ମାର୍ଚ୍ଚ ସୁଦ୍ଧା ଅନୁଗୁଳ-ସମ୍ବଲପୁର ରାସ୍ତା ସାରିବାକୁ ନିର୍ଦେଶ
ଅନୁଗୁଳ: ଅନୁଗୁଳ ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷରେ ଗୁରୁବାର ଢେଙ୍କାନାଳ ସାଂସଦ ମହେଶ ସାହୁଙ୍କ ଅଧ୍ୟକ୍ଷତାରେ ଦିଶା ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲାର ପାନୀୟ ଜଳ ଯୋଗାଣ, ରେଳ ଯୋଗାଯୋଗ, ଟେଲି ଯୋଗାଯୋଗ ନେଇ ବୈଠକରେ ସବିଶେଷ ଆଲୋଚନା…



