ଜୈବିକ କୃଷିରେ ଅନୁଗୁଳକୁ ଅଣଦେଖା
ଅନୁଗୁଳ: ସରକାର କହୁଛନ୍ତି ରାଜ୍ୟରେ କେବଳ ୫୨,୪୪୪ ଜଣ ଚାଷୀ ସରକାରଙ୍କ ବିଭିନ୍ନ ଯୋଜନାରେ ଜୈବିକ କୃଷିକୁ ଆଦରି ନେଇଛନ୍ତି। କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ତି ଭଳି ଜିଲ୍ଲାରେ ଅଧିକ ଚାଷୀ ଏହି ଜୈବିକ କୃଷି କରି ଲାଭବାନ୍ ହେଉଛନ୍ତି। ଆମ…
ଅନୁଗୁଳ: ସରକାର କହୁଛନ୍ତି ରାଜ୍ୟରେ କେବଳ ୫୨,୪୪୪ ଜଣ ଚାଷୀ ସରକାରଙ୍କ ବିଭିନ୍ନ ଯୋଜନାରେ ଜୈବିକ କୃଷିକୁ ଆଦରି ନେଇଛନ୍ତି। କନ୍ଧମାଳ, କେନ୍ଦୁଝର, ସୁନ୍ଦରଗଡ଼, କଳାହାଣ୍ତି ଭଳି ଜିଲ୍ଲାରେ ଅଧିକ ଚାଷୀ ଏହି ଜୈବିକ କୃଷି କରି ଲାଭବାନ୍ ହେଉଛନ୍ତି। ଆମ…
ଅନୁଗୁଳ: କଣିହାଁ ଥାନା ହନୁମାନପୁର ପଞ୍ଜାୟତର ପୂର୍ବତନ ସରପଞ୍ଚ ତଥା ଝରlବେରେଣି ଗାଁର ଅଧିବାସୀ ବିନୟ ପ୍ରଧାନ(୫୫)ଙ୍କୁ କାମୁଡିବା ଅଭିଯୋଗରେ ସେହି ଗ୍ରାମର ବସନ୍ତ ସାହୁ ନାମକ ଜଣେ ଯୁବକଙ୍କୁ ପୁଲିସ୍ ଗିରଫ କରିଛି l ପୁଲିସ୍ ସୂତ୍ରରୁ ପ୍ରକାଶ, ଗୁରୁବାର…
ଅନୁଗୁଳ:ଦୀର୍ଘଦିନ ଧରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚକ୍ଷୁ ବିଶେଷଜ୍ଞ ନଥିବାରୁ ରୋଗୀମାନେ ନାହିଁ ନଥିବା ସମସ୍ୟା ଭୋଗୁଛନ୍ତି l ବିଭିନ୍ନ ଚକ୍ଷୁ ସମସ୍ୟା ଜନିତ ଅସ୍ତ୍ରୋପଚାର ସାଙ୍ଗକୁ ମୋତିଆବିନ୍ଦୁ ଅସ୍ତ୍ରୋପଚାର ଠପ୍ ହୋଇଯାଇଛି। ଫଳରେ ରୋଗୀମାନେ ବାଧ୍ୟହୋଇ ଘରୋଇ କ୍ଲିନିକକୁ…
ଅନୁଗୁଳ: ଓଡ଼ିଶାର ଆଦିମ ଅଧିବାସୀମାନଙ୍କ ମଧ୍ୟରେ ପାଳଲହଡ଼ାର ପାଉଡ଼ି ଭୁୟାଁ ଅନ୍ୟତମ। ସେମାନଙ୍କ ଚାଲିଚଳଣି, ଖାଦ୍ୟପେୟ ଓ ବେଶଭୂଷା ଆଦି ଅନ୍ୟ ସ˚ପ୍ରଦାୟଠାରୁ ବେଶ୍ ସ୍ବତନ୍ତ୍ର। ଏହି ପାଉଡ଼ି ଭୁୟାଁ ସୁନ୍ଦରଗଡ଼, କେନ୍ଦୁଝର, ସମ୍ବଲପୁର, ମୟୂରଭଞ୍ଜ ଏବ˚ ଅନୁଗୁଳ ଜିଲ୍ଲାର ମାଳ…
ଅନୁଗୁଳ: ଶୈଳଶ୍ରୀକ୍ଷେତ୍ରରେ ସମ୍ପନ୍ନ ହୋଇଛି ଶ୍ରୀଜିଉଙ୍କ ଦୁର୍ଲ୍ଲଭ ନାଗାର୍ଜୁନ ବେଶ । ୧୬ ପାରମ୍ପରିକ ଯୁଦ୍ଧାସ୍ତ୍ରରେ ସଜ୍ଜିତ ହୋଇଛନ୍ତି ମହାପ୍ରଭୁ। ବୀର ନାଗା ବେଶରେ ଦୁଇ ଭାଇ ଜଗା-ବଳିଆ ସଜେଇ ହୋଇଛନ୍ତି l ତ୍ରିଭୁବନେଶ୍ୱରୀ ବେଶରେ ସଜେଇ ହୋଇଛନ୍ତି ଦେବୀ ସୁଭଦ୍ରା…
ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତୁଳିଆ ପଞ୍ଚାୟତ ମୁଣ୍ଡାସାହିିରେ ଗୁରୁବାର ଅପରାହ୍ନରେ ଅଗ୍ନିକାଣ୍ଡ ଘଟିଛି l କେଶବ ଦେହୁରୀଙ୍କର ୩ ବଖରା ଭସ୍ମୀଭୂତ ହୋଇଯାଇଛି l ବିଦ୍ୟୁତ ସର୍ଟସର୍କିଟ ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି l ଆସନ୍ତା ମାସରେ ଝିଅ ବାହାଘର…
ଅନୁଗୁଳ: ଛେଣ୍ଡିପଦା ଥାନା ତଥା ବରସାହିି ପଞ୍ଚାୟତ ରଙ୍ଗମାଟିଆ ସାହିରେ ଗୁରୁବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ସକାଳେ ଖୋକନ ବେହେରା (୪୫) ନାମକ ଜଣେ ଯୁବକ ନିଜ ଘରେ ନିଆଁ ଲଗାଇବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି।…
ଅନୁଗୁଳ: ମୋଦି ସରକାରଙ୍କ ଶ୍ରମିକ, କୃଷକ ଓ ଜନ ବିରୋଧୀ ନୀତି ବିରୋଧରେ ୨୬ ନଭେମ୍ବରରେ ଆୟୋଜିତ ଦେଶବ୍ୟାପୀ ଧର୍ମଘଟ ସଫଳ ହୋଇଛି। ଅନୁଗୁଳରେ ଏହି ବନ୍ଦକୁ ବେଶ୍ ସମର୍ଥନ ମିଳିଥିବା ଦେଖିବାକୁ ମିଳିଥିଲା। ଶ୍ରମ କୋଡ୍କୁ ପ୍ରତ୍ୟାହାର, କୃଷକ ଆଇନକୁ…
ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ବନ୍ଦ ହେବ ୧୭୦ଟି ବିଦ୍ୟାଳୟ l ବିଦ୍ୟାଳୟ ଉଚ୍ଛେଦ ନେଇ ସରକାରୀ ପ୍ରକ୍ରିୟାକୁ ବିରୋଧ କରିଛି ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ l ଜିଲ୍ଲା ଛାତ୍ର କଂଗ୍ରେସର ପୂର୍ବତନ ସଭାପତି ବିଶ୍ୱରଞ୍ଜନ ପାଣିଗ୍ରାହୀଙ୍କ ନେତୃତ୍ବରେ ଏକ ପ୍ରତିନିଧି…
ଅନୁଗୁଳ: ଗଫଲତି କରି ଅନ୍ୟ ଆକାଉଣ୍ଟରୁ ଟଙ୍କା ଲୁଟିନେବା ଅଭିଯୋଗରେ ଅନୁଗୁଳ ଥାନା ପୁଲିସ୍ ବୁଧବାର ୨ ଜଣ ଯୁବକକୁ ଗିରଫ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ, ଯାଜପୁର ଜିଲ୍ଲା ଯାଜପୁର ରୋଡ୍ ଥାନା ରlଛିପୁର ଗ୍ରାମର ମୋହନ…