ରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‍

ଅନୁଗୁଳ : ପରିବେଶ ଭିତ୍ତିକ ପର୍ଯ୍ୟଟନ ଶିଳ୍ପକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ବୁଧବାରଠାରୁ ରାଜ୍ୟର ୭ଟି ସ୍ଥାନରେ ଇକୋ ରିଟ୍ରିଟ୍‍ କାର୍ଯ୍ୟକ୍ରମର ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନ୍‍ଫରେନ୍ସିଂ ମାଧ୍ୟମରେ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏହି…

Continue Readingରାଜ୍ୟର ୭ଟି ସ୍ଥାନରେ ଆରମ୍ଭ ହେଲା ଇକୋ ରିଟ୍ରିଟ୍‍

ଅନୁଗୁଳରେ ଫାଷ୍ଟଫୁଡର ଚାହିଦା ବଢିଛି

ଅନୁଗୁଳ: ଗତ କିଛି ବର୍ଷ ମଧ୍ୟରେ ଅନୁଗୁଳ ସହରରେ ଫାଷ୍ଟଫୁଡର ଚାହିଦା ବଢିଛି। ପରିସ୍ଥିତି ଏଭଳି ହୋଇଛି ସହରର ପ୍ରତି ଗଳିରେ ଫାଷ୍ଟଫୁଡ ଓ ବିରିୟାନି କାଉଣ୍ଟର ଦେଖିବାକୁ ମିଳୁଛି। ପରିବର୍ତିତ ଜୀବନଶୈଳୀରେ ନନ୍ ଭେଜ ଖାଦ୍ୟ ପ୍ରତି ଲୋକଙ୍କ ବିଶେଷ…

Continue Readingଅନୁଗୁଳରେ ଫାଷ୍ଟଫୁଡର ଚାହିଦା ବଢିଛି

ସୁନୀଲ ବଂଶଲ ଓଡ଼ିଶାର ନୂଆ ଡ଼ିଜିପି

ଅନୁଗୁଳ: ବରିଷ୍ଠ ଆଇପିଏସ୍ ସୁନୀଲ ବଂଶଲ ହେବେ ନୂଆ ଡ଼ିଜିପି। ବଂଶଲ ଡ଼ିଜିପି ହେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ନୂଆ ବର୍ଷରୁ ନୂଆ ଦାୟିତ୍ୱ ନେବେ ସୁନୀଲ ବଂଶଲ । ସୁନୀଲ ବଂଶଲ ୧୯୮୭ବ୍ୟାଚର ବରିଷ୍ଠ ଆଇପିଏସ୍…

Continue Readingସୁନୀଲ ବଂଶଲ ଓଡ଼ିଶାର ନୂଆ ଡ଼ିଜିପି

ରକ୍ଷକ ପ୍ରକଳ୍ପ ପ୍ରଶିକ୍ଷଣର ଶୁଭାରମ୍ଭ

ଅନୁଗୁଳ: ଅନୁଗୁଳ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ରାଜ୍ୟ ସରକାରଙ୍କ ଦ୍ବାରା କରାଯାଇଥିବା ରକ୍ଷକ ପ୍ରକଳ୍ପର ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ରଜନୀକାନ୍ତ ସ୍ବାଇଁ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।…

Continue Readingରକ୍ଷକ ପ୍ରକଳ୍ପ ପ୍ରଶିକ୍ଷଣର ଶୁଭାରମ୍ଭ

ଓଏମସିର ସୋସିଓ ଇକୋନୋମିକ୍ ସର୍ଭେକୁ ବିରୋଧ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମୌଜ଼ାରେ ବୈତରଣୀ ୱେଷ୍ଟ କୋଲ ବ୍ଲକ୍ ଓଏମସି ଦ୍ଵାରା ଉତ୍ତୋଳନ ପାଇଁ ସ୍ଥିରୀକୃତ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ କୋଇଲା ଖଣି ନିମନ୍ତେ ସୋସିଓ ଇକୋନୋମିକ୍ ସର୍ଭେ କାର୍ଯ୍ୟ ଚାଲିଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ…

