ଦୁଇଟି ଜାଗାରେ ହେଲା ବଅଁରପାଳ ହାଟ

ଅନୁଗୁଳ: କରୋନା ସଂକ୍ରମଣ ରୋକିବା ପାଇଁ ମଙ୍ଗଳବାର ବଅଁରପାଳ ସାପ୍ତାହିକ ହାଟ ଦୁଇଟି ଜାଗାରେ ଅନୁଷ୍ଠିତ ହୋଇଛି। ପୁରୁଣାହାଟରେ ଆଳୁ, ପିଆଜ ବ୍ୟବସାୟୀ ଓ ବଅଁରପାଳ ହାଇସ୍କୁଲ ପଡ଼ିଆରେ ଅନ୍ୟ ବେପାରୀଙ୍କୁ ବସାଯାଇଥିଲା। ମାସ୍କ ପିନ୍ଧିବା, ଦୋକାନ ଆଗରେ ଗହଳି ନକରି…

Continue Readingଦୁଇଟି ଜାଗାରେ ହେଲା ବଅଁରପାଳ ହାଟ

ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

ଅନୁଗୁଳ: ଛେଣ୍ଡିପଦା ଥାନା ଅନ୍ତର୍ଗତ ବାଲିପଟା ଗାଁରେ ଅଭାବନୀୟ ଘଟଣା। ଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୁଲିସ ଜବତ କରିଛି। ମୃତକ ଅନୁଗୁଳ ଖଲାରୀ ବାସିନ୍ଦା ୩୯ ବର୍ଷୀୟ ହରି ଓରଫ ଅରକ୍ଷିତ ଗଡନାୟକ ବୋଲି ଜଣା ପଡିଛି। ସୂଚନା…

Continue Readingଦୋକାନରେ ୱେଲଡିଂ ମିସ୍ତ୍ରୀଙ୍କ ଝୁଲନ୍ତା ମୃତଦେହ

କୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ

ଅନୁଗୁଳ: କୁମ୍ଭମେଳା ଫେରନ୍ତାଙ୍କୁ ନେଇ ଏବେ ସାରା ରାଜ୍ୟରେ ଚିନ୍ତା। କୁମ୍ଭମେଳାରୁ ଫେରୁଥିବା ଅଧିକାଂଶ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହେଉଛନ୍ତି। ସେମାନଙ୍କ ଠାରୁ ସଂକ୍ରମଣ ଆଶଙ୍କା ଥିବାରୁ ସରକାର ସେମାନଙ୍କ ପାଇଁ ୧୪ ଘଣ୍ଟିଆ ସଙ୍ଗରୋଧ ବାଧ୍ୟତାମୂଳକ କରିଛନ୍ତି । ଏପଟେ…

Continue Readingକୁମ୍ଭମେଳାରୁ ଅନୁଗୁଳକୁ ଫେରିଛନ୍ତି ଜଣେ

ଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା,୩ଗୁରୁତର

ଅନୁଗୁଳ: ଅନୁଗୁଳ ବ୍ଲକ୍ ବନ୍ତଳା ଥାନା ଅଞ୍ଚଳରେ ମଙ୍ଗଳବାର ବିଳମ୍ବିତ ରାତିରେ ଆମ୍ବୁଲାନ୍ସ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ୩ବାଇକ ଆରୋହୀ ଗୁରୁତର ହୋଇଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଜରପଡା ଥାନା ଜରଡ଼ା ଗ୍ରାମର ତିନି ଜଣ ଯୁବକ କୌଣସି…

Continue Readingଆମ୍ବୁଲାନ୍ସ ସହ ବାଇକ ମୁହାଁମୁହିଁ ଧକ୍କା,୩ଗୁରୁତର

ବଦଳିଲେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

ଅନୁଗୁଳ: ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍କାର(ଡିଆରଡିଏ)ର ପ୍ରକଳ୍ପ ନିର୍ଦ୍ଦେଶକ ଦିଲୀପ କୁମାର ସାହୁଙ୍କର ବଦଳି ହୋଇଛି। ତାଙ୍କ ସ୍ଥାନରେ ତାଳଚେର ଉପଜିଲ୍ଲାପାଳ ଥିବା ରଜନୀକାନ୍ତ ସ୍ବାଇଁଙ୍କର ଏହି ପଦବିକୁ ପଦୋନ୍ନତି ହୋଇଛି।ଏଥିନେଇ ମଙ୍ଗଳବାର ସରକାରୀ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ,…

