ପାର୍କି˚ ସମସ୍ୟା ଅସମ୍ଭାଳ

ଅନୁଗୁଳ: ଅନୁଗୁଳ ସହରକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବହୁ ଯୋଜନା ହୋଇଛି। କିନ୍ତୁ ଏଥିରେ ଅନ୍ତରାୟ ସୃଷ୍ଟି କରିଛି ମାଳମାଳ ଅଟୋରିକ୍ସା। ପୌରପାଳିକା ମଧ୍ୟରେ ପ୍ରାୟ ଦେଢ଼ଶହ ଅଟୋରିକ୍ସା ଦୈନିକ ଚଳାଚଳ କରୁଛନ୍ତି। ଏମାନେ ରେଳ ଷ୍ଟେସନ୍‌, ବସ୍‌ଷ୍ଟାଣ୍ତ ସମେତ ଆଖପାଖ…

Continue Readingପାର୍କି˚ ସମସ୍ୟା ଅସମ୍ଭାଳ

ଭୁବନେଶ୍ୱର ପୁଲିସ୍ କବଜାରେ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ

ଅନୁଗୁଳ: ଭୁବନେଶ୍ୱର ସହିଦନଗରରୁ ଏକ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗକୁ ଗିରଫ କରିଛି ପୁଲିସ । ମାଳ ମାଳ ମୋବାଇଲ୍ ଫୋନ୍ ଜବତ ହୋଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଶତାଧିକ ଫୋନ୍ ଉଦ୍ଧାର ହୋଇଛି।…

Continue Readingଭୁବନେଶ୍ୱର ପୁଲିସ୍ କବଜାରେ ମୋବାଇଲ୍ ଫୋନ୍ ଲୁଟେରା ଗ୍ୟାଙ୍ଗ

ଚାଷୀ ସ˚ଗଠନର ଭାରତ ବନ୍ଦକୁ ମିଳୁଛି ସମର୍ଥନ

ଅନୁଗୁଳ: ଡିସେମ୍ବର ୮ ତାରିଖରେ ଚାଷୀ ସ˚ଗଠନ ପକ୍ଷରୁ ଆହୂତ ଭାରତ ବନ୍ଦ ଘୋଷଣାକୁ ବିଭିନ୍ନ ସ˚ଗଠନ ଓ ରାଜନୈତିକ ଦଳ ସମର୍ଥନ ଜଣାଇଛନ୍ତି। କୃଷି ସ˚ସ୍କାର ନାଁରେ କେନ୍ଦ୍ର ସରକାର ଯେଉଁ ଆଇନ କରିଛନ୍ତି ତାକୁ ବିରୋଧ କରିଛି ମିଳିତ…

Continue Readingଚାଷୀ ସ˚ଗଠନର ଭାରତ ବନ୍ଦକୁ ମିଳୁଛି ସମର୍ଥନ

ଡାକ୍ତର ନବକିଶୋର ସାମନ୍ତଙ୍କ ପରଲୋକ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ ଲଣ୍ତନ ପଢ଼ୁଆ ଡାକ୍ତର ନବକିଶୋର ସାମନ୍ତ ଆଉ ନାହାନ୍ତି। ରବିବାର ସନ୍ଧ୍ୟାରେ ଅନୁଗୁଳ ବିକାଶନଗରସ୍ଥିତ ବାସଭବନରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ତାଙ୍କୁ ୮୧ ବର୍ଷ ହୋଇଥିଲା। ଅନୁଗୁଳ ଜିଲ୍ଲାରେ ସର୍ଜରୀ ବିଭାଗରେ ପ୍ରଥମ ବ୍ୟକ୍ତି…

Continue Readingଡାକ୍ତର ନବକିଶୋର ସାମନ୍ତଙ୍କ ପରଲୋକ

ହାତୀ-ମଣିଷ ବିବାଦ: ସ˚ପ୍ରସାରିତ ହେବ ହାତୀ ସ˚ରକ୍ଷଣ କ୍ଷେତ୍ର

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଗତ ଏକ ଦଶନ୍ଧି ମଧ୍ୟରେ ହାତୀ-ମଣିଷ ଲଢେ଼ଇରେ ବହୁ ଧନଜୀବନ ନଷ୍ଟ ହୋଇଛି। କେତେବେଳେ ହାତୀ ତ କେତେବେଳେ ମଣିଷ ଗଜରାଜର ଶିକାର ହୋଇ ଅକାଳ ମୃତ୍ୟୁ ମୁଖରେ ପଡୁଛି। ଅଭୟାରଣ୍ୟରେ ହାତୀ ରହଣିସ୍ଥଳର ଅଭାବ, ଖାଦ୍ୟ…

