ୍ମ ଜୟନ୍ତୀ ପାଳନ ଅବସରରେ ବିଜେପି ଅନୁଗୁଳ ଶାଖା ତରଫରୁ ଶନିବାର ଏକ ରକ୍ତଦାନ ଶିବିର ଅୟୋଜିତ ହୋଇଯାଇଛି। ଜିଲ୍ଲା କଳାକେନ୍ଦ୍ରଠାରେ ଆୟୋଜିତ ଏହି ଶିବିର ସକାଳ…
ଅନୁଗୁଳ: ମୃତ ଘରୋଇ ସୁରକ୍ଷାକର୍ମୀଙ୍କ ପତ୍ନୀଙ୍କୁ ନିଯୁକ୍ତି ଦାବି କରି ଶୁକ୍ରବାର ଏମସିଏଲ ଜଗନ୍ନାଥ କୋଇଲା କ୍ଷେତ୍ରର ମହାପ୍ରବନ୍ଧକଙ୍କ କର୍ଯ୍ୟାଳୟ ସମ୍ମୁଖରେ ଘଣ୍ଟପଡ଼ା ଗ୍ରାମବାସୀଙ୍କ ସହ ମୃତକଙ୍କ ପତ୍ନୀ ଧାରଣା ଦେଇଥିଲେ। ତାଳଚେର ବ୍ଲକ୍ ଘଣ୍ଟପଡ଼ା ଗ୍ରାମର ସୁଶୀଲ ସାହୁ ସୁରକ୍ଷାକର୍ମୀ…
ଅନୁଗୁଳ: ଗୁରୁବାର ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ ଚୋରି ହୋଇଛି । ଦୁର୍ବୃତ୍ତ ଦୋକାନରୁ ଗ୍ୟାସ୍, ପାନ ମସଲା ଓ ଏକ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରି ଚମ୍ପଟ୍ ମାରିଛନ୍ତି। ଏ ନେଇ ଥାନାରେ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଓ ଅନୁଗୁଳ ସହର ନିକଟବର୍ତ୍ତୀ ଗାଁ ଆଙ୍କୁଲା ନୂଆସାହି ଆମ୍ବତୋଟାରେ ଶୁକ୍ରବାର ସକାଳେ ଏକ ହାତୀପଲ ରହିଥିବା ଦେଖାଯାଇଥିଲା। ଏହି ଦଳରେ ୧୯ଟି ହାତୀ ଥିବା ଜଣାପଡ଼ିଛି । ବନ ବିଭାଗ ହାତୀପଲ ଉପରେ ତୀକ୍ଷ୍ଣ…
ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଯୁବକଙ୍କୁ ପୁଲିସ ଶୁକ୍ରବାର ଗିରଫ କରିବାରେ ସଫଳ ହୋଇଛି। ପୁଲିସ ସୂତ୍ରରୁ ପ୍ରକାଶ ଯେ, ୧୮ ବର୍ଷର ଜଣେ ବିବାହିତା ମହିଳା ଗତ ୭…
ଅନୁଗୁଳ : ଅନୁଗୁଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଶୁକ୍ରବାର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅତ୍ୟଧିକ ମାଲ ବୋଝୋଇ ଗାଡି ଚଳାଚଳ, ଟ୍ରାଫିକ୍…
ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ସ୍ବୟଂଶାସିତ ମହାବିଦ୍ୟାଳୟର +୩ ସ୍ନାତକ ପାଠ୍ୟକ୍ରମର ତୃତୀୟ ବାର୍ଷିକ ପରୀକ୍ଷାଫଳ ୨୦୨୦ -୨୦୨୧ ପ୍ରକାଶିତ ହୋଇଛି . । ପରୀକ୍ଷାରେ ଛାତ୍ରଛାତ୍ରୀଙ୍କ ପାସ୍ହାର ୯୨.୯୧ ପ୍ରତିଶତ ରହିଥିବା ବେଳେ ଛାତ୍ରୀମାନେ ଛାତ୍ର ମାନଙ୍କଠାରୁ ଆଗରେ ରହିଛନ୍ତି।…
ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ପରିସରରେ ଥିବା ଏକ ପରିତ୍ୟକ୍ତ କ୍ୱାର୍ଟର୍ସରୁ ଲକ୍ଷ ଲକ୍ଷ ଟଙ୍କାର ଏକ୍ସପାରୀ ଔଷଧ ବାହାରିବା ଘଟଣାର ତଦନ୍ତ ଦବି କାରି ଆଜି ଜିଲ୍ଲା କଂଗ୍ରେସର କର୍ମକର୍ତା ମାନେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କୁ ଭେଟିଛନ୍ତି।…
ଅନୁଗୁଳ: ଶୁକ୍ରବାର ବଡି ଭୋର ସମୟରେ ହିନ୍ଦୋଳ ବ୍ଲକ ନୂଆବଗ ପଂଚାୟତ ବାହାଳ ସାହି ର ଜଣେ ବୃଦ୍ଧ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି। ଗାଁ ର ଶୁକ୍ରୁ ସାହୁ(୭୦) ଘର ଠାରୁ ଅଳ୍ପ ଦୂରରେ ଚଲା ବୁଲା କରୁଥିଲାବେଳେ ହଠାତ…