Continue Readingଓଏମସିର ସୋସିଓ ଇକୋନୋମିକ୍ ସର୍ଭେକୁ ବିରୋଧ

ଧର୍ମପରାୟଣ ମହିଳାଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ପୋକତୁଙ୍ଗା ଗାଁର ମାୟାଧର ସାହୁଙ୍କ ପତ୍ନୀ ବଛା ସାହୁଙ୍କର ମଙ୍ଗଳବାର ସକାଳେ ପରଲୋକ ହୋଇଯାଇଛି। ତାଙ୍କୁ ୭୨ ବର୍ଷ ହୋଇଥିଲା। ସେ ଗତ ୪ ବର୍ଷରୁ ଊର୍ଦ୍ଧ୍ବ କାଳ ହେଲା ଶଯ୍ୟାଶାୟୀ ଥିଲେ।ଏ ଖବର ପ୍ରଚାରିତ…

Continue Readingଧର୍ମପରାୟଣ ମହିଳାଙ୍କ ପରଲୋକ

ପୁଲିସ ବର୍ବରତା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ

ଅନୁଗୁଳ : ଜିଲ୍ଲା କଂଗ୍ରେସ ପକ୍ଷରୁ ପୁଲିସର ବର୍ବରତା ପ୍ରତିବାଦରେ ମଙ୍ଗଳବାର ଏସପି ଅଫିସ ଘେରାଉ ସହ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଜିଲ୍ଲା କଂଗ୍ରେସ ପକ୍ଷରୁ ଗତ ୧୦ ତାରିଖ ଦିନ ଛାତ୍ର କଂଗ୍ରେସର ଆହ୍ବାନରେ ମମିତା ମେହେରଙ୍କ ହତ୍ୟାର ନିରପେକ୍ଷ…

Continue Readingପୁଲିସ ବର୍ବରତା ପ୍ରତିବାଦରେ କଂଗ୍ରେସର ଏସପି ଅଫିସ ଘେରାଉ

୫୪ତମ ଖୋ-ଖୋ: ରେଫରିଙ୍କୁ ଖେଳାଳିଙ୍କ ଆକ୍ରମଣ

ଅନୁଗୁଳ: ୫୪ତମ ରାଜ୍ୟ ସ୍ତରୀୟ ଖୋ-ଖୋ ଚାମ୍ପିୟାନସିପ ରେ ସନ୍ଧ୍ୟା     ସୁଦ୍ଧା ୫୦ ଟି ମ୍ୟାଚ ଅନୁଷ୍ଠିତ ହୋଇସାରି ଥିବାବେଳେ ମଙ୍ଗଲବାର ଖେଳକୁ ଉଦଘାଟନ କରିଥିଲେ ପୁରୀ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ। ଆଜି ଦିନର ସବୁ…

Continue Reading୫୪ତମ ଖୋ-ଖୋ: ରେଫରିଙ୍କୁ ଖେଳାଳିଙ୍କ ଆକ୍ରମଣ

ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଜବର ଦଖଲ ଉଛେଦ

ଅନୁଗୁଳ: ଅନୁଗୁଳ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ମଙ୍ଗଳବାର ସକାଳେ ପୌରପାଳିକା ପକ୍ଷରୁ ଜବର ଦଖଲ ଉଚ୍ଛେଦ କରଯାଇଛି। ଏହି ଛକରେ ଦୀର୍ଘଦିନ ଧରି ଫାଷ୍ଟ ଫୁଡ଼,ହୋଟେଲ,ଚା, ଦୋକାନ ସାଙ୍ଗକୁ ପରିବା ଦୋକାନ ଖୋଲିବା ଦ୍ୱାରା ସେ ଅଞ୍ଚଳରେ ଟ୍ରାଫିକ…

Continue Readingବାଳିକା ଉଚ୍ଚ ବିଦ୍ୟାଳୟ ଛକରେ ଜବର ଦଖଲ ଉଛେଦ

ବିଦ୍ୟୁତ ତାର ବିଛାଇ ମଣିଷ ମାରିବା ଅଭିଯୋଗରେ ୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ କାଳିଆ କଟା ଗାଁର ଏକ ମକା ବାଡ଼ିରେ ବିଦ୍ୟୁତ ତାର ବିଛାଇ ମଣିଷ ମାରିବା ଅଭିଯୋଗରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଗତ ସେପ୍ଟେମ୍ବର ୩୦ ତାରିଖରେ…

Continue Readingବିଦ୍ୟୁତ ତାର ବିଛାଇ ମଣିଷ ମାରିବା ଅଭିଯୋଗରେ ୨ ଗିରଫ