Continue Readingହାତୀ-ମଣିଷ ବିବାଦ: ସ˚ପ୍ରସାରିତ ହେବ ହାତୀ ସ˚ରକ୍ଷଣ କ୍ଷେତ୍ର

କୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟଟନ ସ୍ଥିତି

ଅନୁଗୁଳ: ଅନୁଗୁଳ ଜିଲ୍ଲା ପର୍ଯ୍ୟଟନ ଶିଳ୍ପର ବିକାଶ ପାଇଁ ଅନେକ ଯୋଜନା ହେଉଛି। କିନ୍ତୁ ବାସ୍ତବ ଚିତ୍ର ଓଲଟା। ୧୯୭୬ ମସିହାରେ ସାତକୋଶିଆ ଅଭୟାରଣ୍ୟ ଘୋଷିତ ହେବା ପରେ ଅନେକ ନୂଆ ଯୋଜନା ସରକାର କରିଛନ୍ତି। ନୀଳ ଜଳ, ପ୍ରାକୃତିକ ଶୋଭା,…

Continue Readingକୋଭିଡ୍‌ ପରବର୍ତ୍ତୀ ପର୍ଯ୍ୟଟନ ସ୍ଥିତି

ବଜାରରେ ଛାଇ ଗଲାଣି ବିଭିନ୍ନ କିସମର ଧନୁ ମୁଆଁ

ଅନୁଗୁଳ: ପୌଷ ମାସର ପ୍ରଥମ ଦିନ ହେଲା ଧନୁ ସଂକ୍ରାନ୍ତି l ଏହି ଦିନରୁ ପୁରୀ ଶ୍ରୀମନ୍ଦିରରେ ପହିଲି ଭୋଗ ଆରମ୍ଭ ହୋଇ ମକର ସଂକ୍ରାନ୍ତି ଯାଏ ଚାଲିଥାଏ l ଏହି ସମୟରେ ପ୍ରଭାତୀ କୀର୍ତ୍ତନ ବନ୍ଦ ରହେ l ପୁଷମାସରେ…

Continue Readingବଜାରରେ ଛାଇ ଗଲାଣି ବିଭିନ୍ନ କିସମର ଧନୁ ମୁଆଁ

ସ୍ବତନ୍ତ୍ର ଭୋଟର ତାଲିକା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ଅନୁଗୁଳ: ରାଜ୍ୟ ନିର୍ବାଚନ କମିଶନ ପକ୍ଷରୁ ୨୦୨୧ ବର୍ଷ ପାଇଁ ସ୍ବତନ୍ତ୍ର ଭୋଟର ତାଲିକା ପ୍ରକାଶନ ନିମନ୍ତେ ବିଜ୍ଞପ୍ତି ଜାରି କରିବା ସହ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଏଥିପାଇଁ ଶନିବାର ଓ ରବିବାର ଦିନଟିକୁ ସ୍ବତନ୍ତ୍ର ପ୍ରଚାର ଦିବସ ରୂପେ ଘୋଷଣା…

Continue Readingସ୍ବତନ୍ତ୍ର ଭୋଟର ତାଲିକା ପାଇଁ ପ୍ରସ୍ତୁତି ଜୋର‌୍‌ଦାର‌୍‌

ବର୍ଷୀୟାନ ସାମ୍ବାଦିକଙ୍କ ପରଲୋକ

ଅନୁଗୁଳ: ଅନୁଗୁଳର ବର୍ଷୀୟାନ ସାମ୍ୱାଦିକ ତଥା ପ୍ରଜାତନ୍ତ୍ରର ପୂର୍ବତନ ପ୍ରତିନିଧି ବିନାୟକ ମିଶ୍ରଙ୍କର ରବିବାର ସକାଳେ ପରଲୋକ ଘଟିଛି। ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଥିବା ଜଣା ପଡ଼ିଛି। ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା l ସେ ଖୋଲାଦ୍ଵାର, ଓଡିଶା ଭାସ୍କର…

Continue Readingବର୍ଷୀୟାନ ସାମ୍ବାଦିକଙ୍କ ପରଲୋକ

କାର୍ଯ୍ୟକ୍ଷମ ହେଲା ଏଫ୍‌ଏସ୍‌ଟିପି

ଅନୁଗୁଳ: ପଞ୍ଚମହଲାସ୍ଥିତ ଅନୁଗୁଳ ଫେକାଲ୍‌ ସ୍ଲଜ୍‌ ଟ୍ରିଟମେଣ୍ଟ ପ୍ଲାଣ୍ଟ ଇତିମଧ୍ୟରେ କାର୍ଯ୍ୟକ୍ଷମ ହୋଇଛି। ତରଳ ମଳକୁ ଶୁଷ୍କ, ଜୀବାଣୁମୁକ୍ତ କରାଯିବାପରେ ବଡ଼ି ଆକୃତିର ସାର ଦାନା ବାହାର କରାଯାଉଛି। ପରେ ପରେ ଏହାକୁ ଚୁର୍ଣ୍ଣ କରାଯାଇ ଜୈବିକ ସାରରେ ପରିଣତ କରାଯାଉଛି।…

Continue Readingକାର୍ଯ୍ୟକ୍ଷମ ହେଲା ଏଫ୍‌ଏସ୍‌ଟିପି