Continue Readingବଦଳିଲେ ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ

ମନ୍ଦିରରେ ଭିଡ଼, ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ

ଅନୁଗୁଳ: ତାଳଚେର ସହରର ହାଟତୋଟା ମଙ୍ଗଳା ମନ୍ଦିରରେ ମଙ୍ଗଳବାର ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ଖବର ପାଇ ପୁଲିସ ପହଞ୍ଚି ଲୋକମାନଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ପାଇଁ କହିବା ସହ ସେଠାରେ ଥିବା ୪ ଜଣ…

Continue Readingମନ୍ଦିରରେ ଭିଡ଼, ୪ ପୂଜକଙ୍କୁ ଉଠାଇ ନେଲା ପୁଲିସ

କୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

ଅନୁଗୁଳ: ରେଙ୍ଗାଳି ଥାନା ଦେନାଳୀ ଗାଁରେ ଜଣେ କୁକୁଡ଼ା ଚିଆଁ ବ୍ୟବସାୟୀ ଗତ ରବିବାର ଲୁଟ୍‌ପାଟ୍‌ର ଶିକାର ହୋଇଛନ୍ତି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ପୁଲିସ ସୂତ୍ରରୁ ପ୍ରକାଶ, ଗତ ରବିବାର ମଧ୍ୟାହ୍ନରେ ଦେନାଳୀ ଗାଁକୁ ଜଗତପୁର ଥାନା ଭୟରପୁର ଗ୍ରାମର…

Continue Readingକୁକୁଡ଼ା ଚିଆଁ ବ୍ୟବସାୟୀଙ୍କୁ ଲୁଟ୍, ଯୁବକ ଗିରଫ

୭ କିଲୋ ଗଞ୍ଜେଇ, ୧୦ ଲିଟର ମଦ ଜବତ; ଦୁଇ ଗିରଫ

ଅନୁଗୁଳ: ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ସୋମବାର କମ୍ପଲା ଓ ବିଜିପୁର ଗାଁରେ ଚଢ଼ଉ କରାଯାଇଥିଲା। ଚୋରା ମଦ, ଗଞ୍ଜେଇ କାରବାର ଅଭିଯୋଗରେ ୨ଜଣଙ୍କୁ ଗିରଫ କରାଯାଇଛି। ବିଭାଗ ସୂତ୍ରରୁ ପ୍ରକାଶ, କମ୍ପଲା ଗାଁର ଧ୍ରୁବଚରଣ ଦାସ(୬୫) ଙ୍କ ଘରୁ ୭…

Continue Reading୭ କିଲୋ ଗଞ୍ଜେଇ, ୧୦ ଲିଟର ମଦ ଜବତ; ଦୁଇ ଗିରଫ

ପ୍ରେମ ବିବାହ ଯୋଗୁଁ ଶବକୁ ମିଳିଲାନି ସମ୍ମାନ

ଅନୁଗୁଳ: ପରିବାରର ବିନା ସ୍ୱୀକୃତିରେ ପ୍ରେମ ବିବାହ କଲେ ବୋଲି ପର କରିଦେଲା ପରିବାର । ଏମିତି ପର କରିଦେଲେ ଯେ, ମଲା ପରେ ବି ହୃଦୟ ତରଳିଲାନି, ମଲା ମଣିଷକୁ ସମ୍ମାନ ଟିକିଏ ଦେଲେନି। ଶବକୁ ଚାରି କାନ୍ଧ ଦେଇ…

Continue Readingପ୍ରେମ ବିବାହ ଯୋଗୁଁ ଶବକୁ ମିଳିଲାନି ସମ୍ମାନ

କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା

ଅନୁଗୁଳ : ବହୁ ଚର୍ଚ୍ଚିତ କାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ସାନି ଶୁଣାଣି ଏକ ପ୍ରକାର ଶେଷ ହୋଇଛି । ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍  ତଥା ସ୍ଵତନ୍ତ୍ର(ପୋକସୋ) ଜଜ୍ ପ୍ରଭାକର ଗଣ୍ଠିଆ ମାମଲାର ଶୁଣାଣି କରି…

Continue Readingକାଙ୍ଗୁଲା ନାବାଳିକା ବଳାତ୍କାର ଓ ହତ୍ୟା ମାମଲା